ମନୋରଞ୍ଜନ ଏକ ନିଆର ଦୁନିଆ ହେଉଛି ସୋସିଆଲ ମିଡିଆ। ଆପଣ ମାନେ ମନୋରଞ୍ଜନ ପାଇଁ ସୋସିଆଲ ମିଡିଆରେ ବ୍ୟବହାର ନିଶ୍ଚିତ ଭାବେ କରୁଥିବେ। ଆଉ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ର ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ।ୟୁଟ୍ୟୁବରେ ନିଜ ମନ ମୁତାବକ ଭିଡିଓ ଦେଖି ପାରିବା ଏହା ସହିତ ଆମ ମନ ମୁତାବକ ଭିଡିଓ ପୋଷ୍ଟ ମଧ୍ୟ କରି ପାରିବା। ଆଜିର ଦିନରେ ଯୁବପିଢି ମାନେ ସୋସିଆଲ ମିଡ଼ିଆକୁ ନିଜ ରୋଜଗାରର ପନ୍ଥା ଭାବେ ଚୟନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି।
ତେବେ ଆଜି ଆମେ ଆପଣ ମାନଙ୍କୁ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବାବଦରେ କହିବା ପାଇଁ ଯାଉଛୁ। ଆପଣ ଯଦି ସୋସିଆଲ ମିଡିଆରେ ବ୍ୟବହାର କରୁଥିବେ ତେବେ ରୂପା ପିଣ୍ଟୁଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ସମୟରେ ରୂପା ପିଣ୍ଟୁ ଓଡ଼ିଶା ଲୋକପ୍ରିୟ ଯୋଡ଼ି ଭାବେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ନିଜ ଭିନ୍ନ ଧରଣର ଭିଡିଓକୁ ଦର୍ଶକ ମାନଙ୍କ ସହିତ ସେୟାର କରି ଆଜି ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି ରୂପା ପିଣ୍ଟୁ।
ରୂପା ଓ ପିଣ୍ଟୁ ସେମାନଙ୍କ ଦୈନନ୍ଦିନ ଜୀବନରେ କରୁଥିବା କିଛି କାର୍ଯ୍ୟ ସ୍ମୃତି ଓ ଅନୁଭୂତି ଇତ୍ୟାଦିକୁ ବ୍ଲଗ୍ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ଆଉ ତାଙ୍କର ଏହି ନିଆରା ପ୍ରୟାସକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରି ଥାନ୍ତି।ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟ କୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇ ବେଶ୍ ପ୍ରଶଂସା ସାଉଁଟି ପାରିଛନ୍ତି। ଆପଣ ମାନେ ଅନେକ ଗୁଡ଼ିଏ ଭିଡିଓ ଏହି ଚ୍ୟାନେଲ୍ ରେ ଦେଖିବାକୁ ପାଇଥିବେ ଆଉ ପସନ୍ଦ ମଧ୍ୟ କରୁଥିବେ।
ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ରୂପା ପିଣ୍ଟୁଙ୍କୁ ଅବିନାସ ଶତପଥୀଙ୍କ ପେଟ୍- ଜୋନରେ ଦେଖିବାକୁ ମିଳିଛି ଯେଉଁଠି ରହିଛନ୍ତି କୁକୁର ଠାରୁ କରି ଅଜଗର ସାପ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଜୀବଜନ୍ତୁ। ତେବେ ଭିଡିଓରେ ଦେଖିବାକୁ ମିଳୁଛି ବହୁତ୍ ସାରା ମଜାମସ୍ତି।
ପିଣ୍ଟୁ ଅଜଗରକୁ ଧରିବା ସହିତ ଅଜଗର ସହିତ ସେଲଫି ନେଉ ଥିବାର ମଧ୍ୟ ନଜର ଆସୁଛନ୍ତି। କିନ୍ତୁ ରୂପା ଓ ଖୁସି ଅଜଗରକୁ ଦେଖି ଖୁବ୍ ଡରି ଯାଉଛନ୍ତି ଏବଂ ଦୌଡି ପଳାଉଥିବାର ଦେଖିବାକୁ ମିଳୁଛି ଯାହା ଖୁବ୍ ମଜାଦାର ରହିଛି। ତେବେ ଏହି ସମୟର ମଜାଦାର ମୁହୂର୍ତ୍ତକୁ ପିଣ୍ଟୁ ତାଙ୍କ ଫ୍ୟାନସ୍ ମାନଙ୍କ ସହିତ ସେୟାର କରିଛନ୍ତି ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।