ବିଷ୍ନୁ ପୁରାଣରେ କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି କି ଏମିତି କିଛି ଜିନିଷ ରହିଛି ଯାହାକୁ ଆମେ ମାନେ କାହାକୁ ହେଲେ ମଧ୍ୟ ଦେବା ଉଚିତ ନୁହେଁ । କାହିଁକିନା ଏହି ଜିନିଷ ସହିତ ମାତା ଲକ୍ଷ୍ମୀ ଘରୁ ଛାଡିକରି ପଲେଇ ଯାଇଥାନ୍ତି । ଆମ ଜୀବନରେ ମାତା ଲକ୍ଷ୍ମୀଙ୍କର ଉପସ୍ଥିତି ବହୁତ ଆବଶ୍ୟକ ହୋଇଥାଏ ।
ମାତା ଲକ୍ଷ୍ମୀଙ୍କର କୃପାରୁ ଘରେ ଧନ , ବୈଭବ ଏବଂ ସୁଖ , ଶାନ୍ତିର ଆର୍ବିଭାବ ହୋଇଥାଏ । ୟଦି ଆପଣ ମାନେ ଚାହୁଁଛନତି କି ମାତା ଲକ୍ଷ୍ମୀ ଆପଣଙ୍କର ଘରେ ସର୍ବଦା ରୁହନ୍ତୁ ବୋଲି ତେବେ ଏହି ଜିନିଷ କେବେ ହେଲେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ ।
1–ପତ୍ନୀର ଗହଣା
ମାତା ଲକ୍ଷ୍ମୀ ଆଭୂଷଣର ଦେବୀ ହୋଇଥାନ୍ତି । ଏଥିପାଇଁ ଆମେ ମନେ ଯେତେବେଲେ ମଧ୍ୟ ଆଭୂଷଣ କିଣିଥାନ୍ତି ତାହାକୁ ମାତା ଲକ୍ଷ୍ମୀଙ୍କର ଉପାସନା ପରେ ହିଁ ପିନ୍ଧିଥାନ୍ତି । ଆପଣଙ୍କର ପତ୍ନୀର ଆଭୂଷଣ ଆପଣଙ୍କର ସମୃଦ୍ଧିକୁ ଦର୍ଶାଇଥାଏ । ଏଥିପାଇଁ ଆପଣ ମାନେ ଭୁଲରେ ମଧ୍ୟ କେବେବି ନିଜର ପତ୍ନୀର ଗହଣା ଉଦ୍ଧାରରେ ବା ଧାରରେ ଦିଅନ୍ତୁ ନାହିଁ ।
2–ଝାଡୁ
ଆପଣ ମାନେ କାହାକୁ କେବେ ଦେଲେ ମଧ୍ୟ ଝାଡୁ ଦେବେ ନାହିଁ କାହିଁକିନା ଝାଡୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ । ଝାଡୁ ସ୍ୱଚ୍ଛତା ଏବଂ ସମୃଦ୍ଧିର ପ୍ରତୀକ ଅଟେ । ଏହା ଘର ମଧ୍ୟରୁ ନକରାତ୍ମକ ଉର୍ଜ୍ଜା ବାହାର କରିବାରେ ସାହାର୍ଯ୍ୟ କରିଥାଏ । ଏଥିପାଇଁ ଆପଣ ମାନେ ଘରର ଝାଡୁକୁ କେବେବି କାହାକୁ ଦିଅନ୍ତୁ ନାହିଁ ।
3–ଧଳା ଜିନିଷ
କ୍ଷୀର , ନଡିଆ , ଚାଉଳ , ଦହି , ଅଟା ଯେମିତି ଧଳା ଜିନିଷ କେବେବି କାହାକୁ ଦିଅନ୍ତୁ ନାହିଁ । ଶାସ୍ତ୍ରରେ ଏହାର ଉଲ୍ଲେଖ ମିଳିଥାଏ କି ଧଳା ଜିନିଷରେ ଖରାପ ନଜର ବହୁତ ଜଲଦି ଲାଗି ଯାଇଥାଏ । ଏଥିପାଇଁ ସୂର୍ଯ୍ୟ ଅସ୍ତ ହେବା ସମୟରେ ଆପଣ ଘରର ଏହି ଜିନିଷ କାହାକୁ ଦେବେ ନାହିଁ ।
4–ପଇସା
ଆପଣଙ୍କର ଘରେ ଯଦି ଧନର ବୃଦ୍ଧି ହୋଇଥାଏ ତେବେ ସେହି ଘରେ ମାତା ଲକ୍ଷ୍ମୀଙ୍କର କୃପା ବର୍ଷିଥାଏ । ଏଥିପାଇଁ ଆପଣଙ୍କର ଘରେ ଥିବା ଧନ ଆପଣ କାହାକୁ ଉଧାରରେ ନଦେବା ଉଚିତ । ଏହାର ଅର୍ଥ ଏହା କି ଆପଣଙ୍କର ଟ୍ରେଜେରୀର ଥିବା ଟଙ୍କା , ପତ୍ନୀଙ୍କର ପାଖରେ ଥିବା ଟଙ୍କା ଆପଣ ମାନେ କାହାକୁ ଦିଅନ୍ତୁ ନାହିଁ ।
5–ବେଲଣା ପେଡି ଓ ତାୱା
ଆପଣଙ୍କର ରୋଷେଇ ଘରର ବେଲଣା ପେଡି ଏବଂ ତାୱା କାହାକୁ ହେଲେ ମଧ୍ୟ ଦିଅନ୍ତୁ ନାହିଁ । ଆପଣ ମାନେ ବଡ ମାନଙ୍କ ଠାରୁ ଶୁଣିଥିବେ କି ତାୱାରେ ସର୍ବପ୍ରଥମେ ରୁଟି ମାତା ଲକ୍ଷ୍ମୀଙ୍କର ନାମରେ ବନାଯାଇଥାଏ । ଏଥିପାଇଁ ଆପଣ ଯଦି ଆପଣଙ୍କର ରୋଘେଇ ଘରର ଏହି ବସ୍ତୁ ଗୁଡିକ କାହାକୁ ଉଧାର ବା ଉପଯୋଗ କରିବା ପାଇଁ ଦେଇଛନ୍ତି ତେବେ ଆପଣଙ୍କର ଧନ ମଧ୍ୟ ଏହା ସହିତ ଚାଲିଯାଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।