Odisha News Portal

ରୋଷେଇ ଘରେ କେବେବି ଅନ୍ୟକୁ ଦିଅନ୍ତୁ ନାହିଁ ଏହି 5 ଟି ଜିନିଷ ! ନଚେତ୍ ହୋଇପାରେ ସର୍ବନାଶ ….

ଆଜି ଆମେ ଆପଣ ମାନଙ୍କୁ ଏମିତି ଜିନିଷ ବିଷୟରେ କହିବୁ ଯାହାକି କେବେବି ରୋଷେଇ ଘରୁ ସରିବା ଉଚିତ ନୁହେଁ । ଯଦି ରୋଷେଇ ଘରେ ଏହି ଜିନିଷ ନାହିଁ ତେବେ ଆପଣ ମାନେ କଙ୍ଗାଳ ହୋଇଯିବେ । ଏହା ସହିତ ଆପଣଙ୍କର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହୋଇଯିବେ । ସମସ୍ତ ପ୍ରକାର ବ୍ୟାପାର ବାଣିଜ୍ୟରେ କ୍ଷତି ଘଟିପାରେ । ତେଣୁ ଆପଣ ମାନେ କେବବେି ଏହି ପାଞ୍ଚଟି ଜିନିଷକୁ ରୋଷେଇ ଘରେ ସରିବାକୁ ଦିଅନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ପାଞ୍ଚଟି ଜିନିଷ ।

1–ଅଗ୍ନି

ଆଗକାଳରେ ଲୋକମାନେ ଚୁଲିରେ ରୋଷେଇ କରୁଥିଲେ ମାତ୍ର ଏବେକା ସମୟରେ ହିଟର ଏବଂ ଗ୍ୟାସରେ ଲୋକମାନେ ରୋଷେଇ କରୁଛନ୍ତି । ଯାହା ଫଳରେ କି ତାହା ଦ୍ୱାରା ଅଗ୍ନି ଦେବ ଘରେ ରହୁ ନାହାନ୍ତି । ତେଣୁ ଅଗ୍ନି ଦେବ ପଞ୍ଚତତ୍ତ୍ୱ ମଧ୍ୟରୁ ଗୋଟିଏ ବୋଲି ମାନାଯାଏ , ତେଣୁ ଆପଣ ମାନେ ଅଗ୍ନି ଦେବଙ୍କୁ କେବେବି ଘରେ ସରିବାକୁ ଦିଅନ୍ତୁ ନାହିଁ । ଏହା ସହିତ ଆପଣଙ୍କର ଗ୍ୟାସ , ସିଲିଣ୍ଡର ସରିବା ପୂର୍ବରୁ ନୂଆ ସିଲିଣ୍ଡର ଆଣି ଘରେ ରଖନ୍ତୁ । ଏହାର ଅର୍ଥ ରୋଷେଇ ଘରେ କେବେବି ଅଗ୍ନିକୁ ସାରନ୍ତୁ ନାହିଁ ।

2–ଅଟା ଏବଂ ଚାଉଳ


ଆପଣଙ୍କର ରୋଷେଇ ଘରେ ଅଟା ଏବଂ ଚାଉଳ ସରିବା କେବେବି ଉଚିତ ହୋଇନଥାଏ । ଯଦି ଘରେ ଏହି ସମସ୍ତ ଜିନିଷ ସରିଯାଏ ତେବେ ଘରେ ରାହୁ , କେତୁ ପ୍ରବେଶ କରିବା ସହିତ ସମାନ ହୋଇଥାଏ । ସେହି ବ୍ୟକ୍ତି ଯେତେ ଉପାୟ କଲେ ମଧ୍ୟ ତାର ଘରୁ ଦରିଦ୍ରତା ହଟେ ନାହିଁ । ଯେଉଁ ଘରେ ଅଟା , ଚାଉଳ ସର୍ବଦା ରହିଥାଏ ସେହି ଘରେ ଦେବୀ ଅନ୍ନପୂର୍ଣ୍ଣା ସର୍ବଦା ବାସ କରନ୍ତି ।

3–ହଳଦୀ

ହଳଦୀ ହେଉଛି ଭଗବାନ ବିଶ୍ନୁଙ୍କର ମାନାଯାଏ ଏବଂ ଯେଉଁ ଘରେ ଭଗବାନ ବିଷ୍ନୁ ରହିଥାନ୍ତି ମାତା ଲକ୍ଷ୍ମୀ ଆପେ ଆପେ ସେହି ଘରେ ବାସ କରିଥାନ୍ତି । ଯଦି ଆପଣଙ୍କର ରୋଷେଇ ଘରେ ହଳଦୀ ସରିଯାଏ ତେବେ ମାତା ଲକ୍ଷ୍ମୀ ସେହିଠାରୁ ଦୂରେଇ ଯାଆନ୍ତି । ଯାହା ଦ୍ୱାରା ଆପଣ ମାେ ଭିକାରୀ ପାଲଟି ଯାଇ ପାରନ୍ତି ।

4–ଲୁଣ

ପ୍ରାଚୀନ କାଳରେ ଲୋକମାନେ ଲୁଣ ବସ୍ତା ରଖୁଥିଲେ ଯେଉଁଥିପାଇଁ ଲୁଣ ଆଉ କିଣିବାକୁ ପଡୁନଥିଲା । ଯେଉଁ ଘରେ ଲୁଣ ରହିଥାଏ ସେହି ଘରେ ନକରୀତ୍ମକ ଶକ୍ତି ପ୍ରବେଶ କରିନଥାଏ । ରୋଷେଇ ଘରେ ଲୁଣ ନଥିଲେ ଆପଣଙ୍କର ଜୀବନରେ ଏବଂ ଆପଣଙ୍କର ଘରୁ ଧନର ସ୍ୱାଦ ମିଳିନଥାଏ । ଅର୍ଥାତ ଆପଣଙ୍କର ପାଖରେ କେବେବି ଧନ ରହିନଥାଏ ।

5–ଜଳ

ଆପଣ ମାେ ଜାଣିଥିବେ କି ଦଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ । ଯଦି ଆପଣଙ୍କର ରୋଷେଇ ଘରେ ଜଳ ରହିନଥାଏ ତେବେ ଆପଣଙ୍କର ର୍ବନାଶ ଘଟିବାକୁ ଯାଉଛି । ଯେଉଁ ଘରେ ଜଳ ରହିଥାଏ ସେହି ଘରେ ହସର ଲହରୀ ସର୍ବଦା ଖେଳି ରହିଥାଏ । ଯଦି ଯେଉଁ ରୋଷେଇ ଘରେ ଜଳ ନଥାଏ ସେହିଠାରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ଧନର ଅଭାବ ମଧ୍ୟ ଦେଖା ଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।