ସରକାର ଙ୍କ ବଡ ଘୋଷଣା – ରାସନକାର୍ଡ ଧାରୀଙ୍କୁ ମିଳିବ ୨୫୦୦ ଟଙ୍କା, ୨.୫ କୋଟି ଲୋକଙ୍କୁ ମିଳିବ ଫାଇଦା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ରାସନ କାର୍ଡ ଧାରୀ ଙ୍କ ପାଇଁ ବଡ ଘୋଷଣା । ଅଢେଇ ହଜାର ଟଙ୍କା ସହ ମିଳିବ ରାସନ ସାମଗ୍ରୀ । ତେବେ ଯଦି ଆପଣ ମାନଙ୍କ ପାଖରେ ରାସନ କାର୍ଡ ରହିଛି ତେବେ ରାଜ୍ୟ ସରକାର ଙ୍କ ତରଫରୁ ଆପଣ ଙ୍କୁ ନଗଦ ଅଢେୋଇ ହଜାର ଟଙ୍କା ମିଳିବ । ତେବେ କେବଳ କ୍ୟାସ୍ ନୁହେଁ ବରଂ ଟଙ୍କା ସାଙ୍ଗ କୁ ହିତାଧୀ କାରୀ ଙ୍କୁ ଚାଉଳ ସମେତ ଅନ୍ୟାନ୍ୟ ରାସନ୍ ସାମଗ୍ରୀ ମଧ୍ୟ ସରକାର ଙ୍କ ପକ୍ଷ ରୁ ଦିଆ ଯିବ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଖବର । ସେଥି ପାଇଁ ଆପଣ ମାନେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବ ରେ ଥରେ ପଢନ୍ତୁ । ଆସନ୍ତୁ ଜାଣି ନେବା ।

ତେବେ ତାମିଲ୍ ନାଡୁ ସରକାର ଙ୍କ ପୋଙ୍ଗଲ ପ୍ୟାକେଜ୍ । ପ୍ରତି ପରିବାର କୁ ଚାଉଳ ସହିତ ନଗତ ଟଙ୍କା ରାଶି । ତେବେ ଜାତୀୟ ଗଣ ମାଧ୍ୟମ ରେ ପ୍ରକାଶିତ ଖବର ଅନୁ ସାରେ ରାସନ୍ କାର୍ଡ ଧାରୀ ଙ୍କୁ ନଗଦ 2 ହଜାର 5 ଶହ ଟଙ୍କା ଦେବା କୁ ଘୋଷଣା କରିଛନ୍ତି ତାମିଲ ନାଡୁ ସରକାର ।

ତେବେ ତାମିଲନାଡୁ ର ମାନ୍ୟବର ମୁଖ୍ୟମନ୍ତ୍ରୀ ବାଲାମିସ୍ବାମୀ ଶିନିବାର ଚାଉଳ ନେବା ପାଇଁ ସମସ୍ତ କାର୍ଡ ଧାରକ ଙ୍କୁ ଟଙ୍କା ଦେବାକୁ ନିଷ୍ପତି ନେ୍ଇଛନ୍ତି । ତେବେ କେବଳ ବାଲାମିସ୍ବାମୀ ଙ୍କ ଏହି ପୋଙ୍ଗଲ୍ ପ୍ୟାକେଜ୍ ରେ ହିତାଧୀକାରୀ ଙ୍କୁ ଶସ୍ତା ରେ ଚିନି ସହ ଏକ କିଲୋ ଚାଉଳ , କିସମିସ୍, କାଜୁ , ଇଲାଇଚି ଏବଂ ଏକ କପଡା ବ୍ୟାଗ୍ ମଧ୍ୟ ମିଳିବ । ତେବେ ପୋଙ୍ଗଲ୍ ଉତ୍ସବ ଅବସର ରେ ଟଙ୍କା ବାଣ୍ଟିବା କୁ କହିବା ସହ ଏହି ପ୍ରତ୍ସାହିତ ରାଶି ଜାନୁଆରି ମାସ 4 ତାରିଖ ରୁ ଆରମ୍ଭ କରିବା ସପାଇଁ ନିର୍ଦ୍ଦେଶ ଦେଇ ଛନ୍ତି ତାମିଲ୍ ନାଡୁ ସରକାର ।


ତେବେ ଏଠାରେ ଆମେ ଆପଣ ଙ୍କ ଜାଣି୍ବା ପାଇଁ କହି ରଖୁଛୁ କି ଏ ଆଇ ଏଡି ଏଫ୍ ଟି ସରକାର ଙ୍କ ତରଫରୁ 2014 ରେ ତାମିଲ୍ ନାଡୁ ବାସୀ ଙ୍କ ପାଇଁ ଗୋଟିଏ କିଲୋ ଚାଉଳ ଏବଂ ଏକ କିଲୋ ଚିନି ସହ 100 ଟଙ୍କା ଦେବା ଆରମ୍ଭ ହୋଇ ଥିଲା । କିନ୍ତୁ ଯାହାକୁ 2018 ମସିହା ରେ 1 ହଜାର ଟଙ୍କା କୁ ବୃଦ୍ଧି କରା ଯାଇ ଥିବା ବେଳେ କିନ୍ତୁ ଏବେ ଏହାକୁ ବଢାଇ ଅଢେଇ ହଜାର( 2500) ଟଙ୍କା କରି ଦିଆ ଯାଇଛି । ତେବେ ଏହା ନିଶ୍ଚିତ ଭାବ ରେ ତାମିଲ ନାଡୁ ସରକାର ଙ୍କ ଲୋକ ମାନଙ୍କ ହିତ ପାଇଁ ଏକ ବହୁତ ବଡ ପଦକ୍ଷେପ କହିଲେ କିଛି ଭୂଲ ହେବ ନାହିଁ କି ଅତ୍ୟୁକ୍ତି ମଧ୍ୟ ହେବ ନାହିଁ । ଆଉ ଏହି ଯୋଜନା ପାଇଁ ଏବେ ସାରା ତାମିଲନାଡୁ ବାସିନ୍ଦା ବହୁତ ଆନନ୍ଦିତ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment