Odisha News Portal

General knowledge–ଦୁନିଆର ସବୁ ଠାରୁ ଲମ୍ବା ନଦୀର ନାମ କଣ ଅଟେ ? କହିପାରିବେ କି ଏହାର ଉତ୍ତର କଣ ହେବ ? କମେଣ୍ଟବକ୍ସରେ ମତାମତ ଦିଅନ୍ତୁ……

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ , ଅର୍ଥାତ ଆପଣଙ୍କୁ ଜଣେଇବୁ ଯାହାକୁ ଆପଣ ଜାଣିଲେ ଆପଣଙ୍କ ଜୀବନରେ ଆଗକୁ ଯାଇ ତାହାର ଉପଯୋଗ କରି ପାରିବେ । ମଣିଷ ପାଖରେ ଯେତେ ବି ଜ୍ଞାନ ଥାଉ ନାଁ କାହିଁକି ମଣିଷ ପାଖରେ ନିହାତି ସାଧାରଣ ଜ୍ଞାନ ରହିବା ଦରକାର ଯାହାକି ବ୍ୟକ୍ତିକୁ ସମ୍ମାନ ପ୍ରାପ୍ତି କରାଇ ଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ଆପଣ ଜାଣିବା ନାହାତି ଆବଶ୍ୟକ । କାହିଁକି ନାଁ ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜ ପାଖରେ ତ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କ ପାଖରେ ସାଧାରଣ କିଛି ଜ୍ଞାନ ନଥାଏ ।

ଆମେ ଯେତେ ବି ଜ୍ଞାନ ଅର୍ଜନ କରିଲେ ମଧ୍ୟ ବେଳେ ବେଳେ ଏମିତି କିଛି ସାକ୍ଷାତକାର ବା ଇଣ୍ଟରଭ୍ୟୁରେ ଅତି ସାଧାରଣ ପ୍ରଶ୍ନ ର ମଧ୍ୟ ଉତ୍ତର ଦେଇ ପାରିନଥାଏ । ଆଉ ଯେଉଂ କାରଣରୁ ବା କିଛି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ପାରିନଥିବାକୁ ଆମର ବହୁତ ବଡ କ୍ଷତି ବି୍ ହୋଇଥାଏ ଏବଂ ଆସୁଥିବା ଚାକିରି ବି ଆମ ହାତରୁ ଚାଲିଯାଇ ଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି 10ଟି ପ୍ରଶ୍ନ ନେଇ ଆସିଛୁ ଯାହାକି ଏହା SSC, Railway, UPSC ପରୀକ୍ଷାରେ ନିଶ୍ଚୟ ଭାବରେ ଆସି ଥାଏ । ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟରେ ।

1. ଦୁନିଆର ସବୁ ଠାରୁ ଲମ୍ବା ନଦୀର ନାମ କଣ ଅଟେ ?

 

ଉତ୍ତର- ନୀଳ ନଦୀ

 

2. ଦୁନିଆର ସର୍ବୋଚ୍ଚ ପର୍ବତ ଶିଖର ର ନାମ କଣ ?
ଉତ୍ତର – ମାଉଣ୍ଡ ଏଭରେଷ୍ଟ ।

3. ଦୁନିଆର ସବୁ ଠାରୁ ବଡ ହ୍ରଦର ନାମ କଣ ?
ଉତ୍ତର- କାସପିଆନ୍ ସି ।

4. ଦୁନିଆର ସବୁ ଠାରୁ ଗଭିର ହ୍ରଦ ର ନାମ କଣ ?
ଉତ୍ତର – ଲେକ୍ ବେଇକଲ୍ .

5. ଦୁନିଆର ସର୍ବୋଚ୍ଚ ବନ୍ଧ ବା ଡ୍ୟାମ୍ ର ନାମ କଣ ?
ଉତ୍ତର – ଜିନପିଙ୍ଗ୍ ଡ୍ୟାମ୍ ।

6. ଦୁନିଆର ସବୁ ଠାରୁ ବଡ ବନ୍ଧ ର ନାମ କଣ ?
ଉତ୍ତର – ଥ୍ରୀ ଗରଗସ୍ ଡ୍ୟାମ୍ ।

7. ଦୁନିଆର ସବୁ ଠାରୁ ବଡ ମସଜିଦ୍ ର ନାମ କଣ ?
ଉତ୍ତର – ମସଜିଦ୍ ଅଲ୍ ହରମ୍ ।

8. ଦୁନିଆର ସବୁ ଠାରୁ ଲମ୍ବା ରେଳ ସୁଡଙ୍ଗର ନାମ କଣ ?
ଉତ୍ତର – ଗୋତ୍ଥାର୍ଡ ଟୋର୍ନଲ

9 . ଦୁନିଆର ସବୁ ଠାରୁ ଉଚ୍ଚ ସ୍ଥାନ କେଉଁଠି ?
ଉତ୍ତର – ମାଉଣ୍ଟ ଏଭରେଷ୍ଟ ।

10. ଦୁନିଆର ସବୁ ଠାରୁ ବଡ ଉପ ସାଗର ର ନାମ କଣ ?
ଉତ୍ତର – ବେ ଅଫ୍ ବଙ୍ଗାଲ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।