ମାତ୍ର ୧ ଘଣ୍ଟା ରେ ( pregnancy ) ପିରିୟଡ଼ ଆସିବାର ଚମତ୍କରୀ ଉପାୟ

ତେବେ ବନ୍ଧୁଗଣ ମଣିଷ ଙ୍କ ପାଖରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ | ଆଉ ସେହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣେଇ ଥାଉ | ତେବେ ପିରିୟଡ଼ସ ଜନିତ ସମସ୍ୟା ଟି ମହିଳା ମାନଙ୍କ ପାଖରେ ଅଧିକ ପରିମାଣରେ ଦେଖା ଦେଇଥାଏ | ଆଉ ଅନିୟମିତ ଭାବରେ ପିରିୟଡ଼ସ ହେବା ଯୋଗୁ ମହିଳା ଆଉ ଝିଅ ମାନେ ବିଭିନ୍ନ ପ୍ରକାରର ଅସୁବିଧା ର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ | ତେବେ ଏହାର କାରଣ ଆମର ଖାଦ୍ୟ ଉପରେ ମଧ୍ୟ ନିର୍ଭର କରିଥାଏ ବୋଲି କୁହାଯାଇଛି | ତେବେ ଏହିଭଳି ଭାବରେ ପିରିୟଡ଼ସ ଜନିତ ସମସ୍ୟା କାହିଁକି ହୋଇଥାଏ, ଆଉ ସେଥିରୁ ମୁକ୍ତି ପାଇବା ପାଇଁ କେଉଁ ସବୁ ଉପାୟ କରିବା ଆସନ୍ତୁ ଜାଣିବା |

ପିରିୟଡ଼ସ ଜନିତ ସମସ୍ୟା କାହିଁକି ହୋଇଥାଏ :-

ତେବେ ଆମେ ଜାଣିଛି କି ମହିଳା ମାନଙ୍କର 28 ଦିନକୁ ଥରେ ପିରିୟଡ଼ସ ହେବା କଥା | ତେବେ ଏଥିରୁ ଯଦି ବ୍ୟତିକ୍ରମ ବାରମ୍ବାର ଦେଖା ଯାଇଥାଏ ତାହାକୁ ଆମେ ପିରିୟଡ଼ସ ଜନିତ ସମସ୍ୟା ବୋଲି କହୁ | ତେବେ ଏହି ପିରିୟଡ଼ସ ର ସମସ୍ୟା ଆମର ଖାଦ୍ୟ ର ଅନିୟମିତତା,ନିଶା ଦ୍ରବ୍ୟ ର ସେବନ କରୁଥିବା ମହିଳା,ଅଧିକ ଜଙ୍ଗ ଫୁଡ ଖାଇବା ମହିଳା , ଓଜନ ର ହ୍ରାସ ଆଉ ବୃଦ୍ଧି ହେବା ସହିତ ଅଧିକ ଷ୍ଟ୍ରେସ ନେବା ଓ ନିଦ୍ରା ଠିକ ଭାବରେ ନ ହେବା ଭଳି କାରଣରୁ ମହିଳା ଙ୍କ ପାଖରେ ଏହି ଭଳି ସମସ୍ୟା ଅଧିକ ଦେଖା ଯାଏ | ତାହେଲେ ଏଥିରୁ ମୁକ୍ତି ପାଇବାର କେତେକ ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା ଯାହାକୁ ବ୍ୟବହାର କରି ଆମ ଶରୀରକୁ ଗରମ କରି ପାରିବା ଓ ପିରିୟଡ଼ସ ହୋଇଯିବ |

ଆବଶ୍ୟକୀୟ ଉପକରଣ :-

ଅଦା ଜୁଆଣି, ଗୁଡ଼

ପ୍ରସ୍ତୁତି ପ୍ରଣାଳୀ :-..

ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମ କୁ ପ୍ରଥମେ ଅଦା ର ଆବଶ୍ୟକ ଅଛି | 5 ଇଞ୍ଚ ର ଗୋଟିଏ ଅଦା ନେଇ ତାହାକୁ ଭଲ ଭାବରେ ଛେଞ୍ଚି ଦେବା, ତାହା ପରେ 3 ଗ୍ଲାସ ପାଣି ନେଇ ସେଥିରେ ସେହି ଅଦା କୁ ପକାଇବା ଓ ପାଣି ଫୁଟିକି ଅଧା ହେଇଯିବ ପର୍ଯ୍ୟନ୍ତ ଫୁଟାଇବା | ତାହା ପରେ ତାହାକୁ ଛାଣି ଚାହା ଭଳି ପିଇବା | ତେବେ ସେଥିରେ ଆପଣ ଚାହିଁଲେ ଗୁଡ଼ ମିଶାଉ ପାରିବେ |

ତେବେ ସେହିଭଳି ଜୁଆଣି କୁ ମଧ୍ୟ ଆମେ ପାଣିରେ ପକାଇ ତାହାକୁ ଫୁଟାଇ, ଛାଣି ତାହାକୁ ଚାହା ଭଳି ବ୍ୟବହାର କରି ପାରିବା |

ବ୍ୟବହାର :-

ତେବେ ପ୍ରସ୍ତୁତ କରିଥିବା ଏହି ଉପଚାର କୁ ଦିନ ରେ 3 ଥର ସକାଳେ ଖାଲି ପେଟରେ ଖରାବେଳେ ଖାଲି ପେଟ ରେ ଓ ସନ୍ଧ୍ୟାରେ ଖାଲି ପେଟ ରେ ବ୍ୟବହାର କରି ପାରିବା | ତେବେ ଏହାକୁ ପିରିୟଡ଼ସ ଆସିବାର 5-7 ଦିନ ପୂର୍ବରୁ ବ୍ୟବହାର କରିବା ଆବଶ୍ୟକ |

ତେବେ ଏହା ବ୍ୟତୀତ ଆମେ ମାନେ ମେଥି ପାଣି, ଘିଅ, ହଳଦୀ ଵାଲା କ୍ଷୀର ଖାଇ ଆମେ ଏହିଭଳି ସମସ୍ୟାରୁ ମୁକ୍ତି ପାଇପାରିବା | ତେବେ ଏହିଭଳି ଘରେଇ ଉପଚାର କୁ ବ୍ୟବହାର କରିକି ଆମେ ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment