Odisha News Portal

୧୩୦୦ ଟଙ୍କାରେ କିଣିଥିଲେ ସୋଫା, ସୋଫାରେ ବସିବା ପରେ କିଛି ଜିନିଷ ଫୁଟିଗଲା ଭଳି ଲାଗିଲା, ଖୋଲିକି ଦେଖିବା ପରେ ଯାହା ବାହାରିଲା , ରାତାରାତି ହୋଇଗଲେ କୋଟିପତି….ଜାଣନ୍ତୁ କଣ ଥିଲା

0 69

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଏବେକା ଦୁନିଆରେ ସମସ୍ତ ଲୋକ ସ୍ୱାର୍ଥୀ ଅଟନ୍ତି । ଏହା ସହିତ ସମସ୍ତେ କିପରି କେଉଁଠି ବିନା କଷ୍ଟରେ ଧନ୍ରାପ୍ତ କରିବେ ସେ କଥା ଚିନ୍ତା କରିଥାନ୍ତି । ମାତ୍ର କେତେକ ବ୍ୟକ୍ତି ମାନେ ରହିଛନ୍ତି କି ସେମାନେ କଷ୍ଟ କରି କଠିନ ପରିଶ୍ରମ କରନ୍ତି ଏବଂ ଧନ ଉପାର୍ଜନ କରନ୍ତି ଏହା ସହିତ ଅନ୍ୟ ବ୍ୟକ୍ତିର ଧନ ପ୍ରତି କେବେବି ଖରାପ ଦୃଷ୍ଟି ପକାନ୍ତି ନାହିଁ । ମାତ୍ର କେତେକ ବ୍ୟକ୍ତି ରହିଛନ୍ତି ଯଦି ସେମାନେ କେବେ ଅନ୍ୟର କାହାର ଟଙ୍କା ପଇସା କେବେ ପାଇଥାନ୍ତି ତାହାକୁ ନିଜର କହି ରଖିଦିଅନ୍ତି ଏବଂ ସେ ବ୍ୟକ୍ତିକୁ ଦେଇନଥାନ୍ତି ।

ମାତ୍ର ଏହା କରିବା ସଂପୂର୍ଣ୍ଣ ରୂପରେ ଭୁଲ । ଏହା ଜଣେ ମନୁଷ୍ୟର ମାନବିକାତ ନୁହେଁ , ମନୁଷ୍ୟ ମଧ୍ୟରେ ଗୋଟିଏ ମାନବିକତା ଗୁଣ ରହିଛି ତେଣୁ ତାହାକୁ ଆମେ ମାନେ ବଞ୍ଚାଇ ରଖିବା ନିତାନ୍ତ ଆବଶ୍ୟକ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ କଥା ବିଷୟରେ କହିବୁ , ଯାହାକୁ ଶୁଣିଲେ ଆପଣ ମାନେ ବାବିବେ କି ଏବେ ମଧ୍ୟ ସମାଜରେ ମାନବିକତା ବୋଲି କିଛି ରହିଛି , ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।


ଆମେରିକାର ପାଲ୍ଟଜରେ ସ୍ଟେଟ ୟୂନିବର୍ସିଟୀରେ ପଢୁଥିବା ରୀସେ ବେରଖୋବେ, କଲୀ ଗାସ୍ଟୀ ଏବଂ ଲାରା ରୁସ୍ସୋ ଏକ ରୁମ ଭଡା ନେଇଥିଲେ ମିଲିକରି । ତେବେ ସେମାନେ ସେମାନଙ୍କର ରୁମକୁ ସଜେଇବା ପାଇଁ ଘରକଣା ଜିନିଷ କିଣିବା ପାଇଁ ଲାଗିଲେ ତେବେ ସେମାନେ ନୂତନ ଜିନିଷ ନକିଣି କିଛି ପୁରୁଣା ଘରକରଣା କିଣିଲେ । ତେବେ ଏଥିରେ ସେମାନେ ଏକ ପୁରୁଣା ସୋଫା ସେଟ କିଣିଥିଲେ ।

ମାତ୍ର ଜାଣିନତିଲେ ଯେ ସେହି ସୋଫା ସେଟରେ କଣ ରହିଛି ବୋଲି । ଯେତେବେଳେ ସେମାନେ ସେହି ସୋଫା ସେଟରେ ବସିଥିଲେ ସେମାନଙ୍କୁ କଣ ଅଜବ ପ୍ରକାରର ଲାଗିଲା ଏହା ପରେ ସେମାନେ ସେହି ସୋଫା ସେଟକୁ ବାହାର କଲେ ଏବଂ ତା ତଳେ ଥିବା ଗଦିକୁ ଖୋଲିଲେ ତ ଦେଖିଲେ ତା ଭିତରେ 70 ହଜାର ଟଙ୍କା ଥିଲା ।

ଏହା ପରେ ସେମାନେ ଅନ୍ୟ ତିନି ଗଦିକୁ ବାହାର କଲେ ଏବଂ ଦେଖିଲେ ତ ସେଥିରୁ ମଧ୍ୟ ଟଙ୍କା ଥିଲା । ତେବେ ମୋଟ ଟଙ୍କା 40 ଲକ୍ଷ ମିଳିଲା । ତେବେ ସେହି ସୋଫା ସେଟରେ ଏର ଲଫାଫା ରହିଥିଲା । ୟେଉଁଥିରେ ସେ ଟଙ୍କା ଯେଉଁ ବ୍ୟକ୍ତିର ତାର ଘରର ଠିକଣା ଥଲା । ତେବେ ଏହି ବ୍ୟକ୍ତି ମାନେ ସେହି ଠିକମାକୁ ଖୋଜି ସେହି ଘରେ ପହଞ୍ଚିଲେ ।

ସେମାନେ ଯାଇ ଦେଖିଲେ କି ସେଠି ଜଣେ ମାତ୍ର ବୁଦ୍ଧ ମହିଳା ରହୁଛନ୍ତି । ଯେତେବେଳେ ସେମାନେ ସେହି ବୁଦ୍ଧ ମହିଳାଙ୍କୁ ଟଙ୍କା କଥା ପଚାରିଲେ ତେବେ ସେ ତାଙ୍କୁ କହିଲେ କି ଏହି ଟଙ୍କା ତାଙ୍କ ସ୍ଵାମୀଙ୍କର ଅଟେ । ସେହି ମହିଳାଟି କୌଣସି କାରଣ ପାଇଁ ସେହି ଟଙ୍କାକୁ ବ୍ୟାଙ୍କରେ ଜମା ନକରି ସୋଫା ସେଟର ଗଦିରେ ଭର୍ତ୍ତି କରାଇଦେଇଥିଲେ । ତେବେ ତାଙ୍କର ପିଲା ମାନେ ଏହି ସୋଫା ସେଟ ବିକ୍ରି କରିଦେଇଥିଲେ ମାତ୍ର ସେ ବୃଦ୍ଧ ଜଣକ ତାହା ଜାଣିନଥିଲେ । ମହିଳାଙ୍କର କଥା ଶୁଣି ଏହି ତିନି ଜଣ ଛାତ୍ର ତାଙ୍କ ସବୁ ଟଙ୍କାକୁ ଫେରାଇ ଦେଲେ ଏବଂ ଏହି ମହିଳା ଜଣକ ସେହି ଛାତ୍ରମାନଙ୍କୁ 1 ହଜାର ଡଲାର ଟଙ୍କା ଉପହାର ସରୂପ ଦେଲେ !

post inspire from–hindi.bouncefeed.com

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।