Odisha News Portal

ଦେଖନ୍ତୁ Live ଭିଡିଓ : ରୁଦ୍ରଙ୍କୁ ବିବାହ କରିବାର ଏତେ ଦିନ ପରେ ସେ କାହିଁକି ମଥାରେ ସିନ୍ଦୂର ପନ୍ଧୁନାହାଁନ୍ତି ମହିଳା ଜଣଙ୍କ ପଚାରିବାରୁ, ଜିନା ରାଗିକି ଏମିତି କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ…

ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଓଡ଼ିଆ ସିନେମା ଜଗତର ଚୁଲବୁଲି ସୁନ୍ଦରୀ ନାୟିକା ଜିନା ସାମଲ।ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ। ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ଦିୱାନା ପାଲଟିଛନ୍ତି। ସମସ୍ତଙ୍କ ହୃଦୟରେ ଅଭିନେତ୍ରୀ ଭାବରେ ସେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି।ନିଜର ଟାଲେନ୍ଟ ଯୋଗୁଁ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି। ଓଡ଼ିଶାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଜିନା ସାମଲ ଙ୍କୁ କିଏ ବା ନଜାଣେ। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ।

ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।

ବହୁତ ଦିନ ପରେ ଏହି ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହୋଇଛନ୍ତି।ସେ ଏବେ ଏକ ଲାଇଭ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ଜଣଙ୍କ ଏହି ଭିଡିଓ ରେ କଣ କହୁଛନ୍ତି ଏବଂ କଣ ବାର୍ତ୍ତା ଦେଇଛନ୍ତି ତାଙ୍କର ପ୍ରଶଂସକ ମାନଙ୍କୁ। ବହୁତ୍ ଦିନ ପରେ ଏହି ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହୋଇଛନ୍ତି।ସେ ଏବେ ଏକ ଲାଇଭ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ଜଣଙ୍କ ଏହି ଭିଡିଓ ରେ କଣ କହୁଛନ୍ତି ଏବଂ କଣ ବାର୍ତ୍ତା ଦେଇଛନ୍ତି ତାଙ୍କର ପ୍ରଶଂସକ ମାନଙ୍କୁ।

ଏହି ଲାଇଭ ଭିଡିଓ ସମୟରେ ଜଣେ ପ୍ରଶଂସକ ପଚାରିଛନ୍ତି ଯେ ଆପଣ କାହିଁକି ସିନ୍ଦୂର ପିନ୍ଧି ନାହାଁନ୍ତି,ଏହାପରେ ସେ ଚୁଟି ଆଢ଼େଇ ସିନ୍ଥୀ ରେ ସିନ୍ଦୂର ଦେଖାଉ ଛନ୍ତି।ଆଉ କହୁଛନ୍ତି ଯେ ସିନ୍ଦୂର ପିନ୍ଧିବା ବଡ଼ କଥା ନୁହଁ ବରଂ ଭଲ ମଣିଷ ହେବା ବଡ଼ କଥା। କରନା ସମୟରେ ଘରେ କଣ କରୁଛନ୍ତି ଏବଂ କିପରି ଭାବରେ ରୋଷେଇ କରୁଛନ୍ତି ସେ ବିଷୟରେ କହିଛନ୍ତି। ପ୍ରଶଂସକ ମାନଙ୍କ ସହ କିଛି କଥାକୁ ସେ ସେୟାର କରିଛନ୍ତି।ଏହି ଭିଡିଓ ରେ ଆପଣ ଏହାକୁ ଦେଖି ପାରିବେ ସେ କେତେ ସୁନ୍ଦର୍ ଦେଖା ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।