Odisha News Portal

ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି । ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ପ୍ରକାର ଜ୍ଞାନ ମୂଳକ କାର୍ଯ୍ୟ କରିଥାନ୍ତି । ସେ ସମାଜର ଏବଂ ପ୍ରତ୍ୟେକ ଲୋକ ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି।ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା , ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ ।

ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି । ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି ।

ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି । ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସମାଜ ରେ ଦେଶ ରେ ପ୍ରୀତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ । କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ। ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ।

1–ପୃଥିବୀ ପୃଷ୍ଠରେ ହାରାହାରି କେତେ ଶତକଡା ଜଳ ଭାଗ ରହିଛି ?

ଉତ୍ତର – 71% l

2–ବନସ୍ପତି ଘିଅ ପ୍ରସ୍ତୁତ କଲା ବେଳେ କେଉଁ ଗ୍ୟାସ ଆବଶ୍ୟକ ହୋଇ ଥାଏ ?

ଉତ୍ତର – ହାଇଡ୍ରୋଜେନ l

3- ଗ୍ରାମାଞ୍ଚଳରେ କାହା ମାଧ୍ୟମରେ ଜଳକୁ ବିଶୋଧନ କରନ୍ତି ?

ଉତ୍ତର – କ୍ଲୋରିନ ଦ୍ୱାରା

4–କେଉଁ ତତ୍ତ୍ୱ ବ୍ରହ୍ମାଣ୍ଡରେ ସର୍ବାଧିକ ଉପଲବ୍ଧ ?

ଉତ୍ତର – ହାଇଡ୍ରୋଜେନ

5–ସମୁଦ୍ରର ଲୁଣି ପାଣିକୁ ଶୁଦ୍ଧ ଜଳରେ ପରିଣତ କରିବାକୁ କେଉଁ ପ୍ରକ୍ରିୟା ଆବଶ୍ୟକ ପଡେ ?

ଉତ୍ତର – ଆସବନ ଦ୍ୱାରା l

6–କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?

ଉତ୍ତର – ଦେବଗଡ

7–କେଉଁ ପୁର୍ଣିମା ଅବସର ରେ ତିନି ଠାକୁର ର ଚାଚେରୀ ବେଶ ଧାରଣ କରି ଥାନ୍ତି ?

ଉତ୍ତର:- ଦୋଳ ପୁର୍ଣିମା ରେ

8–ରାମାୟଣ ମକର ଧ୍ୟଜ୍ କାହାର ପୁତ୍ର ଥିଲେ ?

ଉତ୍ତର:- ହନୁମାନ ଙ୍କର ପୁତ୍ର ଥିଲେ।

9–ଏ ହାଇଡ୍ରୋଜେନର ସମସ୍ଥାନିକ ସଂଖ୍ୟା ନୁହେଁ ?

ଉତ୍ତର – ଓଜନ l

10–କେଉଁ ଦୁଇଟି ସଂଖ୍ୟାକୁ ଗୁଣନ କଲେ ଗୁଣଫଳ ୧୩ ହେବ?

ଉତ୍ତର:ଏହାର ଉତ୍ତର ହେଉଛି,୧୩କୁ ଏକ ସହ ଗୁଣନ କଲେ ଏହାର ଗୁଣଫଳ ୧୩ ହେବ।୧୩*୧=୧୩।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।