Odisha News Portal

Ajira Anuchinta – ନାରୀ ଋତୁସ୍ରାବ ସମୟରେ କେଉଁ କାର୍ଯ୍ୟ କଲେ ସ୍ୱାମୀ ର ମୃତ୍ୟୁ ହୋଇଥାଏ ଜାଣନ୍ତୁ

ବନ୍ଧୁଗଣ ଆସନ୍ତୁ ଆଜିର ଏହି ଲେଖାରେ କିଛି ଗୁରୁତ୍ଵପୂର୍ଣ୍ଣ କଥା ବସ୍ତୁ ଉପରେ ଆଲୋଚନା କରିବା। ଯେଉଁ ସବୁ କଥା ଆପଣଙ୍କୁ ଜାଣିବା ନିହାତି ଦରକାର। ଯାହା ଆପଣଙ୍କୁ ନିଶ୍ଚୟ ଏକ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିବ। ଆମେ ଆଜି ଆପଣଙ୍କ ଜିବନଚର୍ଯ୍ୟା ଅର୍ଥାତ୍ ସାଧାରଣ ଜୀବନର ଘଟୁଥିବା କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ଯେ କେଉଁ ସମୟରେ କଣ କରିବା ଦ୍ବାରା କିପରି ଫଳ ମିଳିଥାଏ।

– ପ୍ରଥମତଃ ଯେଉଁ ନାରୀ ରଜସ୍ଵଳା ଥିବା ସମୟରେ ତାର ଆଖିରେ କଜଳ ଲଗାଇଥାଏ ତାର ସନ୍ତାନ ଅନ୍ଧ ହୋଇ ଜନ୍ମ ହୋଇଥାଏ।

– ଏହାଛଡା ଯେଉଁ ନାରୀ ରଜସ୍ଵଳା ଥିବା ସମୟରେ ଦେହରେ ତେଲ ମାଲିସ କରିଥାଏ ତାର ପିଲା ନିକମା ଏବଂ ଅଳସୁଆ ହୋଇ ଜନ୍ମ ହୋଇଥାଏ।

– ଯେଉଁ ନାରୀ ରଜସ୍ଵଳା ଥିବା ସମୟରେ ଅଧିକ ବାୟୁ ସେବନ କରିଥାଏ ତାର ସନ୍ତାନ ପାଗଳ ହୋଇ ଜନ୍ମ ହୋଇଥାଏ।

– ଯେଉଁ ନାରୀ ରଜସ୍ଵଳା ଥିବା ସମୟରେ ଭୟଙ୍କର ଚିତ୍କାର ବା ଶବ୍ଦ ଶୁନିଥାଏ ତାର ସନ୍ତାନ ବଧିର ହୋଇ ଜନ୍ମ ଲାଭ କରିଥାଏ।

– ଯେଉଁ ନାରୀ ରଜସ୍ଵଳା ଥିବା ସମୟରେ ଅଧିକ ହସି ଥାଏ ତାର ସନ୍ତାନର ଜିଭ ବଡ଼ ହେବା ସହିତ ଜିଭ କଳା ହୋଇ ଜନ୍ମ ଗ୍ରହଣ କରିଥାଏ।

– ଏହାଛଡା ଯେଉଁ ନାରୀ ରଜସ୍ଵଳା ଥିବା ସମୟରେ ଅଧିକ ଧାଁ ଧପଡ କରିଥାଏ, ତାର ସନ୍ତାନ ଚଞ୍ଚଳା ମନା ହୋଇ ଜନ୍ମ ଗ୍ରହଣ କରିଥାଏ।

– ଯେଉଁ ନାରୀ ରଜସ୍ଵଳା ଥିବା ସମୟରେ ଧର୍ମ ଆଲୋଚନା କରିଥାଏ ବା ଧର୍ମ କଥା ଶ୍ରବଣ କରିଥାଏ ତେବେ ତାର ସନ୍ତାନ ଧାର୍ମିକ, ବୁଦ୍ଧିମାନ ଏବଂ ଜ୍ଞାନ ବନ୍ତ ହୋଇଥାଏ।

– ଯେଉଁ ବିବାହିତା ନାରୀ ବାର ମାସରେ ତେର ପର୍ବ କୁ ଅର୍ଥାତ୍ ଓଷା ବ୍ରତକୁ ନିଷ୍ଠାର ସହିତ ପାଳନ କରିଥାଏ ସେହି ଗୃହରେ ମାତା ଲକ୍ଷ୍ମୀ ବିରାଜମାନ କରନ୍ତି। ଘରେ ଧନ ସମ୍ପଦ ପୂର୍ଣ୍ଣ ହୁଏ। ଏହାଛଡା ପରିବାରରେ ସର୍ବଶୁଭ ହୋଇଥାଏ।

– ଯେଉଁ ବିବାହିତା ନାରୀ ସ୍ବାମୀ କୁ ଦେବତା ଭଳି ପୂଜା କରିଥାଏ ଏବଂ ତାଙ୍କ ମନକଥା ଜାଣି ସେବା କରିଥାଏ।ସେହି ଘର ଉପରେ ଦେବାଦେବୀ ଙ୍କ ଆଶିର୍ବାଦ ମିଳିଥାଏ ଏବଂ ଘରର ସର୍ବ ଶୁଭ ହୋଇଥାଏ।

– ଯେଉଁ ବିବାହିତା ନାରୀ ସ୍ବାମୀ ମନରେ ଦୁଃଖ ଦେଇଥାଏ, ପରିବାରରେ ଅଶାନ୍ତି ଆଣିଥାଏ,ସେହି ଘରେ ନାନାଦି ବାଧାବିଘ୍ନ ଆସିଥାଏ।

– ଯଦି ଜଣେ ଶୁଦ୍ର ହୋଇ ବ୍ରାହ୍ମଣ କନ୍ୟା ବା ନାରୀକୁ ଗୁପ୍ତ ପ୍ରେମ ବା ହରଣ କରିଥାଏ ତେବେ ସେ ଅକାଳ ମୃତ୍ୟୁ ବରଣ କରିଥାଏ।ଏବଂ ଦେହାନ୍ତ ପରେ ନର୍କ ଭୋଗ କରି ପଶୁ ଯୋନିରେ ଜନ୍ମ ହୋଇଥାଏ।

– ଯେଉଁ ପୁରୁଷ ବିନା କାରଣରେ ନିଜ ସନ୍ତାନ ଓ ସ୍ତ୍ରୀ କୁ ହଇରାଣ କରେ ତେବେ ସେ ଜନ୍ମ ଜନ୍ମକୁ ନପୁଂସକ ହୋଇ ଜନ୍ମ ଗ୍ରହଣ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।