Odisha News Portal

ଆଗାମୀ ସାତ ଦିନ ମଧ୍ୟରେ ଏହି ତିନୋଟି ରାଶିରେ ଭାଗ୍ୟ ବଦଳିଯିବ ! ଶନିଦେବ ଙ୍କ କୃପାରୁ ହେବାକୁ ଯାଉଛନ୍ତି କୋଟିପତି…..

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କେଉଁ ନାଁ କେଉଁ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ । ତେବେ ଆଜି ଆମେ ଶନିବାର ବିଷୟରେ ଜାଣିବା । ଶନିବାର ଦିନ ଭଗବାନ ଶନିଦେବଙ୍କୁ ପୂଜା କରାଯାଏ । ଯଦି ଶନିବାର ଦିନ ଶନିଦେବଙ୍କୁ ସଠିକ ଭାବରେ ପୂଜା କରିଥାଏ ତେବେ ତାର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ସମୟ ବହୁତ ଅଧିକ ଭଲ ହେବାକୁ ଲାଗିଥାଏ ।

ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ ତାହାଠାରୁ ଅଧିକ ସେ ଲୋକ ମାନଙ୍କୁ ଖୁସି ଦେଇଥାନ୍ତି । ଶନିଦେବ କାହାର ଶତୃ ନୁହଁନ୍ତି ବରଂ ସେ ସମସ୍ତଙ୍କର ମିତ୍ର ଅଟନ୍ତି । ସେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି ଯିଏକି ପ୍ରତ୍ୟେକ ପ୍ରାଣୀ ସହିତ ସବୁବେଳେ ନ୍ୟାୟ କରିଥାନ୍ତି ଏବଂ ଯିଏ ଅନ୍ୟାୟ ପଥରେ ଥାଏ ତାଙ୍କୁ ଭଗବାନ ଶନିଦେବଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ ଏବଂ ଯାହାକୁ ଆମେ ଶନି ଦଶ ପଡିଛି ବୋଲି କହିଥାଉ ।


ଗ୍ରହମାନଙ୍କ ଚଳନ କାରଣରୁ ହିଁ ମନୁଷ୍ୟ ଜୀବନରେ ସଫଳତା କିମ୍ବା ବିଫଳତା ଆସିଥାଏ । ଏହା ହିଁ କାରଣ ଅଟେ କି ପ୍ରତ୍ୟେକ ଜିନିଷ ପାଇଁ ଆଜିର ସମୟରେ ରାଶି ଚକ୍ରକୁ ହିଁ ଦେଖାଯାଇଥାଏ । ଅଲଗା ଅଲଗା ରାଶି ସହିତ ଯୋଡିତ ବ୍ୟକ୍ତିମାନଙ୍କ ଉପରେ ଗ୍ରହମାନଙ୍କର ପ୍ରଭବା ପଡିବା କାରଣରୁ ଏପରି କୁହାଯାଇ ଅଛି କି ମାସ ଆରମ୍ଭ ହେବା ମାତ୍ରେ ହିଁ ଏହି 3ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି । ଭାଗ୍ୟର ତାଲା ଖୋଲିଯିବ ଏବଂ ଏପରି କିଚି ମିଳିଯିବ ଯାହା ଆପଣ କେବେ ବି ଆଶା କରିନଥିବେ ।


ଅଚାନକ ଭବାରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟର ତାଲା ଖୋଲିଯିବ ଏବଂ ନୂଆ ନୂଆ ଖୁସିର ଖବର ମଧ୍ୟ ଶୁଣିବାକୁ ମିଳିବ । ଦୀର୍ଘ ସମୟ ଧରି ଯେଉଁ ସମସ୍ୟା ମାନଙ୍କରେ ଘେରି ହୋଇ ରହିଥିଲେ ସେଥିରୁ ମୁକ୍ତି ମିଳିବ । ନୂଆନୂଆ ଅବସର ପ୍ରାପ୍କ ହେବ । ଏହି ଯୋଗ କାରଣରୁ ନୂଆ ମିତ୍ର ସୃଷ୍ଟି ହେବେ ଯାହା ଆପଣଙ୍କର ପାଇଁ ଲାଭକାରୀ ସିଦ୍ଧ ହେବେ ।

ବ୍ୟାପାରୀ ମାନଙ୍କ ପାଇଁ ଆଗାମୀ ସମୟ ଶୁଭ ରହିବ , ଧନର ବର୍ଷା ପରି କିଛି ଯୋଗ ବନୁଅଛି । ଜୀବନସାଥୀଙ୍କ ସହିତ ସମୟ ଅତ୍ୟନ୍ତ ମଧୁର ରହିବ । ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଯଦି କୌଣସି ଯୋଜନା ପ୍ରସ୍ତୁତ କରି ରଖିଛନ୍ତି ତେବେ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରି ଦିଅନ୍ତୁ ।

ଶିକ୍ଷାର୍ଥୀ ମାନଙ୍କ ପାଇଂ ଏହି ଆସନ୍ତା ନୂଆ ବର୍ଷ ବହୁତ ଶୁଭ ଫଳ ନେଇ ଆସିବ । ଏହି ଯୋଗରେ ପ୍ରଭାବରେ ଆପଣଙ୍କ ପାଖରେ ଧନଜନିତ ସମସ୍ୟା ରହିବ ନାହିଁ । ଭାଗ୍ୟର ସଂମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ , ଯେଉଁ କାରଣରୁ କୌଣସି ବି କାର୍ଯ୍ୟ କରିଲେ ସେଥିରେ ସଫଳତା ମିଳିବ । ଆଗକୁ ଆସୁଥିବା ସମୟ ବହୁତ ହିଁ ଭଲ ରହିବାର ଅଛି୍ । ସେହି୍ ରାଶିଗୁଡିକ ହେଉଛି –
ମେଷ ରାଶି, କୁମ୍ଭରାଶି, ଧନୁରାଶି୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।