Odisha News Portal

ଶରୀର ଓ ହୃଦୟରୁ ସୁନ୍ଦର ହୋଇଥାନ୍ତି ଏହି ୫ ଟି ରାଶିର ଝିଅ ସ୍ୱର୍ଗର ଅପ୍ସରୀ ସଦୃଶ ଅଟନ୍ତି ଏମାନେ

0 1

ଶରୀର ଏବଂ ହୃଦୟରୁ ସୁନ୍ଦର ହୋଇଥାନ୍ତି ଏହି ପାଞ୍ଚଟି ରାଶିର ଝିଅ । ପ୍ରତ୍ୟେକ ପୁରୁଷ ବ୍ୟକ୍ତି ମାନେ ସୁନ୍ଦର ଝିଅ ମାନଙ୍କୁ ନିଜର ଜୀବନ ସାଥୀ କରିବା ପାଇଁ ଚାହିଁଥାନ୍ତି । ମାତ୍ର ସମସ୍ତ ବ୍ୟକ୍ତିଙ୍କର ଏହି ଇଚ୍ଛା ପୂରଣ ହୋଇ ପାରିନଥାଏ । କାହିଁକିନା ସମସ୍ତଙ୍କର ଭାଗ୍ୟ ସମାନ ହୋଇନଥାଏ । ସୁନ୍ଦର ଝିଅ ମାନଙ୍କୁ ନିଜର ଜୀବନ ସାଥୀ କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ସୁନ୍ଦର ଜୀବନ ସାଥୀ ପାଇବା ପରେ ବହୁତ ଖୁସିରେ ରହିଥାନ୍ତି । ତେବେ କୌଣସି ନାରୀର ସୁନ୍ଦରତା ତାର ଶରୀର ସୌନ୍ଦରତାକୁ ଆକଳନ କରା ଯାଇନଥାଏ । ପ୍ରକୃତ ସୌନ୍ଦର୍ଯ୍ୟ ନାରୀ ହେଉ ବା ପୁରୁଷ ତାଙ୍କର ଜୀବନ ଶୈଳୀ ଏବେ ଆଚାର ବ୍ୟବହାର ଦ୍ୱାରା ଜଣା ପଡିଥାଏ । ଏହା ସହିତ ବ୍ୟକ୍ତିର ଜନ୍ମ କୁଣ୍ଡଳୀ ବା ସେମାନଙ୍କର ବ୍ୟବହାର ଉପେରେ ପ୍ରଭାବ ପକାଇଥଏ ।

ଜ୍ୟୋତିଷ ଶାସ୍ତର ଅନୁସାରେ ରାଶି ଚକ୍ରରେ ଥିବ ବାର ରାଶି ମାନଙ୍କ ଭିତରୁ କେବଳ ଏହି ପାଞ୍ଚଟି ରାଶିର ଝିଅ ମାନେ ରୂପ ଏବଂ ଗୁଣର ହୋଇଥାନ୍ତି ସୁନ୍ଦର । ଏହି ରାଶିର ଝିଅ ମାନଙ୍କୁ ଯେଉଁ ପୁରୁଷ ମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନେ ବହୁତ ଭାଗ୍ୟବାନ ଅଟନ୍ତି । ଆଜି ଆମେ ଆପଣ ମାନଙ୍କୁ କହିବୁ କି ସେହି ସମସ୍ତ ଭାଗ୍ୟଶାଳୀ ରାଶି ବିଶିଷ୍ଟ ଝିଅ ମାନଙ୍କ ବିଷୟରେ ଯେଉଁମାନେ ହୃଦୟ ଏବଂ ଶରୀରରୁ ବହୁତ ଭାଗ୍ୟବାନ ହୋଇଥାନ୍ତି ।

1–କର୍କଟ ରାଶି

ଏହି ରାଶିର ଝିଅ ମାନେ ହୃଦୟରୁ ବହୁତ ହିଁ ସୁନ୍ଦର ହୋଇଥାନ୍ତି , ଏହା ସହିତ ଏମାନେ ଦେଖିବା ପାଇଁ ବହୁତ ହିଁ ସୁନ୍ଦର ହୋଇଥାନ୍ତି । ଏହି ରାଶିର ଝିଅ ମାନେ ସର୍ବଦା ଅନ୍ୟ ମାନଙ୍କର ଚିନ୍ତା କରିଥାନ୍ତି । ଏମାନେ ନିଜର ଏବଂ ନିଜ ପରିବାର ଲୋକ ଏହା ସହିତ ନିଜର ଶାଶୁଘର ଲୋକମାନଙ୍କର ମଧ୍ୟ ବହୁତ ହିଁ ଯତ୍ନ ନେଇଥାନ୍ତି । ଏମାନେ ଏତେ ସୁନ୍ଦର ହୋଇଥାନ୍ତି କି ଆପଣଙ୍କ ନଜର ତାଙ୍କ ଆଖିରୁ ହଟି ପାରିବ ନାହିଁ । ତେବେ ଏହି ରାଶିର ଝିଅ ମାନଙ୍କୁ ଆପଣ ମାନେ ବିବାହ କଲେ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖାଦେବ ।

2–ବିଛା ରାଶି

ଏହି ରାଶିର ଝିଅ ମାନେ ଦେଖିବାକୁ ବହୁତ ହିଁ ସୁନ୍ଦର ହୋଇଥାନ୍ତି , ଏମାନେ ସମସ୍ତଙ୍କର ଧ୍ୟାନ ବହୁତ ଭଲ ଭାବରେ ରଖିଥାନ୍ତି । ଏହି ରାଶିର ଝିଅ ମାନେ ସମସ୍ତ ଲୋକମାନଙ୍କୁ ବହୁତ ହିଁ ଭଲ ପାଆନ୍ତି । ସମସ୍ତଙ୍କ ପ୍ରତି ସ୍ନେହ ଭାବ ରଖିଥାନ୍ତି । ଏହି ରାଶିର ଝିଅ ମାନଙ୍କର ତୁଳନା ସ୍ୱର୍ଗର ଅପ୍ସରା ମାନଙ୍କ ସହିତ କରାଯାଇଥାଏ । ଏହି ରାଶିର ଝିଅ ମାନଙ୍କୁ ସୁନ୍ଦରତାର ମୂର୍ତ୍ତି ମଧ୍ୟ କୁହାଯାଇଥାଏ ।

3–କୁମ୍ଭ ରାଶି

 


ଏହି ରାଶିର ଝିଅ ମାନେ ଦେଖିବା ପାଇଁ ବହୁତ ହିଁ ସୁନ୍ଦର ହୋଇଥାନ୍ତି । ଏହି ରାଶିର ଝିଅ ମାନଙ୍କ ପ୍ରତି ପୁଅ ମାନେ ବହୁତ ହିଁ ଆକର୍ଷିତ ହୋଇଥାନ୍ତି । ଏମାନେ ନରମ ହୃଦୟର ହୋଇଥାନ୍ତି ଏବଂ ସମସ୍ତଙ୍କୁ ଭଲ ପାଇବା ପ୍ରଦାନ କରିଥାନ୍ତି । ଏମାନେ କାହାକୁ କେବେବି ନିଜ ଜୀବନରେ ଶତୃ ବୋଲି ଭାବନ୍ତି ନାହିଁ । ଏହି ରାଶିର ଝିଅ ମାନେ ନିଜର ସୁନ୍ଦରତା ଦ୍ୱାରା ପୁଅ ମାନଙ୍କୁ ଆକର୍ଷିତ କରିଥାନ୍ତି ।

4–ମେଷ ରାଶି

ଏହି ରାଶିର ଝିଅ ମାନେ ହୃଦୟରୁ ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହା ସହିତ ଏମାନେ କେବେବି କାହାକୁ ଧୋକା ଦେଇ ନଥାନ୍ତି । ଏମାନେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି ମାତ୍ର କେବେବି ନିଜର ସୁନ୍ଦରତାକୁ ନେଇ କରି ଗର୍ବ କରିନଥାନ୍ତି । ଏମାନେ ନିଜର ସୁନ୍ଦରତା ଏବଂ ମଧୁର ବଚନ ଦ୍ୱାରା କାହାକୁ ମଧ୍ୟ ନିଜ ଆଡକୁ ଆକର୍ଷିତ କରିପାରିଥାନ୍ତି ।

5–ଧନୁ ରାଶି

ଏହି ରାଶିର ଝିଅ ମାନେ ବହୁତ ହିଁ ରାଗି ହୋଇଥାନ୍ତି ମାତ୍ର କେବେବି କାହାରିକୁ ଦୁଃଖ ଦିଅନ୍ତି ନାହିଁ । ଏହି ରାଶିର ଝିଅ ମାନଙ୍କ ସ୍ୱାମୀ ବହୁତ ସୁନ୍ଦର ଏବଂ ଧନୀ ଶ୍ରେଣୀର ଅଟନ୍ତି । ଏମାନେ କେବେବି ନିଜର ସୁନ୍ଦରତା ପାଇଁ ଗର୍ବ କରନ୍ତି ନାହିଁ । ସର୍ବଦା ଅନ୍ୟ ମାନଙ୍କର ଯତ୍ନ ନେଇଥାନ୍ତି । ସମସ୍ତଙ୍କୁ ସମାନ ଭଲପାଇବା ପ୍ରଦାନ କରନ୍ତି କେବେବି ବାଛ ବିଚାର କରନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।