Odisha News Portal

Exclusive : ଆରେ ବାବୁ କେତେଥର ମନା କରିଛି ନାରୀ ପଛରେ ରହିଲେ ବହୁତ ଆଗକୁ ଯିବୁ, କିନ୍ତୁ ନାରୀ ପଛରେ ପଡିଲେ ବର୍ବାଦ ହେଇଯିବୁ : ଏ ନେଇ କଣ କହୁଛନ୍ତି କାକା… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭାଇରାଲ ଭିଡ଼ିଓ ମାନ ଆପଣ ମାନେ ଦେଖୁଥିବେ | ଆଉ ଯେଉଁ ଭିଡିଓକୁ ଦେଖିକି ଆପଣ ବହୁତ ମଜା ନେବା ସହିତ ଖୁସି ମଧ୍ୟ ହେଉଥିବେ | ତେବେ ସେହି ଭିଡ଼ିଓ ମାନ କରୁଥିବା ଅଭିନେତା ଅଭିନେତ୍ରୀ ମାନଙ୍କର ବହୁତ ପ୍ରସଂଶା ମାଧ୍ୟ କରୁଥିବେ ଆପଣ ମାନେ | ତେବେ ଆଜି ମୁଁ ଯାହା ବିଷୟରେ କହିବାକୁ ଯାଉଛି ସେ ହେଉଛନ୍ତି ଓଡ଼ିଶାର ଘରେ ଘରେ ପରିଚିତ, ପ୍ରତି ଓଡ଼ିଆଙ୍କର ପ୍ରିୟ ଶୋଟ କମେଡିଆନ କାକା, ଅର୍ଥାତ ଗିରିଜା | ଆଉ ସେ ଆଜି ତାଙ୍କ ବିଷୟରେ କିଛି କଥା କୁ ପ୍ରକାଶ କରିଛନ୍ତି ଗଣମାଧ୍ୟମ ସାମ୍ନା ରେ ତାହେଲେ ଆସନ୍ତୁ ସେ କଣ କହୁଛନ୍ତି ଲୋକ ମାନଙ୍କୁ ତାଙ୍କର ଏହି ଅଭିନୟ ବିଷୟରେ ଟିକିଏ ନଜର ପକାଇବା |

ତେବେ କାକା ହେଉଛନ୍ତି ଆଜିର ଜେନେରେସନ ରେ ଥିବା ଯୁବପିଢ଼ି ମାନଙ୍କର ଅତି ଆପଣ ର କମେଡିଆ ଯିଏ କି କାକା ନାଁ ରେ ତାଙ୍କର ପରିଚୟ ସୃଷ୍ଟି କରିଥିଲେ | ଆଉ ତାଙ୍କର କହିବା ଅନୁସାରେ ସେ ପ୍ରଥମେ 2015 ରେ ଭୁବନେଶ୍ୱର କୁ ଆସିଥିଲେ | ଆଉ ସେଠାରେ ଅଭିନୟ ର କଳା ମଧ୍ୟ ଶିକ୍ଷା କରିଥିଲେ | ଆଉ ପରେ ସିଏ ଅଭିନୟ ମଧ୍ୟ ଆରମ୍ଭ କରିଦେଇଥିଲେ |

ତେବେ ତାଙ୍କର ଗୋଟିଏ ନାଟକ ମଧ୍ୟ ସେ ସୋସିଆଲ ମିଡ଼ିଆରେ ଭାଇରାଲ କରେଇଛନ୍ତି ତାହା ହେଉଛି | “ଆରେ ବାବୁ କେତେ ଥର କହିଛି କି ନାରୀ ପଛରେ ଗଲେ ବହୁତ ଆଗକୁ ଯିବୁ, କିନ୍ତୁ ନାରୀ ପଛରେ ଯଦି ପଡ଼ିବୁ ତାହେଲେ ପୁରା ବର୍ବାଦ ହୋଇଯିବୁ ” ଏହିଭଳି କିଛି ଡାଇଲଗ କହିଥିଲେ କାକା | ତାଙ୍କର ଅଭିନୟ ବିଷୟରେ କାକା କହିଥିଲେ କି ସେ ଏହି ଲଗଡାଉନ ରୁ ବେଶି ଫେମସ ହୋଇଛନ୍ତି | ଆଉ ସେ ଲଙ୍ଗ ଭିଡ଼ିଓ ନ କରି ଶଟ ଭିଡ଼ିଓ କରିବାକୁ ଅଧିକ ଭଲ ପାଇଥାନ୍ତି | କାରଣ ଆଜିର ଲୋକ ମାନେ ଲଙ୍ଗ ଭିଡ଼ିଓ ଅପେକ୍ଷା ଶଟ ଭିଡିଓକୁ ଅଧିକ ପସନ୍ଦ କରନ୍ତି |

ଏହା ବ୍ୟତୀତ ସେ ଆହୁରି ମଧ୍ୟ କେତେକ କଥା ମଧ୍ୟ ପ୍ରକାଶ କରିଛନ୍ତି, ଆଉ କହିଛନ୍ତି କି ବହୁତ ପ୍ରଯୋଜକ ମାନେ ମଧ୍ୟ ତାଙ୍କୁ କଲ କରୁଛନ୍ତି |ମାତ୍ର ତାଙ୍କର କୌଣସି ଅସୁବିଧା ଯୋଗୁଁ ସେ ଫ୍ଲିମ ରେ କାର୍ଯ୍ୟ କରି ପାରୁନାହାନ୍ତି | କିନ୍ତୁ ଏବେ ସେ ଖୁବ ଶୀଘ୍ର ଟିଭି ପରଦାରେ ଦେଖିବାକୁ ମିଳିବ | ଆଉ କାକା ନାଁ ଟି ସମସ୍ତଙ୍କ ହୃଦୟରେ ପୁଣି ଥରେ ତାଜା ହୋଇ ଉଠିବାକୁ ଯାଉଛି ବୋଲି କହିଛନ୍ତି କାକା | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଆଉ ଲୋକ ମାନେ ମଧ୍ୟ କାକା ଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।