Viral Video -ଗାଈ ପାଖରୁ ନୁହଁ ରିଫାଇନ ଆଉ ସୋର୍ଫ କୁ ମିଶାଇ ତିଆରି ହେଉଛି ନକଲି କ୍ଷୀର,ଆଉ ପୋଲିସ ଜାଣିଲା ଯାହା କରିଲା… ଦେଖିଲେ ଆପଣଙ୍କ ହୋସ ଉଡିଯିବ …

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଜି କାଲି କେତେ ପରିମାଣରେ ନକଲି ଜିନିଷ ର ବ୍ୟବହାର ଲୋକ ମାନେ କରିବାକୁ ଲାଗିଛନ୍ତି | ଆଉ ଯାହା ଯୋଗୁ ଲୋକ ମାନଙ୍କର ସ୍ୱାସ୍ଥ୍ୟ ସହିତ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଉଛି ବୋଲି କୁହାଯାଉଛି | ଆଉ ସେହି ଭଳି ଶରୀର ପାଇଁ ଆବଶ୍ୟକ ହେଉଥିବା କ୍ଷୀର କୁ ମଧ୍ୟ ଏବେ ଲୋକ ମାନେ ନକଲି କରିବାରେ ଲାଗିଲେଣି |ଆଉ ଯାହା କୁହାଯାଉଛି କି ଗାଈ ବି ଏତେ ଭଲ କ୍ଷୀର ଦେଇପାରିବନି ଯେମିତି କ୍ଷୀର କୁ ତିଆରି କରାଯାଉଛି ବିଭିନ୍ନ ପ୍ରକାରର କେମିକାଲ କୁ ଦେଇକି | ଆଉ ସେହି ଭଳି ଏକ ଜାଗାରେ ନକଲି କ୍ଷୀର କାରବାର କୁ ଜବତ କରିଛି ପୋଲିସ | ଆଉ ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି |ଆସନ୍ତୁ ତାହେଲେ ସେହି ନକଲି କ୍ଷୀର ବିଷୟରେ ଜାଣିବା |
ତେବେ ଯାହା କୁହାଯାଉଛି କି ଆଉ ଗାଈ ନୁହଁ ରିଫାଇନ ଆଉ ସୋର୍ଫ ରୁ ବାହାରିବ କ୍ଷୀର, ପୁରା ଧଳା ଅରିଜିନାଲ କ୍ଷୀର ଭଳି | ଟିକିଏ ବି ସନ୍ଦେହ ଆସିବନି | ଆଉ ମହକ ବି ଠିକ କ୍ଷୀର ଭଳି ରହିବ ବୋଲି କୁହାଯାଉଛି | ଆଉ ଯେଉଁଠି କୁହାଯାଉଛି କି ଖାଇବା ଠାରୁ ଆରମ୍ଭ କରିକି ଲଗେଇବା ଆଉ ପିନ୍ଧିବା ପର୍ଯ୍ୟନ୍ତ ସବୁଥିରେ ନକଲି ଜିନିଷ ମିଳୁଛି | ଆଉ ବର୍ତ୍ତମାନ ନକଲି କ୍ଷୀର ସମସ୍ତଙ୍କ ପାଇଁ କାଳ ହୋଇଛି ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କି ଡିଟରଜେଣ୍ଟ, ରିଫାଇନ ସହିତ କିଛି ସିନ୍ଥେଟିକ କୁ ମିଶାଇ ପ୍ରସ୍ତୁତ କରୁଛନ୍ତି କ୍ଷୀର | ଆଉ ଗାଈ ମଧ୍ୟ ଏମିତି କ୍ଷୀର ଦେଇ ପାରିବନି ବୋଲି କୁହାଯାଉଛି |


ତେବେ ମିଳିଥିବା ସୂଚନା ଅନୁସାରେ ଅଗ୍ରା ର ଏତନାତ ପୁର ରେ କେତେକ କ୍ଷୀର ଦଲାଲ ମାନେ ମିଶିକି କରୁଥିଲେ କ୍ଷୀର ବ୍ୟବସାୟ | ଆଉ ଯାହା କୁ ତିଆରି କରି ପାଖ ବଜାରରେ ବିକ୍ରି କରୁଥିଲେ କ୍ଷୀର | ଆଉ ଏହାର ଖବର ପାଇବା ମାତ୍ରେ ଏଫ. ଏସ. ଡ଼ି ର ଟିମ ଛଡାଇ କରିଥିଲା ବିହରିପୁର ର ରାଜେନ୍ଦ୍ର ସାହୁ ଙ୍କର ଡ଼ାଇରୀ ଫାର୍ମ କୁ | ଆଉ ସେହି ଫାର୍ମ ରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ମଧ୍ୟ ମିଳିଛି ବୋଲି କୁହାଯାଉଛି |

ଆଉ ତାହା ସହିତ ଡ୍ରମ ରେ ଭର୍ତ୍ତି ହୋଇ ରହିଥିବା କ୍ଷୀର ର ନମୁନା କୁ ପୋଲିସ ଯାଞ୍ଚ ପାଇଁ ପଠାଇଛି | ଆଉ ଯାହା କୁହାଯାଉଛି କି 650 ଲିଟର କ୍ଷୀରରେ ପୋକ ପଡିଥିବାରୁ ପୋଲିସ ତାହାକୁ ଢାଳି ଦେଇଛି ବୋଲି ମଧ୍ୟ କୁହାଯାଉଛି |ଆଉ ଘଟଣା ସ୍ଥଳରେ ମାଲଟ୍ରଡେସଟିନ, ଦୁଇ ଲିଟର ରିଫାଇନ ତେଲ, ଅଜଣା କେମିକାଲ ଓ ଡିଟରଜେଣ୍ଟ କୁ ପୋଲିସ ଜବତ କରିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment