Odisha News Portal

ସକାଳୁ ଉଠି ସବୁଦିନ କହିଦିଅନ୍ତୁ ଏହି ଅଦ୍ଭୁତ 12ଟି ନାମ , ଯାହା ଖୋଜିବେ ତାହା ଦଶ ଗୁଣା ପାଇବେ !

ମଙ୍ଗଳବାର ସକାଳୁ ଉଠି ଯେଉଁ ବ୍ୟକ୍ତି ଏହି ଖାସ କାର୍ଯ୍ୟ କରିଥାନ୍ତି ତାହାର ସଂମ୍ପୂର୍ଣ୍ଣ ଜୀବନ ଖୁସିରେ କଟିଯିବ । ଏହାସହିତ ଆଗାମୀ ଦିନରେ ଆସିବାକୁ ସମସ୍ତ ବାଧାବିଘ୍ନ ଏବଂ ସଂକଟ ସଂମ୍ପୂର୍ଣ୍ଣ ଜୀବନରୁ ସମାପ୍ତ ହୋଇଯିବ ।ସେହି ବ୍ୟକ୍ତିର କୌଣସି ବି କାର୍ଯ୍ୟ କେବେ ବି ଅଟକିବ ନାହିଁ ଏବଂ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ । ଜୀବନରେ ପ୍ରତ୍ୟେକ ମୋଡରେ ସେହି ବ୍ୟକ୍ତିଙ୍କୁ ସଫଳତା ମିଳିବ କିନ୍ତୁ ମହାବଳି ଶ୍ରୀ ହନୁମାନଙ୍କୁ ମନେ ପକାଇବା ପୂର୍ବରୁ ନିଜର ଚରିତ୍ରକୁ ଉତ୍ତମ କରିବା ଅତ୍ୟନ୍ତ ଜରୁରୀ ଅଟେ ଏବଂ ନିଜ ମନରେ ପବିତ୍ରତା ମଧ୍ୟ ଆଣିବା ନିହାତି ଦରକାର ,

ତେବେ ଯାଏ ସେହି ମଣିଷ ସଫଳ ହୋଇପାରିବ । ଭଗବାନ ବଜରଙ୍ଗବାଲୀ ଙ୍କର 12 ନାମ ସ୍ମରଣ କରିବାକୁ ହେବ । ଏହା ଦ୍ବାରା ଆପଣଙ୍କ ଜୀବନରେ ଚାଲି ଥିବା ସମସ୍ତ କଷ୍ଟ ଏବଂ ସଂକଟର ଅନ୍ତ ଘଟିବ ଏବଂ ଜୀବନରେ ଖୁସି ର ଆଗମନ ହୋଇ ଥାଏ ।


ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ମଣିଷ ପ୍ରଭୁ ହନୁମାନଙ୍କର 12ନାମର ସ୍ମରଣ କରିଥାଏ ତାହାର ଉପରେ ପ୍ରଭୁ ହନୁମାନଜୀ ଙ୍କର କୃପା ସବୁ ବେଳେ ଲାଗି ରହିଥାଏ । ଆଉ ସେହି ବ୍ୟକ୍ତିର ଜୀବନ ରେ ନବ ଗ୍ରହ ମଧ୍ୟ ନିଜର ସୁପ୍ରଭାବ ପ୍ରଦାନ କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ବାର ନାମ ବିଷୟରେ ।

ଭଗବାନ ବଜରଙ୍ଗବାଲୀ ଙ୍କର 12 ନାମ ହେଉଛି -ରାମଭକ୍ତି, ମହାବଳୀ ,ମହାବୀର, ହନୁମାନସ୍, ବଜରଙ୍ଗବାଲି, ଶଙ୍କର ସୁମନ, କେଶରୀ ନନ୍ଦନ, ଅଞ୍ଜନୀ ପୁତ୍ର, ପବନ ସୁତ, ଅମିତ ବିକ୍ରମ, ସ୍ମେଷ୍ଟ, ଲକ୍ଷ୍ମଣ ପ୍ରାଣଦାତା ।


ସକାଳୁ ଉଠିବା ମାତ୍ରେ ହିଁ ଆପଣ ଯେକୌଣସି ଅବସ୍ଥାରେ ଥିଲେ ମଧ୍ୟ ସେହି ଅବସ୍ଥାରେ ମହାବୀରଙ୍କର ଏହି ନାମକୁ 11 ଥ ଜପ କରିବାକୁ ପଡିବ । ହାତ ଯୋଡି ମନରେ ପବିତ୍ରତା ଆଣିନ୍ତୁ ଏବଂ ତାପରେ ଏହି ମନ୍ତ୍ରକୁ 11 ଥର ଜପ କରନ୍ତୁ । ଏହାଦ୍ବାରା ଆପଣ ଙ୍କୁ ବହୁତ ଲମ୍ବା ଆୟୁଷ ପ୍ରାପ୍ତ ହେବ ଏବଂ ଜୀବନ ରେ କେବଳ ସଫଳତା ହିଁ ସଫଳତା ମିଲିବ । ଏହାସହିତ ସଂମ୍ପୂର୍ଣ୍ଣ ଦିନଟି ମଧ୍ୟ ବହୁତ ଖୁସି ରେ କଟିବ ।

ଏହା ସହିତ ଆପଣଙ୍କର ଯେତିକି କାର୍ଯ୍ୟ ଅଟକି ଥିବ ତାହା ସବୁ ମଧ୍ୟ ଠିକ୍ ଭାବରେ ଚାଲି ବାରେ ଲାଗିବ । ଏହାଛଡା ଆପଣ ଚାହୁଁ ଥିବା ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବାକୁ ଲାଗିବ । ସେହି ମନସ୍କାମନା ଚାକିରି କ୍ଷେତ୍ର ପାଇଂ ହେଉ କିମ୍ବା ଯେ କୌମସି ସମ୍ବନ୍ଧୀତ ହୋଇ ଥାଉ ଏହା ପୂରଣ ହେବ । ଏହା ସହିତ ମଧ୍ୟ ଧନ ର ଅଭାବ ଦେଖା ଯିବ ନାହିଁ । କାରଣ ସ୍ବୟଂ ପ୍ରଭୁ ମହାବୀରଙ୍କ ଆଶିର୍ବାଦ ଆପଣ ଙ୍କ ସହିତ ସଦା ସର୍ବଦା ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।