Odisha News Portal

ପୁଣି ଚର୍ଚ୍ଚାକୁ ଆସିଲେ ଅଭିନେତା ସୋନୁସୁଦ୍ ! ସମସ୍ତ ପିଲାଙ୍କୁ ଦେବେ 5ଲକ୍ଷ ଟଙ୍କାର ଛାତ୍ରବୃର୍ତ୍ତି ,ସୋନୁ ଙ୍କ ପାଇଁ ଗୋଟିଏ ସେୟାର କରି ତାଙ୍କୁ ଆର୍ଶିବାଦ ଦିଅନ୍ତୁ…..

ପିଲାଦିନେ ଆମେ ମାନେ ଅନେକ ସ୍ୱପ୍ନ ଦେଖିଥାଉ କିଏ ବୈଜ୍ଞାନିକ ହେବାକୁ ତ କିଏ ଜାକ୍ତର ଇଞ୍ଜିନିୟର ହେବାକୁ ଚେଷ୍ଟା କରିଥାଏ । ମାତ୍ର କେତେକ ପିଲା ମାନଙ୍କର ଟଙ୍କା ଅଭାବରୁ ସେମାନଙ୍କର ସ୍ୱପ୍ନ ପୂରଣ ହୋଇ ପାରେନାହିଁ , କାରଣ ଡାକ୍ତର , ଇଜ୍ଞିନିୟର ହେବା ପାଇଁ ବହୁତ ଟହ୍କା ଦରକାର ହୋଇଥାଏ ଯାହାକି ସାଧାରଣ ଲୋକ ମାନଙ୍କ ପାଖରେ ଏତେ ଟଙ୍କା ଯୋଗାଡ କରି ନିଜର ପିଲା ମାନଙ୍କୁ ପାଠ ପଢେଇବା ବହୁତ କଷ୍ଟକର ହୋଇଥାଏ ।

କେତେକ ସମୟରେ ତ ବାପା ମା ନିଜର ପିଲା ମାନଙ୍କୁ ବଡ କରିବା ପାଇଁ ନିଜେ ମଧ୍ୟ ବହୁତ କଷ୍ଟ କାମ କରିଥାନ୍ତି ଯାହା ଦ୍ୱାରା କି ସେମାନଙ୍କର ପିଲା ଗୋଟେ ବହୁତ ବଡ ଚୀକିରୀ କରିପାରିବ । ମାତ୍ର ଏବେ କେହି ହେଲେ ମଧ୍ୟ ଟଙ୍କା ଅଭାବରୁ ପାଠ ପଢାରୁ ବଞ୍ଚିତ ହେବେ ନାହିଁ ।

ଗରିବ ପିଲାଙ୍କୁ ସାହା ହେବେ ଶ୍ରମିକଙ୍କର ଭଗବାନ ସୋନୁ ସୋଦ । ପୂର୍ବରୁ ଅନେକ ଛାତ୍ରଛାତ୍ରୀ ମାନଙ୍କର ଭାବିଷ୍ୟତ ଗଢିଥିବା ସୋନୁ ଏବେ ଛାତ୍ର ମାନଙ୍କୁ ବଡ ସାହାର୍ଯ୍ୟ କରିବାକୁ ଘୋଷଣା କରିଛନ୍ତି । ଡାକ୍ତରୀ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀ ମାନେ ଏହାର ସୁବିଧା ଉଠାଇ ପାରିବେ ।

ପ୍ରତ୍ୟେକ ଛାତ୍ରଚାତ୍ରୀ ମାନଙ୍କୁ 5 ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ । ଯାହାକି ସେମାନଙ୍କୁ ବିଶ୍ୱରେ ଥିବା ବଡ ବଡ କଲେଜ ଏବଂ ବିଶ୍ୱ ବିଦ୍ୟାଳୟରେ ପଢିବା ପାଇଁ ସାହାର୍ଯ୍ୟ କରିବ । ଏବେ ସୋନୁ ସୋଦ ନିଜର ଟ୍ୱିଟର ଆକାଉଣ୍ଟ ଜରିଆରେ ବହୁତ ବଡ ଘୋେଷଣା କରିଛନ୍ତି ।
ଟ୍ୱିଟ କରି ସୋନୁ ଲେଖିଛନ୍ତି କି ମୁଁ ଚାହେଁ ଯେଉଁ ଚାତ୍ରଛାତ୍ରୀ ମାନେ ଡାକ୍ତର ହେବା ପାଇଁ ଇଚ୍ଛା ରଖିଛନ୍ତି ସେମାନେ ଡାକ୍ତର ହୁଅନ୍ତୁ । ମୁଁ ଏଠାରେ sonuism.org ୱେବ ସାଇଟର ଶୁଭାରମ୍ଭ କରୁଛି । ଆଇଏସଏମ ଏବଂ ଏଜୁକେଟ ସହିତ ମିଶି ମୁଁ ମୋର ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହା ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ସ୍ୱପ୍ନ ପୂରଣ କରିବାରେ ସାହାର୍ଯ୍ୟ କରିବ । ଆସନ୍ତୁ ଏକ ସୁସ୍ଥ ରାଷ୍ଟ୍ର ଗଢିବା ବୋଲି କହିଛନ୍ତି ସୋନୁ ସୋଦ ।

ଲକଡାଉନ ସମୟରେ ଶ୍ରମିକ ମାନଙ୍କର ଭଗବାନ ସାଜିଥିବା ସୋନୁ ସୋଦଙ୍କୁ ଯିଏ ବି ଏବେ ସହାୟତାର ସାହାର୍ଯ୍ୟ ମାଗୁଛି ତେବେ ସୋନୁ ସୋଦ ସେମାନଙ୍କର ସାହାର୍ଯ୍ୟ କରିବା ପାଇଁ ଦେବଦୂତ ସାଜି ଆସୁଛନ୍ତି ସୋନୁ ସୋଦ । ଅନେକ ଅସହାୟ ମାନଙ୍କ ପାଇଁ ଅସହାୟ ସାଜିଥିବା ସୋନୁ ଦୁଋଖୀ ଦରିଦ୍ରଙ୍କର ଦେବଦୂତ ମଧ୍ୟ ପାଲଟି ଯାଇଛନ୍ତି । ତେବେ ଏପରି ଏକ ନିଋସ୍ୱାର୍ଥପର ଲୋକଙ୍କୁ ଆମର ଶହେ ସଲାମ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।