ପୁଣି ଆସିବାକୁ ଯାଉଛି ମେଘ ନନ୍ଦିନୀ… ସୁଟିଂ ଦେଖିବାକୁ ହଜାର ହଜାର ଲୋକ ଙ୍କ ଭିଡ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ବନ୍ଧୁଗଣ ଆପଣ ଙ୍କ ସମସ୍ତ ପାଇଁ ଦୀପାବଳି ରେ , ପିଣ୍ଟୁ ଭାଇ ଓ ରୂପା ଭାଉଜ ତାଙ୍କର ଫେନ ମାନଙ୍କ ପାଇଁ ଗୋଟିଏ ନୂଆ ଆଲବମ ଭେଟି ଭାବରେ ଦେବା କୁ ଯାଉଛନ୍ତି। ତେବେ ଶୁଟିଂ ଟି ହେବା କୁ ଯାଉଛି କେଉଁଝର ଠାରେ , ହଦଗଡ ଡ୍ୟାମ ନିକଟ କୁ ଯାଇଛନ୍ତି। ତେବେ ଏଥି ଲାଗି ସେମାନେ ସେହି ପାଖରେ ଗୋଟିଏ ହୋଟେଲ ରେ ରହିଥିଲେ ଆଉ ସେଠାରୁ ଭୋର ୩ ରୁ ସୁଟିଂ ସେଟ ରୁ ଯାଇଛନ୍ତି। ତେବେ ସେଠାରେ ସେମାନେ ସୁଟିଂ କରିବା ପୂର୍ବରୁ ଖଣ୍ଡଧରା ଜଳ ପ୍ରପାତ ପାଖକୁ ଯାଇଛନ୍ତି ଆଉ ସେହି ରାସ୍ତା ରେ ମଧ୍ୟ ଖୁବ ମଜା ମସ୍ତି ହୋଇଛି।

ତେବେ ଏହା ପରେ ସୁଟିଂ ସେଟ ରେ ଯାଇ ପହଞ୍ଚିଛନ୍ତି ତେବେ ସେହି ସ୍ଥାନ ଟି ପୁରା ପାହାଡ଼ ଓ ଝରଣା ରେ ଆଚ୍ଛାଦିତ ରହିଛି। ଆଉ ସ୍ଥାନ ଟି ଏତେ ସୁନ୍ଦର ହୋଇଛି କି ଆପଣ ଦେଖିଲେ ନିଶ୍ଚିତ ଜାଣି ପାରିବେ। ତେବେ ଏହି ଆଲବମ ଟି ପିଣ୍ଟୁ ଭାଇ ଓ ରୂପା ଭାଉଜ ଙ୍କ ର ଏହି ଆଲବମ ଟି ତାଙ୍କର ପୂର୍ବ ଆଲବମ ଭଳି ବହୁତ ସୁନ୍ଦର ହୋଇଛି ଯାହାର ନାମ ରହିଛି “ମେଘ ନନ୍ଦିନୀ”।ତେବେ ଏହି ମଧ୍ୟରେ ପିଣ୍ଟୁ ଭାଇ ରୁପା ଭାଉଜ ଙ୍କୁ ଛାଡି ଟିକେ ମଜା ମସ୍ତି କରିଛନ୍ତି ଯାହାକି ସମସ୍ତ ଙ୍କୁ ଖୁବ ପସନ୍ଦ ଆସିବ ନିଶ୍ଚିତ ଏବଂ ଶେଷ ରେ ଅଧ ରାତ୍ରି ରେ ସେମାନେ ସୁଟିଂ ଶେଷ କରି ଘର କୁ ଫେରିଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment