Odisha News Portal

ଦେଖନ୍ତୁ ଭିଡ଼ିଓ । ରିଲେସନ ରଖିଲେ ମିଳିବ ବିଜୁ ପକ୍କା ଘର ,ଵିଜୁ ପକ୍କାଘର ପାଇଁ ସେ-କ୍ସ କରିବାକୁ ପଡିବ, ପ୍ରତିଦିନ ରାତିରେ……

ଗାଁ ଗହଳିର ବିକାଶ ଏବଂ କରୋନା ସ୍ଥିତିର ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ବର୍ତ୍ତମାନ ଏମିତି ଜଣେ ସରପଞ୍ଚଙ୍କ ବିରୋଧରେ ଆସିଛି ସଂଙ୍ଗୀନ ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବା ପାଇଂ ଜଣେ ମହିଳାଙ୍କୁ କମ୍ପରମାଇଜ୍ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ଆସିଛି । ସରପଞ୍ଚ କହିଛନ୍ତି ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହେଲେ ପୋଲିସ ତାଙ୍କୁ ଗିରଫ କରିଛି । ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାରେ ।

କଳାହାଣ୍ଡି ମଦନପୁର ରାମପୁର ସାଲେପାଲି ପଞ୍ଚାୟତର ବାସିନ୍ଦା ହେଉଛନ୍ତି ମହିଳା ଜଣକ । ମହିଳା ଜଣକର ଅଭିଯୋଗ ଯେତିକି ସଙ୍ଗୀନ ଯାହା ବିରୋଧରେ ଅଭିଯୋଗ ଆଣିଛନ୍ତି ତାହା ଆହୁରି ଭୟଙ୍କର ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଉଂ ଆବେଦନ କରିଥିବା ଯୁବତୀଙ୍କୁ ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଶାରିରୀକ ସଂପର୍କ ପାଇଂ ବାଧ୍ୟ କରିଛନ୍ତି । ଜନପ୍ରତିନିଧି ଭାବେ ଜନସେବା ଯାହାର ଦାୟିତ୍ବ ତାଙ୍କର କାରନାମାର ଫର୍ଦ୍ଧାଫାଶ ହୋଇଛି ।


ଏହାସହିତ ସରପଞ୍ଚ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ମଧ୍ୟ ଅଭିଯୋେଗ ହୋଇଛି । ଆଉ ଏସଂପର୍କରେ କାହାକୁ କହିଲେ ତାଙ୍କ ପରିବାରକୁ ମାରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି .। ତେବେ ପିଡିତା ଯୁବତୀଙ୍କ ବାପା-ମାଁ , ଦାଦନା ଖଟିବାକୁ ଗୁଜୁରାଟ ଯାଇଛନ୍ତି ଏବଂ ଘରେ କେବଳ 4 ଭାଇ ଭଉଣୀ ରହିଛନ୍ତି । ଘର ଭାଙ୍ଗିଯିବା ପରେ ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଥିଲେ , ହେଲେ ସରପଞ୍ଚ ସମସ୍ୟାରେ ପଡିଥିବା ମହିଳାଙ୍କ ଅସୁବିଧାର ଫାଇଦା ନେବାକୁ ଜାଲ ବିଛାଇଥିଲେ । ଫୋନ କରି ହଇରାଣ କରୁଥିଲେ , ବାଟରେ ଦେଖିଲେ ଅଶ୍ଳୀଳ ଇଙ୍ଗିତ କରୁଥିଲେ ।


ମଦନପୁର ରାମପୁର ଥାନାରେ ଏନେଇ ଯୁବତୀ ଅଭିଯୋଗ କରିବା ପରେ ସଂଙ୍ଗୀନ ଦଫାରେ ମାମଲା ଜାରି ହୋଇଛି । ଏପଟେ ସରପଞ୍ଚ କହିଛନ୍ତି ରାଜନୈତିକ ଆକୃଷ ରଖି ତାଙ୍କୁ ଟାର୍ଗେଟ କରାଯାଇଛି । କିନ୍ତୁ କ୍ୟାମେରା ଆଗରେ ସେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ଏବଂ ଥାନା ଭିତରେ ସରପଞ୍ଚ ଓ ତାଙ୍କ ସମର୍ଥକ ହାଇଡ୍ରାମା ମଧ୍ୟ କରିଥିଲେ , ପିଡିତାଙ୍କୁ ଧମକ ଦେବାକୁ ମଧ୍ୟ ପଛାଇ ନଥିଲେ ।

 


ପିଡିତା ଯୁବତୀଙ୍କ ବୟାନ ରେକେର୍ଡ କରାଯାଇଛି । ଅଭିଯୋଗର ପ୍ରାଥମିକ ତଦନ୍ତ କରି ଅଭିଯୁକ୍ତ ସରପଞ୍ଚ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଜଣେ ସରପଞ୍ଚଙ୍କ ଏଭଳି କାରନାମା ପରେ ବିଭିନ୍ନ ଦଳର ନେତାମାନେ ପ୍ରତିକ୍ରିୟା ରଖିଛନ୍ତି ।

କରୋନା ସ୍ଥିତିରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ଯୋଜନାର ସିଧା କାର୍ଯ୍ୟ କାରିତା ଏମାନଙ୍କ ମୁଣ୍ଡ ଉପରେ ରହୁଛି । ହେଲେ ସରପଞ୍ଚ ବାବୁ ଯୋଜନା ବଦଳରେ ହିତାଧିକାରୀଙ୍କୁ କମ୍ପରମାଇଜ୍ କରିବାକୁ ବାଧ୍ୟ କରୁଛନ୍ତି । ଆଗରୁ ମଧ୍ୟ ବଲାଙ୍ଗୀର ଜିଲ୍ଲା ଭାଗଲପୁରରେ ଦେଖିବାକୁ ମିଳିଛି ଏମିତି ଏକ କାରନାମା । ଆଦିବାସୀଙ୍କ ଘରକୁ ବୋଲଡୋଜର ଲଗାଇ ଭାଙ୍ଗି ଦେଇଥିଲେ ସରପଞ୍ଚ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।