Odisha News Portal

SBI ତରଫରୁ ଆସିଲା ବଡ ନିଯୁକ୍ତି ସୁଯୋଗ ! ଓଡିଶାର ସବୁଜିଲ୍ଲାର ପାର୍ଥୀ ଆବେଦନ କରିପାରିବେ….

0 2

SBI ( State Bank Of India) ତରଫରୁ ବହୁତ ବଡ ଭେକେନସି ଆସିଛି ଯାହାକୁ ସମସ୍ତ ଇଣ୍ଟିଆର ପ୍ରାର୍ଥା ମାନେ ଉଭୟ ପୁରୁଷ ଏବଂ ମହିଳା ମାନେ ଆପ୍ଲାୟ କରିପାରିବେ । ଏହାର ସାଲାରୀ ହେଉଛି 40000 ଏବଂ ମୋଟ ପଦବୀ ସଂଖ୍ୟା ହେଉଛି 2000 । ତେବେ ଏହି ଜବଟି ଅର୍ଥାତ ପୋଷ୍ଟ ଟି ପ୍ରବାସୋନାଲ ଅଫିସରଙ୍କ ପାଇଁ ନିଯୁକ୍ତିରେ ରହୁଛି । ତେବେ ଯଦି ଆପଣ ମାନେ ଜେନେରାଲ କେନଡିଡେଣ୍ଟ ତେବେ ଆପଣ ମାନଙ୍କ ପାଇଁ 810 ଟି ପୋଷ୍ଟ । ସେହିପରି ଓବିସି କେଡିଡେଣ୍ଟ ମାନଙ୍କ ପାଇଁ 540 ପୋଷ୍ଟ ଏବଂ ଏସସି କେନଡିଡେଣ୍ଟ ମାନଙ୍କ ପାଇଁ 300 ପୋଷ୍ଟ ଏସଟି ପିଲା ମାନଙ୍କ ପାଇଁ 150 ପୋଷ୍ଟ ଏବଂ ଇଡବ୍ଲୁ ପିଲା ମାନଙ୍କ ପାଇଂ 200 ପୋଷ୍ଟ ରହିଛି ।

ତେବେ ଆପଣ ମାନେ ଅନଲାଇନ ଆପ୍ଲାୟ କରିପାରିବେ । ତେବେ ଜବ ଲୋକେସନରେ ଅଲ ଓଭର ଇଣ୍ଡିଆ ରହୁଛି । ତେବେ ଆପ୍ଲାୟ କରିବାର 14/11/2020ଏବଂ ଆପ୍ଲାୟର ଶେଷ ତାରିଖ 04/12/2020 ରହିଚି । ତେବେ ଆପଣ ମାନେ ଏହାରି ଭିତରେ ଯଦି ଏଥିରେ ଫର୍ମ ପକେଇବା ପାଇଁ ଚାହିଁଛନ୍ତି ତେବେ ଆପ୍ଲାୟ କରିପାରିବେ ।

ତେବେ ଯେତେ ଜଲଦି କରିବେ ଆପଣ ମାନଙ୍କ ପାଇଁ ସେତେ ଅଧିକ ଭଲ ଅଟେ । ତେବେ ଆପଣ ମାନଙ୍କର ଏଥିରେ ମିନିମମ ବୟସ ହେବା ଦରକାର 21 ବର୍ଷ ଏବଂ ମେସ୍କିମମ ବୟସ 31 ବର୍ଷ ହେବା ଦରକାର । ଜେନେରାଲ କେନଡିଡେଣ୍ଟ ମାନଙ୍କୁ ଛାଡିକରି ଅନ୍ୟ କେଡିଡେଣ୍ଟ ମାନେ ଏହି ବୟସର ରିଲାକସେସନ ପାଇପାରିବେ । ତେବେ ଯେଉଁ ମାନଙ୍କର ଜନ୍ମ 2 ଏପ୍ରିଲ 1990 ରୁ 4 ଏପ୍ରିଲ 1999 ମଧ୍ୟରେ ରହୁଛି ସେମାନେ ହିଁ ଏହାକୁ ଆପ୍ଲାୟ କରିପାରିବେ ।

ଯଦି ଆପଣ ମାନେ ଜଣେ ଜେନେରାଲ ବା ଇଡବ୍ଲୁଏସ କିମ୍ବା ଓବିସି ତେବେ ଆପଣଙ୍କର ଆପ୍ଲିକେସନ ଫି 750 ଟଙ୍କା ଲାଗିବ ଏବଂ ଅନ୍ୟ ମାନଙ୍କ ପାଇଁ ଆପ୍ଲିକେସନ ଫି ଲାଗିବ ନାହିଁ । ତେବେ ଆପଣ ମାନେ ଯେଉଁ ପେମେଣ୍ଟ କରିବେ ତାହା କ୍ରେଡିଟ କାର୍ଡ ବା ଡେବିଟ କାର୍ଡ ବା ନେଟ ବେକିଙ୍ଗ ସାହାର୍ଯ୍ୟରେ ପେମେଣ୍ଟ କରିପାରିବେ ।

ତେବେ ଯେଉଁ ମାନେ ଗ୍ରାଜୁଏସ କରିଛନ୍ତି ସେମାନେ ହିଁ ଏହି ଜବ ଆପ୍ଲାଲ କରିପାରିବେ । ତେବେ ଆପଣ ମାନେ ମଧ୍ୟ କୁଆଲିଫାଏ କରିପାରିବେ କାରଣ ବହୁତ ପୋଷ୍ଟ ଭ୍ୟାକେନସି ରହୁଛି । ତେବେ ଯଦି ଆପମ ମାନେ ଗ୍ରାଜୁଏସ ଶେଷ କରିଛନ୍ତି ଏବଂ କିଛି ଜବ କରିବା ପାଇଁ ଚାହିଁଛନ୍ତି ତେବେ ଏତିରେ ବହୁତ ଜଲଦି ହିଁ ଆପ୍ଲାୟ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।