Odisha News Portal

ସାବଧାନ ! ମ୍ୟାଗି ଖାଇବା ପୂର୍ବରୁ ଜାଣି ରଖନ୍ତୁ ଏହି ଭୟଙ୍କର କଥା, ନଚେତ ହୋଇପାରେ ଏହି ସମସ୍ୟା..

0 2

ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଏହା ହେଉଛି ଶସ୍ୟ ଶ୍ୟାମଳ ତଥା ସୁନ୍ଦରତାରେ ଭରପୁର ଦେଶ
ଆମ ଦେଶରେ ସମସ୍ତ ପ୍ରକାରର ଶସ୍ୟ, ଖାଦ୍ୟ ଆଦି ମିଳିଥାଏ । ଯଥା :- ଧାନ, ମାଣ୍ଡିଆ, କୋଳଥ ଇତ୍ୟାଦି ସମସ୍ତ ଶସ୍ୟ ଆଦି ମିଳିଥାଏ । ତେବେ ଆମ ଦେଶରେ ଅନେକ ପ୍ରକାରର ସବୁଜ ଖାଦ୍ୟଶସ୍ୟ ମିଳୁଥିବା ସତ୍ୱେ ମଧ୍ୟ ଆମ ଦେଶର ଲୋକ ମାନେ ବିଭିନ୍ନ ପ୍ରକାର ଅଖାଦ୍ୟ ସବୁ ଖାଇଥାନ୍ତି ।

ଯାହା ପରେ ଆମ ଶରୀର ପାଇଁ ବହୁତ କ୍ଷତି ପହଞ୍ଚାଇ ଥାଏ । କିନ୍ତୁ ସେହି ଖାଦ୍ୟ ସମସ୍ତେ ସାଧାରଣତଃ ଖାଉଛନ୍ତି । ଯାହାଦ୍ବାରା ଆମ ଶୀରରରେ ବିଭିନ୍ନ ପ୍ରକାର ରୋଗବ୍ୟାଧି ସବୁ ଜାତ ହେଉଛି । ସେମିତି ଏକ ଖାଦ୍ୟ ଯାହା ଆମେ ପ୍ରତି ଦିନ ଆମର ଅଭ୍ୟାସରେ ପରିଣତ ହୋଇ ଗଲାଣି ।


ଯେପରି କହିବାକୁ ଗଲେ “ମ୍ୟାଗି” ଆପଣ ମାନଙ୍କର ନିତି ଦିନିଆ ଖାଦ୍ୟରେ ପରିଣତ ହୋଇ ଗଲାଣି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯଦି ଆପଣ ମାନଙ୍କ ମଧ୍ୟ୍ୟରୁ କେହି ନିତି ଦିନ ଏହି ମ୍ୟାଗି ଖାଉଛନ୍ତି ତେବେ ଏହି ଲେଖାକୁ ନିହାତି ଭାବରେ ଶେଷ ପର୍ଯ୍ୟନ୍ତ ଥରେ ପଢନ୍ତୁ । ତାହେଲେ ଯାଇ ଆପଣ ମାନଙ୍କର ବିଶ୍ୱାସ ହେବ ଏବଂ ଭଲ ଭବାରେ ବୁଝି ମଧ୍ୟ ପାରିବେ ।
ଆଜିର ଦୁନିଆରେ ସମସ୍ତେ ସବୁ ବେଳେ ବ୍ୟସ୍ତ ବହୁଳ ଜୀବନ ଅତି ବାହିତ କରୁଛନ୍ତି । କାହା ପାଖରେ ଠିକ୍ ସେ ଭୋଜନ କରିବା ପାଇଁ କିମ୍ବା ରୋଷେଇ କରିବା ପାଇଁ ମଧ୍ୟ ସମୟ ନାହିଁ । ତେଣୁ ପ୍ରାୟତଃ ଲୋକମାନେ
ସାଧାରଣ 2 – 5 ମିନିଟ ମଧ୍ୟ୍ୟରେ ଖାଦ୍ୟ ରାନ୍ଧିବା କାମ ସାରୁଛନ୍ତି । ଆଉ ଏମିତିରେ ଦେଖିବାକୁ ଗଲେ ମ୍ୟାଗି ଖୁବ ଅଳ୍ପ ସମୟରେ ରାନ୍ଧିବା ସରି ଯାଇଥାଏ । ତେଣୁ କରି ମ୍ୟାଗି ସାଧାରଣତଃ ସମସ୍ତଙ୍କର ଅତି ପ୍ରିୟ ଖାଦ୍ୟ ହୋଇଥାଏ । ମ୍ୟାଗିର ସୁଗନ୍ଧ ଅଧିକ ଏବଂ ଖାଇବାକୁ ମଧ୍ୟ ସୁନ୍ଦର ଓ ସ୍ବାଦିଷ୍ଠ ବି ହୋଇଥାଏ ।

ତେବେ ଆପଣ ମାନେ ମାର୍କେଟକୁ ଗଲେ ସାଧାରଣତଃ ଆପଣଙ୍କ ପିଲା ମାନଙ୍କୁ ମଧ୍ୟ ନେଇ ଯାଉଥିବେ । ଆଉ ସେମାନେ ସେଠାରେ ସମସ୍ତ ପ୍ରକାର ଫାଷ୍ଟ ଫୂଡ଼ ଜିନିଷ ଖାଇ ସେମାନଙ୍କର ଶରୀର କୁ ରୋଗଗ୍ରସ୍ତ କରିଥାନ୍ତି । ତେଣୁ ଯଦି ଆପଣ ଏହି ସବୁ ଖାଦ୍ୟ ଖାଉଛନ୍ତି ତେବେ ଏହାର ସାଇଡ୍ ଇଫେକ୍ଟସ୍ କଣ ରହିଛି ତାହା ଜାଣିବା ନିହାତି ଭାବରେ ଦରକାର । ନଚେତ ଆପଣ ବହୁତ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।


ଆପଣ ମାନେ ମ୍ୟାଗି ମିଶ୍ରଣ ବିଷୟରେ ନିଶ୍ଚିତ ଭାବରେ ଜାଣି ଥିବେ । ତେବେ ମ୍ୟାଗି ଖାଇବ ଦ୍ୱାରା ଆମର ଶରୀରର କେତେକ ବିଶିଷ୍ଟ ଅର୍ଗାନକୁ ନଷ୍ଟ କରି ଦେଇଥାଏ । ଏହାସହିତ ଆମ ଲିଭରକୁ କାର୍ଯ୍ୟ କରିବାକୁ ମଧ୍ୟ ପ୍ରତିରୋଧ କରିଥାଏ । ଆଉ ଯାହାର ଫଳ ସ୍ବରୂପ ଆମର ଖାଇବାର ଶକ୍ତି କମି ଯାଇଥାଏ । ଏହାସହିତ ସ୍ମରଣ ଶକ୍ତି ଆଦିକୁ ନଷ୍ଟ , ମୁଣ୍ଡର ବାଳ ଉପାଡି ଯାଇଥାଏ । ଏମିତି ବହୁତ ଅଙ୍ଗକୁ ନଷ୍ଟ କରିଥାଏ । ତେଣୁ ସମସ୍ତେ ମ୍ୟାଗି ଠାରୁ ସାବଧାନ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।