Odisha News Portal

ସ୍କୁଲ ମିଶ୍ରଣକୁ ନେଇ କରି ସରକାର ନେଲେ ବଡ ନିଷ୍ପତି ! ଖୋଲିବ ସ୍କୁଲ ତାରିଖ ହେଲା ଘୋଷଣା , ଜାଣିରଖନ୍ତୁ ……

ବର୍ତ୍ତମାନର ସବୁଠୁ ବଡ ଖବର ହେଉଛି ସ୍କୁଲ ମିଶ୍ରଣକୁ ନେଇ କରି , ଯେଉଁଥିରେ କି ରାଜ୍ୟ ସରକାରଙ୍କ ବହୁତ ବଡ ନିଷ୍ପତ୍ତି ଏବେ ବଦଳିଲା । ସିଡିଲ ଏରିଆରେ ସ୍କୁଲ ନିଷ୍ପତ୍ତି ବଦଳାଇଲେ ସରକାର । ତେବେ 20 ନୁହେଁ ଏବଂ 15 ରୁ କମ ପିଲା ଥିବା ମିଶ୍ରଣ ନିୟମର ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସିଡୁଲ ଏରିଆରେ ଏବେ ପାଖାପାଖି 3 ଟି ସ୍କୁଲ ଥାଇପାରେ । ରାଜ୍ୟରେ 7772 ସ୍କୁଲକୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିମଧ୍ୟରୁ 724 ଟି ସ୍କୁଲ ସିଡଲ ଏବଂ ନନ ସିଡଲ ଏରିଆରେ ରହିଛି । ତେବେ ବିଦ୍ୟାଲୟ ସଂଖ୍ୟା 66594 ।

ତେବେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ କିପରି ଶ୍ରେଣୀ ଗୃହ ଯୋଗାଇ ଦିଆ ଯାଇପାରିବ ଏହା ସହ କିପରି ଶ୍ରେଣୀ ଶିକ୍ଷକ ଦିଆଯିବ ତାହା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ ଏକତ୍ରିକରଣ କଲେ ଗୋଟିଏ ସ୍ଥାନରେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ପ୍ରଦାନ କରାଯାଇପାରିବ । ତେବେ ଯେଉଁ ସ୍କୁଲର ସମସ୍ୟା ରହିଛି ତେବେ ତାହାର ନିବାରଣ କରାଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି ।


ବିଧାନସଭାରେ ଓଡିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି କି ରାଜସ୍ଥାନ ଏବଂ ଝାଡଖଣ୍ଡ ପରି ଓଡିଶାରେ ପଦକ୍ଷେପ ନିଆଯାଇଛି । ଗୋଟିଏ ଜାଗାରେ ମାଧ୍ୟମିକ ଏବଂ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟ । ତେବେ ଏବେ ରାଜ୍ରେ 14342 ସ୍କୁଲରେ 40 ରୁ କମ ଛାତ୍ରଛାତ୍ରୀ ରହିଛନ୍ତି । ସେଥିରୁ 7772 ଟି ସ୍କୁଲରେ ମିଶ୍ରଣ ପାଇଁ ପ୍ରକ୍ରିୟା କରାଯାଉଛି ।

ତେବେ ଅନୁସୂଚିତ ଅଞ୍ଚଳରେ 25 ଏବଂ ଅଣ ଅନୁସୂଚିତ ଅଞ୍ଚଳରେ 40 ପିଲା ରହିବା ଆବଶ୍ୟକ । ପିଲା ସଂଖ୍ୟା ଏଥିରୁ କମ ହେଲେ ସ୍କୁଲ ବନ୍ଦ କରାଯାଇପାରିବ । ଛୋଟ ଛୋଟ ସ୍କୁଲର ଏକତ୍ରିକରଣ ହେଲେ ଶିକ୍ଷାର ମାନ ବଢିବ ରାଜ୍ୟର 7772 ସ୍କୁଲ ବନ୍ଦ ପାଇଁ ସରକାର ଯୋଜନା କରିଛନ୍ତି । ଏହି ସ୍କୁଲରେ ପିଲା ମାନଙ୍କର ଯାତାୟତ ପାଇଁ 300 କୋଟି ଟଙ୍କା ଅପରାୟଣ ହୋଇଛି ।

ଛୋଟ ଛୋଟ ସ୍କୁଲକୁ ଏକତ୍ରିକରଣ କରି ବୃହତ ସ୍କୁଲ କଲେ ସଠିକ ବାତାବରଣ ଏବଂ ବୃହତ ଶିକ୍ଷା ବୃଧି ପାଇବ ବୋଲି ସମୀର ର଼଼ଞ୍ଜନ କହିଛନ୍ତି । ତେବେ ରାଜସ୍ଥାନ ଏବଂ ଝାଡଖଣ୍ଡ ପରି ଓଡିଶାରେ ପଦକ୍ଷେପ ନିଆଯାଉଛି । ତେବେ ଗୋଟିଏ ଜାଗାରେ ଉଭୟ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା କିପରି ପ୍ରଦାନ କରାଯିବ ସେ ନେଇ ଏବେ ତାହାର ଯୋଜନା ଚାଲିଅଛି ବୋଲି କହିଛନ୍ତି । ତେବେ ଆଗକୁ ଏନେଇ ନିଶ୍ପତ୍ତି ଗ୍ରହଣ କରାୟାଇଚି ଏବଂ ଏହା କିପରି ବହୁତ ଶୀଘ୍ର କାର୍ଯ୍ୟକାରୀ ହେବ ତାହାର ବ୍ୟବସ୍ଥା ମଧ୍ୟ ଚାଲିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।