ରୋଷେଇ ଘରେ ପ୍ରଭୁ ଜଗନ୍ନାଥ… ଆଶ୍ଚର୍ଯ୍ୟ ଲାଗିଲେ କଥାଟି ସତ… ଭିଡ଼ିଓ ଦେଖିଲେ ହୋସ ଉଡିଯିବ… ଦେଖନ୍ତୁ Video

ଭାବ ବିନୋଦିଆ ସେ କଳା ଠାକୁର, ଭକ୍ତ ପ୍ରେମରେ ପାଗଳ ସେହି କାଳିଆ ଠାକୁର ,ତାଙ୍କର ଲୀଳା ଅପାର ସେ ଅନନ୍ତ ସାଧାରଣ ମଣିଷ ଟିଏ କିପରି ବା ବୁଝିବ ତାଙ୍କର ଏହି ଲୀଳା କୁ। କେତେ ବେଳେ ସେ ସାଗ ପଖାଳ ରେ ତ, କେତେ ବେଳେ ଭକ୍ତ ର ନଡ଼ିଆ ରେ ,କେତେବେଳେ ସେ କଛା କୁଡ଼ିଆ ରେ ତ କେତେ ଭକ୍ତ ଙ୍କର ବିଶ୍ୱାସ ରେ। ବନ୍ଧୁଗଣ କୁହାଯାଏ ଭକ୍ତି ଓ ବିଶ୍ୱାସ ରେ ଭଗବାନ ରହିଥାନ୍ତି। ଆଉ କେତେବେଳେ ଯେଉଁ ରୂପ ରେ ସେ ତାଙ୍କ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ତାହା କେବଳ ପ୍ରଭୁ ଜଗନ୍ନାଥ ଙ୍କୁ ହିଁ ଜଣାଥାଏ।

ତେବେ ବନ୍ଧୁଗଣ ଆମ ଜଗତର ନାଥ ଶ୍ରୀ ଜଗନ୍ନାଥ ପୁଣି ଥରେ ନୂଆ ରୂପରେ ଜଣେ ଯୁବତୀ ଙ୍କର ପରଟା ରେ ଆବିର୍ଭାବ ହୋଇଛନ୍ତି ,ଯାହାକୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ହେଉଛି। ତେବେ ଘଟଣା ଟି କିଛି ଏହିପରି ରହିଛି କି ସୋର ର ରାଜଲକ୍ଷ୍ମୀ ନାମକ ଜଣେ ମହିଳା ପରିବାର ଲୋକଙ୍କ ର ଖାଇବା ପାଇଁ ପରଟା ତିଆରି କରୁଥିବା ବେଳେ ସେହି ପରଟା ରେ ଦର୍ଶନ ଦେଇଛନ୍ତି ପ୍ରଭୁ ଜଗନ୍ନାଥ। ଚକାଡ଼ଳା ସେ କାଳିଆ ଠାକୁର ମହିଳା ଙ୍କର ହାତ ତିଆରି ପରଟା ରେ ଆବିର୍ଭାବ ହୋଇଛନ୍ତି ,ଯେଉଁ ଘଟଣା ଟି ବର୍ତ୍ତମାନ ବହୁତ ଭାଇରଲ ହେବାରେ ଲାଗିଛି।

ତେବେ ସମ୍ପୂର୍ଣ୍ଣ ଘଟଣା ଟି କିଛି ଏହିପରି ଥିଲା କି, ସୋର ର ଜଣେ ବହୁ ନମିତା ଗତକାଲି ରାତିରେ ପରିବାର ଲୋକଙ୍କ ଖାଇବା ପାଇଁ ପରଟା ତିଆରି କରିଥିଲେ। କିନ୍ତୁ ସେ ପରଟା ତିଆରି କରିବା ପରେ ଗୋଟିଏ ପରଟା ରେ ସେ ଯେଉଁ ଦୃଶ୍ୟ ଦେଖିଥିଲେ ତାହା ସେ ବିଶ୍ୱାସ କରିପାରିଲେ ନାହିଁ। ସେ ଗୋଟିଏ ପରଟା ରେ ପ୍ରଭୁ ଜଗନ୍ନାଥଙ୍କ ର ମୁଁହ କୁ ଦେଖିବାକୁ ପାଇଲେ। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ଏବଂ ଖୁସି ରେ ପାଗଳ ମଧ୍ୟ। ତେବେ ରାଜଲକ୍ଷ୍ମୀ ଙ୍କର ପରଟା ରେ ଭଗବାନ ଙ୍କୁ ଦେଖି ବହୁତ ଖୁସି ହେଲେ ଏବଂ ତାଙ୍କୁ ପୂଜା କରିବା କୁ ସାଲା ଦେଇଥିଲେ।

ତେବେ ଧୀରେ ଧୀରେ ଏହି ଘଟଣା ଟି ଚାରିଆଡେ ବ୍ୟାପି ଗଲା ଆଉ ବର୍ତ୍ତମାନ ପରଟା ରେ ଆବିର୍ଭାବ ହୋଇଥିବା କଳା ଠାକୁର ଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଙ୍କର ଭିଡ଼ ଲାଗିଛି। କିଏ ଏହାକୁ ଭଗବାନ ଙ୍କର ଖେଳ ବୋଲି କୁହନ୍ତି ତ କିଏ କହୁଛନ୍ତି ଏହା ଭକ୍ତ ର ଭକ୍ତି ପାଇଁ ସମ୍ଭବ ହୋଇପାରିଛି ବୋଲି। ତେବେ ରାଜଲକ୍ଷ୍ମୀ ଙ୍କର ପୁରୀ ଯିବା ର ଯେଉଁ ସ୍ୱପ୍ନ ଥିଲା ତାହାକୁ ଭଗବାନ ନିଜେ ଦର୍ଶନ ଦେଇ ପୂରଣ କରିଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିବା ସହ ଭକ୍ତ ମାନଙ୍କ ର ଭିଡ଼ ରାଜଲକ୍ଷ୍ମୀ ଙ୍କର ଘର କୁ ଲାଗିରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment