Odisha News Portal

ଭଗବାନ ଶ୍ରୀକୃଷ୍ଣୁ କୁହନ୍ତି କି ସବୁଦିନ ସକାଳୁ ଉଠିବା ମାତ୍ରେ ଏହି ତିନୋଟି କାମ କରିବା ଦ୍ବାରା ଦରିଦ୍ରତା ଦୂର ହୋଇଥାଏ ଏବଂ 5ଟି ଜିନିଷ ଦେଖିଲେ ସର୍ବନାଶ ହୋଇଥାଏ ?

0 27

ଭଗବାନ ଶ୍ରୀକୃଷ୍ଣୁ କୁହନ୍ତି କି ସବୁଦିନ ସକାଳୁ ଉଠିବା ମାତ୍ରେ ଏହି ତିନୋଟି କାମ କରିବା ଦ୍ବାରା ଦରିଦ୍ରତା ଦୂର ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଗୀତା ମାଧ୍ୟମରେ ମନୁଷ୍ୟର କଲ୍ୟାଣ ପାଇଁ ବହୁ ମହତ୍ବପୂର୍ଣ୍ଣ ଉପଦେଶ ମାନ ଦେଇଯାଇଛନ୍ତି । ଭଗବତ ଗୀତା ଏହି ସମଗ୍ର ସଂସାରର ସର୍ବଶ୍ରେଷ୍ଟ ଗ୍ରନ୍ଥ ଅଟେ । ମଣିଷକୁ ନିଜର ଜୀବନର କଲ୍ୟାଣ ପାଇଁ ଭଗବତ ଗୀତାର ପାଠ କରିବା ନିତ୍ୟାନ୍ତ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି ତିନୋଟି କାମ ବିଷୟରେ କହିବାକୁ ଯାଉଛୁ ଯାହା ସବୁଦିନ ସକାଳୁ ଉଠି ତୁରନ୍ତ କରିବା ଦ୍ବାରା ବ୍ୟକ୍ତିର ଜୀବନରୁ ଦୁଃଖ , ଦାରିଦ୍ର , ନିରାଶା ସମାପ୍ତ ହୋଇଥାଏ ।

ଆଉ ମାଁ ଲକ୍ଷ୍ମୀ ସରବଦା ଏପରି ବ୍ୟକ୍ତିଙ୍କ ଘରେ ନିବାଶ କରିଥାନ୍ତି । ପରିବାରରେ ପ୍ରେମ ବଢିଥାଏ ଏବଂ ଘରକୁ ଆସିବାକୁ ଥିବା ସବୁ ସଂକଟ ଦୂର ହୋଇଯାଏ ।ଏହି ତିନୋଟି କାମ ବହୁତ ମହତ୍ବପୂର୍ଣ୍ଣ ଅଟେ , ଯାହାକୁ ପ୍ରତ୍ୟେକ ମନୁଷ୍ୟକୁ ସବୁଦିନ କରିବା ଆବଶ୍ୟକ ।

ଯଦି କେଉଂ ବି ବ୍ୟକ୍ତି ସବୁଦିନ ସକାଳେ ଏହି କାର୍ଯ୍ୟ କରିଥାଏ ତ ସେମାନଙ୍କୁ ଧନ ସଂପତି ଏବଂ ସୁଖ ଶାନ୍ତି ମିଳିଥାଏ । ତା ସହିତ ଈଶ୍ବରଙ୍କର ଆର୍ଶିବାଦ ସର୍ବଦା ତାଙ୍କ ମୁଣ୍ଡ ଉପରେ ରହିଥାଏ । ତେବେ ଚାଲନ୍ତୁ ଜାଣିବା ସବୁ ଦିନ ସକାଳୁ କଣ କରିବା ଉଚିତ୍ ଏବଂ କଣ ନକରିବା ଉଚିତ୍ ।

କଣ ନକରିବା ଉଚିତ୍ –

• ସକାଳୁ ଉଠି କରି ମନୁଷ୍ୟକୁ କେବେ ବି କୌଣସି ଦୁଷ୍ଟ ବ୍ୟକ୍ତିର ଦର୍ଶନ ନ କରିବା ଉଚିତ୍ ।
• କୌଣସି ଚରିତ୍ରହୀନ ବ୍ୟକ୍ତିର ମୁହଁ ନ ଦେଖିବା ଉଚିତ ।

• ସକାଳଉ ଉଠି କରି ତୁରନ୍ତ ମନୁଷ୍ୟକୁ କେବେ ବି କାହାକୁ ଗାଳି କରିବା ଅନୁଚିତ୍ ହୋଇଥାଏ ଏବଂ ବିନା ସ୍ନାନରେ ଦେବାଦେବୀଙ୍କର ସ୍ଥାନକୁ ନ ଯିବା ଉଚିତ୍ ।
• ସକାଳଉ ଉଠି କରି ମନୁଷ୍ୟକୁ କେବେ ବି ନଜର ଛବିକୁ ଆଇନାରେ ନଦେଖିବା ଉଚିତ୍ ।

• ସକାଳଉ ଉଠି କରି ମନୁଷ୍ୟକୁ ନିଜର ଛାଇ ମଧ୍ୟ ନଦେଖିବା ଉଚିତ୍ ।

ସକାଳଉ ଉଠି କରି କଣ କରିବା ଉଚିତ୍ –

 

* ସକାଳୁ ଉଠି ପ୍ରଥମେ ହାତ ପାପୁଲିର ଦର୍ଶନ କରିବା ଉଚିତ୍ ।
* ସକାଳଉ ଉଠିବା ପରେ ପ୍ରତିଦିନ ଗୁରୁଜନ ମାନଙ୍କର ଆଶିର୍ବାଦ ନେବା ଉଚିତେ ।

* ଭାରତରେ ଆପଣଙ୍କୁ କ୍ଷତ ବା କୃଷି ବହୁତ ସହଜରେ ଦେଥଖିବାକୁ ମିଳିଥାଏ । ଗରୁଡ ପୁରାଣ ଅନୁସାରେ ଯଦି ସକାଳୁ ଉଠି କରି ଆପଣ କ୍ଷତରେ ଫସଲ ଦେଖି ଦିଅନ୍ତି ତେବେ ଆପଣଙ୍କୁ ପୁର୍ଣ୍ଣ୍ୟ ଏବଂ ଲାଭ ପ୍ରାପ୍ତ ହୋଇଥାଏ । ତା ସହିତ ସକାଳୁ ଯଦି ଗୋ ମାତାଙ୍କର ଦର୍ଶନ କରାଯାଏ ତାହେଲେ ବ୍ୟକ୍ତର ସବୁ ମନସ୍କାମନା ପୂରଣ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।