ଦେଖନ୍ତୁ viral ଭିଡ଼ିଓ- ଓଡ଼ିଆ ଲୋକ ପ୍ରିୟ ହିରୋଇନ ରିୟା ଦେଙ୍କ (Riya) ବାହାଘର ପୂର୍ବରୁ ନିଜ ମେହେନ୍ଦି ରସମର ରୋମାଣ୍ଟିକ ଭିଡିଓ ଦେଖନ୍ତୁ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବେଶ କିଛି ଦିନ ହେବ ରିୟା ଙ୍କର ଏନଗେଜମେଣ୍ଟ କୁ ନେଇକି ଭିଡ଼ିଓ ମାନ ଭାଇରାଲ ହେଉଥିବା ବେଳେ | ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ରିୟା ଙ୍କର ମେହେନ୍ଦି ଫାଂକସନ ର ଏକ ଭିଡ଼ିଓ | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ଓଲିଉଡ଼ ହିରୋଇନ ରିୟା ବେଶ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି ଷ୍ଟେଜ ଉପରେ ତାହା ପୁଣି ତାଙ୍କର ସାଙ୍ଗ ମାନଙ୍କ ସହିତ ଓ ରିୟା ମଧ୍ୟ ବେଶ ଖୁସି ଥିବାର ନଜର ଆସିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଅଭିନୟ ର ଯାଦୁ ରେ ଦର୍ଶକ ମାନ ଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଅଲିଉଡ ର ସୁନ୍ଦରୀ ଅଭିନେତ୍ରୀ ରିୟା| ତେବେ ଚୁଳ ବୁଲି ଅଭିନେତ୍ରୀ ଜଣଙ୍କ ଅନେକ ଓଡ଼ିଆ ଫ୍ଲିମ ରେ ନିଜର ଅଭିନୟ ର ଝଲକ ଦେଖାଇ ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଥିବା ସେହି ଚୁଳ ବୁଲି ନାୟିକା ଜଣଙ୍କ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ଆଉ ଯାହା ଜଣ ପଡିଛି ରିୟା ପ୍ରେମ ବିବାହ କରିବେ ଆଉ ତାହା ପୁଣି ଜଣେ ବିଜ ନେସମେନ ସୁନୀଲ ଙ୍କ ସହିତ |

ଆଉ ଯାହା କୁହାଯାଉଛି କି ଆଗକୁ ଆପଣ ମାନେ ରିୟା ଙ୍କର ଏନଗେଜମେଣ୍ଟ ର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିଥିବେ ତେବେ ବର୍ତ୍ତମାନ ହେଉ ଭିଡ଼ିଓ ଟି ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ରିୟା ଙ୍କର ମେହେନ୍ଦୀ ଫାଂସନ ର କିଛି ଭିଡ଼ିଓ | ଆଉ ଯେଉଁଠି ରିୟା ଙ୍କର ହାତ ରେ ସୁନ୍ଦର ଭାବରେ ମେହେନ୍ଦି କରୁଛନ୍ତି | ଆଉ ତାହା ସହିତ ତାଙ୍କର ସାଙ୍ଗ ମାନଙ୍କ ସହିତ ବେଶ ଖୁସି ମନାଉଥିବାର ମଧ୍ୟ ଦେଖିବାକୁ ମିଳିଛି ଏହି ଭିଡ଼ିଓ ଟିରେ | ଆଉ ତାହା ସହିତ ରିୟା ମଧ୍ୟ ବେଶ ଖୁସି ଅଛନ୍ତି ତାଙ୍କର ବିବାହ କୁ ନେଇକି |

ତେବେ ରିୟା ଙ୍କ ସହିତ ଖୁସି ମୋନାଇବାରେ ଲାଗିଛନ୍ତି ତାଙ୍କର ସାଙ୍ଗ ମାନେ | ଆଉ ଯାହା କୁହାଯାଉଛି କି ରିୟା ଙ୍କ ର ସାଙ୍ଗ ମାନେ ମଧ୍ୟ ମେହେନ୍ଦି କରୁଛନ୍ତି ଓ ରିୟା ଙ୍କ ସହିତ ଡାନ୍ସ ମଧ୍ୟ କରୁଛନ୍ତି | ଆଉ ରିୟା ଙ୍କର ପରିବାର ଲୋକ ମାନେ ମଧ୍ୟ ଏହି ଫାଂସନ ରେ ମୋଜା ମସ୍ତି କରୁଥିବାର ନଜର ଆସିଥିଲେ | ତେବେ ବେଶ ଧୁମ ଧାମ ରେ ରିୟା ଙ୍କର ମେହେନ୍ଦି ସେରିମନି ହେଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment