Odisha News Portal

ରୁଚିକା ଓଠ ନୀଳ ପଡ଼ି ଯାଇଥିଲା ବେଡରେ ଅଜବ ଢଙ୍ଗରେ ପଡ଼ିଥିଲା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏବେ ଗୋଟିଏ ବହୁତ ଦୁଃଖଦ ଘଟଣା ସେସିଆଲ ମିଡିଆରେ ଭାଇରାଲ ହେଉଛି, ତାହା ହେଉଛି ରୁଚିକା ଙ୍କ ମୃତ୍ୟୁ ଘଟଣା , ରୁଚିକା ରହୁଥିଲେ ବିଜେପି ଗର୍ଲସ ହଷ୍ଟେଲ ରେ ଆଉ ସେଇଥି ଆତ୍ମହତ୍ୟା କରିକି ତାଙ୍କର ମୃତ୍ୟୁ ହୋଇଛି ବୋଲି ଯାହା ସୂଚନା ମିଳିଛି |ତେବେ ରୁଚିକା ଆତ୍ମହତ୍ୟା କରିବା ଆଉ ରୁଚିକା କେମିତିକା ଝିଅ ଥିଲେ ସେ ସବୁ ବିଷୟରେ କଲେଜ ର ଜଣେ ସିନିଅର ଝିଅ କହିଛନ୍ତି, ତାହେଲେ ଆସନ୍ତୁ ଜାଣିବା ରୁଚିକା ଙ୍କ ମୃତ୍ୟୁ ଘଟଣା କୁ ନେଇକି ସେ କଣ କହିଥିଲେ |

ତେବେ ହଷ୍ଟେଲ ରେ ରହୁଥିବା ଝିଅ ଜଣଙ୍କ କହିଛନ୍ତି କି ଝିଅ ମାନେ ଯେତେବେଳେ ରୁମ ଭିତରେ ଥିଲେ ସେତେବେଳେ ଜୋରରେ କବାଟ ବାଡେଇବାର ସାଉଣ୍ଡ ଆସିଥିଲା | ଆଉ ଯାହା ଫଳରେ ଦୌଡ଼ି ଯାଇଥିଲେ ସେହି ରୁମ ସାମ୍ନାକୁ , ଆଉ ସେଠି ଦେଖିଲା ବେଳକୁ ମେମ କହୁଛନ୍ତି କି ରୁଚିକା ବାହାରୁ କବାଟ କୁ ଲକ କରିଦେଇଛି ଆଉ ଯେତେ ଡାକିଲାରୁ ଖୋଲୁ ନାହିଁ କବାଟ | ଠିକ ସେତିକି ବେଳେ ଝିଅ ଟି ବେକ ସାଇଡ କୁ ଗଲା ଆଉ ସେଠି ଚେୟାର ପକାଇ ଝରକା ପରେ ରୁମ ଭିତରକୁ ଅନେଇଲା |

ତେବେ ଦେଖିଲା ବେଳକୁ ରୁଚିକା ଅଜବ ଟାଇପ ରେ ଶୋଇଛି ଏବଂ ତାଙ୍କର ଦେହ ହାତ ସବୁ ନୀଳ ପୋଡ଼ିଯାଇଥିଲା | କିନ୍ତୁ ସେତେବେଳ ସେ ଫାଶୀ ଲଗାଇଥିଲେ ବୋଲି ଜଣା ପଡି ନ ଥିଲା କାରଣ ସେ ପେଟ ପଟେ ଦେଇକି ସୋଇଥିଲେ |ଆଉ ଏହି ଘଟଣାଟି ଦେଖିଲା ପରେ ମେମ ଜଣଙ୍କ ସୁପର ଟେଣ୍ଡେଣ୍ଟ ମେମ ଓ ସୁପର ଟେଣ୍ଡେଣ୍ଟ ମେମ ଭାଇସସୁପରଟେଣ୍ଡେଣ୍ଟ ମେମ କୁ ଫୋନ କରିଥିଲେ ଆଉ ଘଟଣା ସ୍ଥଳରେ ସମସ୍ତେ ଆସିକି ପହଞ୍ଚିଥିଲେ ଓ ପୋଲିସ କୁ ଖବର ଦେଇଥିଲେ |

ତେବେ ସେ ଆହୁରି ମଧ୍ୟ କହିଥିଲେ ରୁଚିକା ଜଣେ ବହୁତ ଭଲ ଝିଅ ଥିଲେ , ସେ ସବୁବେଳେ ଏକା ରହିବାକୁ ପସନ୍ଦ କରନ୍ତି ଆଉ ସିଏ ନିଜର ମନର କଥା କୁ କାହା ସହିତ ସେୟାର କରିବାକୁ ପସନ୍ଦ କରନ୍ତିନି | ତେବେ ପାଠ ପଢା ପଢି କ୍ଷେତ୍ରରେ ସେ ବହୁତ ଆଗରେ ଥିଲେ ଓ ସେ UPSC ପାଇଁ ମଧ୍ୟ ପଢା ପଢି କରୁଥିଲେ | କିନ୍ତୁ କିଛି ଦିନ ହେଲା ତାଙ୍କର ଦେହ ଖରାପ ଥିଲା, ତେଣୁ ସେ ଠିକ ଭାବରେ ଖିଆ ପିଆ କରୁ ନ ଥିଲେ କି କ୍ଲାସ ମଧ୍ୟ କରୁ ନ ଥିଲେ | ତାଙ୍କର କ୍ଲାସ ସେ ଦିନ 10 ତା ବେଳେ ଥିଲା କିନ୍ତୁ ସେ କ୍ଲାସ ଯିବେନି ବୋଲି ମନା କରିଥିଲେ |

ଆଉ ଯେତେବେଳେ ତାଙ୍କର ରୁମ ମେଣ୍ଟ ମାନେ ଆସିକି ଦେଖିଲେ ଜ କବାଟ ଵନ୍ଦ ଅଛି ତାପରେ ସେମାନେ ମେମ ଙ୍କୁ ଫୋନ କରିଥିଲେ | ତେବେ ସେ କହିଛନ୍ତି କି ସେ 3 ନମ୍ବର ଫ୍ଲୋର ରେ ରହୁଥିଲେ ଆଉ ସେଠି ସେ ଠିକ ଭାବରେ ଖାଇବା ଓ ମେଡ଼ିସିନ ମଧ୍ୟ ଖାଉ ନଥିଲେ | ସେଥିପାଇଁ ସେ ତାଙ୍କ ସାଙ୍ଗ ମାନଙ୍କ ପାଖକୁ ପ୍ରଥମ ଫ୍ଲୋର କୁ ମଧ୍ୟ ଆସୁଥିଲେ |ତେବେ ସେ ସବୁବେଳେ ପାଠରେ ବ୍ୟସ୍ତ ରହୁଥିଲେ ଓ ତାଙ୍କର ଦେହରେ ବ୍ଲଡ କମ ଥିବାରୁ ସେ ନିୟମିତ ମେଡ଼ିସିନ ନେଉଥିଲେ |

ତେବେ ରୁଚିକା ଙ୍କ ଏପରି ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଛି ଓ ଘଟଣାର ତଦନ୍ତ ପାଇଁ ମଧ୍ୟ ଝିଅ ମାନେ କହିଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଘଟଣା ଟି ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।