Odisha News Portal

ଭାଇ ଅଛନ୍ତି ରାଜ୍ୟରେ ମୁଖ୍ୟମନ୍ତ୍ରୀ କିନ୍ତୁ ଭଉଣୀ ବିକୁଛନ୍ତି ଚା’ ! ଆପଣ ଙ୍କୁ ଏ କଥା ଅଜବ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ ! ଏହି ମହିଳା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….

ଭାଇ ଅଛନ୍ତି ରାଜ୍ୟରେ ମୁଖ୍ୟମନ୍ତ୍ରୀ କିନ୍ତୁ ଭଉଣୀ ବିକୁଛନ୍ତି ଚା’ । ଏହା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁ ଥିବ କିନ୍ତୁ ସତ ଯେତେ ଦାରୁଣ ହେଲେ ମଧ୍ୟ ତାହା ସବୁବେଳେ ସତ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ପରିବାର ବିଷୟରେ ଏମିତି କିଛି କଥା ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଯୋଗୀ ଆଦିତ୍ୟ ନାଥ ମୁଖ୍ୟମନ୍ତ୍ରୀ ହୋଇ ଥିବା ସତ୍ବେ ତାଙ୍କ ପରିବାର ଲୋକେ କିପରି ଜୀବନ ଜିବୀକା ନିର୍ବାହ କରୁଛନ୍ତି । ତେବେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଜାଣିବା ପାଇଂ ଯେ ମୁଖ୍ୟମନ୍ତ୍ରୀ ହୋଇ ଥିବା ସତ୍ବେ ଯୋଗୀ ଆଦିତ୍ୟନାଥ ଙ୍କ ପରିବାର ଲୋକେ କିପରି ଜୀବନ ଜିବୀକା ନିର୍ବାକ କରିଥାନ୍ତି ।


ତେବେ ବର୍ତ୍ତମାନ ସମୟ ଏମିତି କି କାହାର ସଂପର୍କୀୟ ଯଦି ବିଧାୟକ ହୋଇଥାନ୍ତି ତ କୌଣସି କାମରେ ଏହାର ଫାଇଦା ଉଠାଇବା ପାଇଁ ଲୋକେ ଛାଡି ନଥାନ୍ତି । ଆଉ ଯଦି ପରିବାରର ମାଁ ବାପା କିମ୍ବା ଭାଇ ଭଉଣୀ ଯଦି କେହି ମୁଖ୍ୟମନ୍ତ୍ରୀ ହୋଇ ଥାଏ ତ ଏପରି ସ୍ଥିତି ରେ ପୂରା ପରିବାର ମୁଖ୍ୟମନ୍ତ୍ରୀ ହୋଇ ଯାଇ ଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହୋଇ ଯିବେ ୟେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହୋଇ ଥିବା ସତ୍ବେ ତାଙ୍କ ଭଉଣୀ ଏକ ଛୋଟ ଦୋକାନରେ ଚା ବିକି ନିଜର ପେଟ ପୋଷିଥାନ୍ତି ।


ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୂଳ ରୂପରେ ଉତ୍ତରାଖଣ୍ଡରେ ରୁହନ୍ତି । ଆଉ ନିଜର ସାତଟି ଭାଇ ଭଉଣୀ ମଧ୍ୟରେ ସେ ପାଞ୍ଚ ନମ୍ବରରେ ଅଛନ୍ତି । ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ପୂରା ଉତ୍ତରପ୍ରଦେଶକୁ ସମ୍ଭାଳୁଛନ୍ତି । କିନ୍ତୁ ତାଙ୍କ ଭଉଣୀ ସାଇ ପାଏଲ୍ ଆଜି ବି ଉତ୍ତରାକଣ୍ଡ କୋଠାର ଗାଁରେ କିମ୍ବା ପାର୍ବତୀ ମନ୍ଦିର ପାଖରେ ନିଜର ସ୍ବାମୀ ପୂରଣସିଂ ଙ୍କ ସହିତ ରହୁଛନ୍ତି । ମନ୍ଦିର ପାଖରେ ତାଙ୍କର ଏକ ପୂଜା ସାମଗ୍ରୀ ଦୋକାନ ଅଛି , ଆଉ ତା ସହିତ ଏକ ଚାଆ ଦୋକାନ ମଧ୍ୟ ଚଲାନ୍ତି ।


ତେବେ ଶଶୀ କୁହନ୍ତି ଯେ ସେ ତାଙ୍କ ଭାଇ ଆଦିତ୍ୟନାଥଙ୍କ ସହିତ ଶେଷଥର 11 ଫେବୃଆରି 2017 ମସିହାରେ ଦେଖା କରିଥିଲେ । ଶଶୀଙ୍କର ତିନୋଟି ପିଲା ଅଛନ୍ତି , ଗୋଟିଏ ପୁଅ ଏବଂ ଦୁଇଟି ଜିଅ । ସେ କେବେ ବି ଭାବିନଥିଲେ ଯେ ଗୋଟିଏ ଦିନ ତାଙ୍କ ଭାଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଯିବେ । ଯୋଗୀ ହେବା ପରେ ଦୁନିଆର ସବୁ ମଣିଷ ତାଙ୍କ ପାଇଁ ପରିବାର ସଦୃଶ ହୋଇଯାଇଥାନ୍ତି । ଠିକ୍ ଏହିପରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ଯାହାଙ୍କ ପାଇଁ ବର୍ତ୍ତମାନ ପୂରା ଉତ୍ତରପ୍ରେଦେଶ ତାଙ୍କ ପରିବାର ହୋଇଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।