Odisha News Portal

ସକାଳେ ପୁଜାକଲାବେଳେ ଥରେ କହିଦିଅନ୍ତୁ ଏହି ମନ୍ତ୍ର, ଚାରିଆଡୁ ଆସିବ ଟଙ୍କାପଇସା ||

ଅନେକ କଠିନ ପରିଶ୍ରମ କରିବା ପରେ ମଧ୍ୟ ଜୀବନରେ ସମସ୍ୟା ଦୂର ହୋଇପାରେ ନାହିଁ ,ଏହାକୁ ଦୂର କରିବାର ସବୁଠାରୁ ଭଲ ଉପାୟ ହେଲା ସକାଳ ସନ୍ଧ୍ୟା ରେ ପୂଜା କରିବା । ଘରେ ନିଜର ଇଷ୍ଟଦେବ ଅବା ଯେଉଁ ଭଗାବାନ ଙ୍କ ଉପରେ ଆପଣ ଙ୍କର ଅଧିକ ସର୍ଦ୍ଧା ଏବଂ ଭକ୍ତି ରହିଛି ଓ ଯାହାର ନାମ ଆପଣ ବାରମ୍ବାର ନେଉଛନ୍ତି ତାଙ୍କର ପୂଜା ପ୍ରତ୍ୟେକ ଦିନ କରିବେ । ହିନ୍ଦୁ ଧର୍ମରେ ପୂଜା ଅର୍ଚ୍ଚନା ବହୁତ ମାନ୍ୟତା ଦିଆଯାଏ , ଆମର ଦେଶରେ ଲୋକମାନଙ୍କୁ ଅଧିକ ଭଗବାନ ଙ୍କ ଉପରେ ନିର୍ଭର କରାଯାଏ । ପ୍ରତ୍ୟେକ ହିନ୍ଦୁ ପରିବାରରେ ସକାଳୁ ଗାଧୁଆ ସ୍ନାନ ସାରି ଭଗବାନ ଙ୍କର ପୂଜାପାଠ କରାଯାଏ ଯାହା ଦ୍ବାରା ଘର ପରିବାରରେ ସୁଖ ଏବଂ ସମୃଦ୍ଧି ରହୁ ବୋଲି କାମନା କରାଯାଏ ।

ଆପଣ ମାନେ ଜାଣିଥିବେ ଆମର ଧର୍ମ ଶାସ୍ତ୍ରରେ ଦୀପ ଲଗାଇବାକୁ ବହୁତ ଗୁରୁତ୍ବ ଦିଆଯାଏ । ଦୀପ ଜଳାଇବା ଦ୍ବାରା ଘରେ ଏବଂ ପରିବାରରେ ସୁଖ ଶାନ୍ତି ବାସ କରେ ପରିବାରର ସଦସ୍ୟ ଙ୍କ ଜୀବନରେ କେବଳ ହିଁ କେବଳ ଆନନ୍ଦ ରହିଥାଏ । ଘରେ ଦୀପ ଜଳାଇବା ଦ୍ବାରା ଆପଣ ଙ୍କ ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଆମର ଧର୍ମରେ ଘରେ ଦୀପଜଳାଇବା ଅନିର୍ବାଯ୍ୟ ବୋଲି କୁାହାଯାଏ ।


ଆମ ଶାସ୍ତ୍ରରେ ଦୀପ ସହିତ ପଞ୍ଚାମୃତ ର ଅନେକ ମହତ୍ତୂ ରହିଛି ଏବଂ ଘିଅ ଓ ପଞ୍ଚାମୃତ ଠାରୁ ଖାସ୍ ଜିନିଷ ବୋଲି କୁହାଯାଇଥାଏ । ଆପଣ ମାନେ ଦେଖିଥିବେ ପ୍ରତ୍ୟେକ ହିନ୍ଦୁ ପରିବୀାରରେ ମନ୍ଦିର ସ୍ଥାପିତ ହୋଇଥାଏ ।ପୂଜା ଅର୍ଚ୍ଚନା କରିବା ପଛରେ ଆସ୍ତାର ବହୁତ ବଡ କାରଣ ରହିଥାଏ । ଆପଣ ଙ୍କୁ କହିରଖୁଛୁ ଯେ ଦୀପ ଜଳାଇବାର ଏକ ଉପାୟ ରହିଛି । ଆପଣ ଦେଶୀ ଗାଈ ଘିଅ ରେ ଦୀପ ନିଶ୍ଚିତ ଜଳାଇବା ଦରକାର ।ଏହା ଦ୍ବାରା ଆପଣ ଙ୍କ କର୍ମରେ ନିଶ୍ଚିତ ସଫଳତା ପ୍ରାପ୍ତି ହେବ ।

ଆପଣ ସକାଳା ସମୟ ରେ ଏକ ଖାସ୍ ମନ୍ତ୍ର ର ଜପ କରିବେ ତେବେ ଆପଣ ଙ୍କୁ ବହୁତ ଅଧିକ ଲାଭ ମିଳିବ । ଦୀପ ଜଳାଇବା ସମୟ ରେ ପ୍ରତ୍ୟେକ ଦିନ ସକାଳା ଏବଂ ସନ୍ଧ୍ୟା ସମୟ ରେ ଏହି ଖାସ୍ ମନ୍ତ୍ର ଟି ନିଶ୍ଚିତ ଜପ କରିବେ ।

ମନ୍ତ୍ରଟି ହେଲା –ଶୁଭଂ କରୋତି କଲ୍ୟାଣାମ୍
ଆରୋଗ୍ୟମ୍ ଧନସଂପଦା ।
ଶତ୍ରୁବୃଦ୍ଧିବିନାଶାୟ .
ଦୀପଂ ଜ୍ୟୋତି ନମୋସ୍ତୁ ତେ ।

ଏହି ମନ୍ତ୍ର ଆପଣ ଦୀପ ଜଳାଇବା ସମୟ ରେ ଜପ କରିବେ ଏହା ଦ୍ବାରା ଆପଣ ଙ୍କୁ ଯେତେବି ସଫଲତା ମିଳିବା ଦରକାର ତାହା ମିଳିବ । ଆପଣ ଯେଉଁ କ୍ଷେତ୍ରରେ ବି ଯିବେ ସେଠାରେ ଆପଣ ଙ୍କୁ ସଫଳତା ମିଳିବ । ଘରେ ସବୁବେଳେ ସୁଖ ସମୃଦ୍ଧିବାସ କରିବା ସହିତ ଘରେ ସକରାତ୍ମକ ଉର୍ଜ୍ଜା ବାସ କରେ । ଯଦି ଆପଣ ପ୍ରତ୍ୟେକ ଦିନ ଏହି ପୂଜା କରୁଛନ୍ତି ତେବେ ଏହି ମନ୍ତ୍ର ପ୍ରତ୍ୟେକ ଦିନ ଜପ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।