ଶାରୀରିକ ସମ୍ପର୍କ ରଖିବା ପରେ ମହିଳା ମାନଙ୍କର ଶରୀର ରେ ଆସିଥାଏ ଏହି ସବୁ ବଡ ପରିବର୍ତ୍ତନ ..

ଆଜି ଆମେ ଜାଣିବା କି ଶାରିରୀକ ସଂପର୍କ ରଖିବା ପରେ ମହିଳା ମାନଙ୍କର ଶରୀରରେ ଆସି ଥାଏ କେଉଁ ସବୁ ପରିବର୍ତ୍ତନ । ତେବେ ଆସନ୍ତୁ ଜାଣିବା ଏହି ସବୁ ବିଷୟରେ ।ଆପଣ ମା୍ନେ ସର୍ବଦା ଦେଖି ଥିବେ କି ଯେ ପର୍ଯ୍ୟନ୍ତ ଝିଅ ବିବାହ ହୋଇ ନ ଥାଏ ବହୁତ କମ୍ ପରିବର୍ତ୍ତନ ତାଙ୍କ ଶରୀରରେ ଆସି ଥାଏ । କିନ୍ତୁ ବିବାହ ପରେ ଝିଅ ମାନଙ୍କ ଶରୀରରେ ପ୍ରଚୁର ମାତ୍ରାରେ ପରିବର୍ତ୍ତନ ଆସି ଥାଏ । କିଛି ଲୋକ ମାନଙ୍କର ମାନ୍ୟତା ରହିଛି କି ଶାରିରୀକ ସଂମ୍ବନ୍ଧ କାରଣରୁ ଏପରି ଶାରିରୀକ ପରିବର୍ତ୍ତନ ଆସି ଥାଏ ।

ଏପରି ମାନ୍ୟତା ରହିଛି ଶାରିରୀକ ସଂମ୍ବନ୍ଧ ରଖିବା କାରଣରୁ ମହିଳା ମାନଙ୍କର ହିପ୍ ଓ ବ୍ରେଷ୍ଟର ଓଜନ ବୃଦ୍ଧି ପାଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଶାରିରୀକ ସମ୍ବନ୍ଧ ରଖିବା ପରେ ମହିଳା ମାନଙ୍କର ହରମୋନ ରେ ଅନେକ ପରିବର୍ତ୍ତନ । ଯାହାର ଫଳରେ ମହିଳା ମାନଙ୍କର ଶରୀରରେ ଓଜନ ବୃଦ୍ଧି ପାଇ ଥାଏ ।

ଏହାଛଡା ଶାରିରୀକ ସଂପର୍କ ରଖିବା ଦ୍ବାରା ଶରିରୀର ଇମ୍ୟୁନିଟି ପାୱାର ମଜବୁତ ରହି ଥାଏ । ଯାହା ଦ୍ବାରା କି ଭୋକ ମଧ୍ୟ ବଢି ଥାଏ । କିଛି ଲୋକ ଏହା ମଧ୍ୟ ଅନୁମାନ କରିଥାନ୍ତି କି ମହିଳା ମାନେ ବିବାହ ପରେ ଭଲ ଜୀବନ ସାଥୀ ପାଇବା କାରଣରୁ ହିଁ ସେମାନେ ନିଜ ଶରୀରର ଠିକ୍ ଭାବରେ ଯତ୍ନ ନେଇ ପାରିଥାନ୍ତି ।

ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ପାରିଥିବେ ଯେ ଶାରିରୀକ ସଂପର୍କ ରଖିବା ପରେ ଝିଅ ମାନଙ୍କ ଶରୀରରେ କଣ ସବୁ ପରିବର୍ତ୍ତନ ଆସିଥାଏ । ତେବେ ଏହି ସବୁ ହରମୋନ ପାଇଂ ମହିଳା ମାନଙ୍କର ଓଜନ ବିବାହ ପରେ ବୃଦ୍ଧି ହୋଇଥାଏ ।ସେଗୁଡିକ ହେଲା-

1. ଇନସୁଲିନ୍ 

ଶରୀରରେ ଗ୍ଲୋକଜ ବହନ କରିବା ପାଇଁ ଏହା କାର୍ଯ୍ୟ କରିଥାଏ । ଏହି କାରଣରୁ ଆପଣ ଶକ୍ତିଶାଳୀ ଅନୁଭବ କରନ୍ତି । କିନ୍ତୁ ଶରୀରରେ ଏହା ବୃଦ୍ଧି ହେବା ଆରମ୍ଭ କରିଲେ ଓଜନ ଦୃତ ଗତିରେ ବଢିଥାଏ ।ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ମିଠା ଜିନିଷ ଖାଇବା ବନ୍ଦ କରନ୍ତୁ ।

2. ଟେଷ୍ଟଟିରନ –

ପୁରୁଷଙ୍କ ତୁଳନାରେ ମହିଳାଙ୍କର ଏହା କମ୍ ଥାଏ । ଏହା ଚର୍ବି ହ୍ରାସ କରିବା ପାଇଁ କାମ କରେ ।

3. କର୍ଟିସୋଲ୍-

ଯେତେବେଳେ ଆପଣ ବହୁତ ମାନସିକ ଚାପ ନିଅନ୍ତି ତାହାଦ୍ବାରା ଶରୀରକୁ ବହୁତ କ୍ଷତିଗ୍ରସ୍ଥ ହୋଇଥାଏ । ଏହାମଧ୍ୟ ଓଜନ ବଢାଇଥାଏ । ଯେତେବେଳେ ଆମେ ମାନସିକ ଚାପରେ ଥାଉ ଏହା ଶରୀରରେ ଗୁପ୍ତ ରହିଥାଏ । ଯେତେବେଳେ ଏହାର ସ୍ତର ବଢେ ଆମେ ବାରମ୍ବାର ଭୋକିଲା ହୋଇଥାଉ ଏବଂ ଆମର ଓଜନ ବଦ୍ଧି ହୋଇଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୋଗ , ଧ୍ୟାନ କରିବା ଉଚିତ ।

4. ଇଷ୍ଟ୍ରୋଜେନ-
ମହିଳା ମାନଙ୍କ ଠାରେ ଏହା ଅଧିକ ଥାଏ କିନ୍ତୁ ଏହାର ସ୍ତର ଅଧିକ ହେବା ଉଚିତ ନୁହେଁ । ଏହା ବୃଦ୍ଧି ହେଲେ ମେଦବହୁଳତା ବଢେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment