ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେବାରେ ଲାଗିଛି । ଆଜି ଆଉ ସ୍ବାମୀ ସ୍ତ୍ରୀ, ବାପା ପୁଅ , ଦିଅର ଭାଉଜ ଭାଇ ଭାଇ କିମ୍ବା ଗୁରୁ ଶିଷ୍ୟ ଏମିତିକି ମାଁ ପୁଅ କୁହନ୍ତୁ କେଉଁଠି ବି ଉତ୍ତମ ସଂପର୍କ ନାହିଁ । ବର୍ତ୍ତମାନର ଯୁବପିଢି ଏତେ ଖରାପ ଗତିରେ ଆଗୁଛନ୍ତି ଯେ ମାଁ ପୁଅ ସମ୍ପର୍କ ପରି ଏକ ପବିତ୍ର ସମ୍ପର୍କର ମୁଲ୍ୟ କୁ ମଧ୍ୟ ଏମାନେ ପାଦରେ ଆଡେଇ ଦେଇ ନିଜର ପାପ ପ୍ରେମ ସହ ବ୍ୟସ୍ତ ରହୁଛନ୍ତି । ଆଉ ଯାହାର ସମସ୍ତ କୁପ୍ରଭାବ ଆଗାମୀ ଯୁବପିଢିଙ୍କ ଉପରେ ପଡୁଛି । ତେବେ ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଲଜ୍ୟା ଜନକ ଅଟେ । ଏହି ନିନ୍ଦନୀୟ ଘଟଣାଟି ଘଟିଛି ହଲଦ୍ୱାନି ରେ ।
ତେବେ ଏଠାରେ ଯେଉଁ ଘଟଣା ଘଟିଛି ତାହା କହିବା ପାଇଁ ମଧ୍ୟ ଯୋଗ୍ୟ ନୁହଁ । ଯାହା ସମାଜରେ ଆଦୌ ଗ୍ରହଣୀୟ ନୁହଁ କିମ୍ବା ଉପସ୍ଥାପନର ଯୋଗ୍ୟ ମଧ୍ୟ ନୁହଁ । ଘଟଣାଟି ହେଉଛି ଜଣେ ମାଆ ତାର ସାବତ ପୁଅ ସହିତ ଯୋୖନ ସମ୍ପର୍କ ରଖିବା ସାମ୍ନାକୁ ଆସିଛି ।
ମାମଲାଟି ସେହି ଅଞ୍ଚଳର ଭୋଟିଆ ପଡାଓ କ୍ଷେତ୍ରର । ଆଉ ଏହି ଘଟଣାରେ ନିଜ ସ୍ୱାମୀକୁ ଯେତେବେଳେ ସ୍ତ୍ରୀ ର ଏହି ଅନୈତିକ କାର୍ଯ୍ୟ ଏବଂ କଳା କାରନାମା ବିଷୟରେ ଜଣା ପଡିଥିଲା । ସେତେବେଳେ ସେ ପତ୍ନୀ ଙ୍କ ବିରୋଧରେ କୋତବଲି ଥାନାରେ ଯାଇ ଅଭିଯୋଗ ମଧ୍ୟ କରିଥିଲେ।
ଏହାପରେ ପୋଲିସ୍ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଘଟଣା ସମ୍ପର୍କରେ ଯାଞ୍ଚ କରୁଛନ୍ତି । ପୋଲିସ୍ ର କହିବା ଅନୁସାରେ ଉକ୍ତ ବ୍ୟକ୍ତି ଜଣଙ୍କ ଭୋଟିଆ ପଡାଓର ବାସିନ୍ଦା ଏବଂ ତାଙ୍କର ପ୍ରଥମ ସ୍ତ୍ରୀ ମୃତ୍ୟୁ ବରଣ କରି ସାରିଛନ୍ତି । ତାଙ୍କର ଏକ 14 ବର୍ଷର ପୁଅଟେ ରହିଛି ।
ହଠାତ୍ ପତି ପତ୍ନୀଙ୍କ ଭିତରେ ଦିନେ କୌଣସି କଥାକୁ ନେଇ ଝଗଡ଼ା ହେବା ପରେ ପତ୍ନୀ ସ୍ଵାମୀଙ୍କ ନାମରେ ଉତ୍ପୀଡନ ର କେଶ୍ ଲଗାଇ ତାଙ୍କ ନାମରେ ମହିଳା ହେଲ୍ପ ଲାଇନରେ ଅଭିଯୋଗ କରି ନିଜ ବାପ ଘରକୁ ଚାଲିଗଲେ । ଆଉ ଏହାପରେ ସେ ଦେଖିବାକୁ ପାଇଲେ ଯେ ତାଙ୍କ 14 ବର୍ଷର ପୁଅ ବହୁତ ଚିନ୍ତାରେ ରହୁଛି।
ଆଉ ଏହା ଦେଖି ବାପା ପୁଅକୁ ଏହାର କାରଣ ପଚାରିବାରୁ ପୁଅଟି କହିଥିଲା ଯେ ଘରୁ ଯିବା ପରେ ତାର ସାବତ ମାଆ ତାସହିତ ଯୌନ ସମ୍ପର୍କ ରଖିବା ପାଇଁ ତାକୁ ବାଧ୍ୟ କରୁଥିଲା ଏବଂ ଅନେକ ଥର ସେ ଏଭଳି ଲଜ୍ୟାଜନକ କାର୍ଯ୍ୟ ମଧ୍ୟ ତା ସହିତ ଘଟାଇଛନ୍ତି । ଯେଉଁ କାରଣରୁ ସେ ଏଭଳି ଗଭୀର ଭାବରେ ମାନସିକ ସ୍ତରରେ ଆଘାତ ପାଇଛନ୍ତି । ବାପା ସବୁକଥା ଜାଣିବା ପରେ ପତ୍ନୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ଏବଂ ମାମଲା ରୁଜୁ ହୋଇଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।