ରିଅଲ ହିରୋ ଦୁଇ ଯବାନ ,ରାତି ଅଧରେ ବାଇକ ଖରାପ ହୋଇଥିବା ସ୍ୱାମୀ-ସ୍ତ୍ରୀ ଓ କୁନି ଝିଅକୁ କଲେ ଏମିତି… ଦେଖିଲେ ଆପଣ ଙ୍କ ହୋସ ଉଡିଯିବ… ନିଶ୍ଚୟ ଦେଖନ୍ତୁ ଏହି Video

ବିଭିନ୍ନ ସମୟରେ ଅଜାଣତରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଭଗବାନ ମଧ୍ୟ ସହଯୋଗ କରି ଥାଆନ୍ତି ଯାହା ଦେଖିବାକୁ ମିଳି ଥାଏ।ଆଉ ଏମିତି କିଛି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବାର ନଜର ରେ ଆସିଥାଏ। ଆଉ ଆପଣ ମାନେ ଜାଣିଥିବେ ଦୁନିଆରେ ବିପଦ ସମୟରେ କେହି ସାହାର୍ଯ୍ୟ କରି ନ ଥାଆନ୍ତି ଯାହା ଅଧିକାଂଶ ସମୟରେ ସାମ୍ନା କରିଥିବେ।ଆଉ ଏଠାରେ ଏମିତି ଏକ ଘଟଣା ଦେଖିବାକୁ ମିଳୁଛି ତାହାକୁ ଦେଖିବା ପରେ ସାବସ ନ କହି ରହି ହେବନି। ଦୁଇ ଯବାନ ଙ୍କର ଏମିତି ମାନବିକତା ତାହା ଜାଣିବା ପରେ ଚମକି ପଡିବେ।

ଏହି ଦୁଇ ଯବାନଙ୍କର ଏତେ ବଡ଼ ହୃଦୟ ଯାହା ସମସ୍ତଙ୍କୁ ଆଚଙ୍କିତ କରି ଦେଇଛି। ତାଙ୍କର ଭିନ୍ନ ମାନବିକତା ପାଇଁ ଆଜି ନୂତନ ପରିଚୟ ସୃଷ୍ଟି କରିଛନ୍ତି। ଆଉ ଏହି ସମୟରେ ଯେପରି ଭଗବାନ ଙ୍କ ପରି ନିଜର କର୍ତ୍ତବ୍ୟ କରି ଥିବାର ନଜର ଆସିଛି। ଆଉ ଦୁଇ ଯବାନ ଏଠାରେ ଏମିତି ସାହାର୍ଯ୍ୟ ର ହାତ ବଢ଼ାଇ ସମାଜକୁ ପ୍ରେରଣା ଦେଇଛନ୍ତି। ଆଉ ସେଠାରେ ଦୁଇ ଜଣ ସ୍ୱାମୀ ଓ ସ୍ତ୍ରୀ ଏବଂ ଶିଶୁ ଟି ବାଇକ ରେ ଯିବା ସମୟରେ ଏହିଭଳି ଅଘଟଣ ଘଟି ଗଲା ଆଉ ଏତେ ରାତିରେ କେହି ରାସ୍ତାରେ ନଥିଲେ। ଆଉ ସେହି ସମୟରେ ଭଗବାନ ରୂପକ ଦୁଇ ଯବାନ ବାଟ ରେ ଯାଉଥିଲେ।

ଏହି ଘଟଣା ରେ କୁନି ଶିଶୁ ସହିତ ବାପା ଓ ମା ଯିବା ସମୟରେ ବାଇକ ର କିଛି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ଆଉ ପରବର୍ତ୍ତୀ ସମୟରେ ଗାଡି ଟି ଚାଲି ନଥିଲା। ସେହି ସମୟରେ ବହୁତ ରାତି ହୋଇଥାଏ ଆଉ କିଏ ବା ସାହାର୍ଯ୍ୟ କରିବା ଏଠାରେ। ଆଉ ଯେପରି ଭଗବାନ ଙ୍କ ନିର୍ଦେଶ ଅନୁସାରେ ଦୁଇ ଯବାନ ବାଇକ ରେ ଆସୁଥିଲେ ଏବଂ ଏହିପରି ଅସୁବିଧା ଦେଖି ସଂଗେ ସଂଗେ ସହଯୋଗର ହାତ ବଢାଇ ଥିଲେ। ନିଜ ବାଇକ ସେହି ସ୍ୱାମୀ ଓ ସ୍ତ୍ରୀ ଙ୍କୁ ସଂଗେ ସଂଗେ ଦେଇଥିଲେ ଆଉ ଖରାପ ବାଇକ କୁ ସାଙ୍ଗ ରେ ନେଇକି ଯାଇଥିଲେ। ଆଉ ଏହି ଘଡିସନ୍ଧି ମୁହୂର୍ତ୍ତରେ କିଏ ଆସି ଥାଆନ୍ତା ସହାୟତା କରିବା ପାଇଁ।

ଏଠାରେ ଦୁହିଁଙ୍କର ସହଯୋଗ ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଆଉ ଏମିତି ସମୟରେ ଏହିଭଳି କାମ ତାଙ୍କର ଯାହା ସମସ୍ତେ ପ୍ରଶଂସା କରିଛନ୍ତି। ଆଉ ଏହି ଭିଡ଼ିଓ ଟି ନିକଟ ରେ ଥିବା ସିସିଟିଭି ରେ ସବୁ ରେକର୍ଡ ହୋଇ ଯାଇଛି ଆଉ ଏହା ପରବର୍ତୀ ସମୟରେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଏହାକୁ ଦେଖିବା ପରେ ଦୁଇ ଯବାନଙ୍କର ଏମିତି କାମ ତାହାକୁ ଯେତେ ପ୍ରଶଂସା କଲେ କମ ହୋଇ ଯିବ।ଆଉ ବିପଦ ସମୟରେ ଭଗବାନ ଯାହା ହେଉ ସହାୟତାର ହାତ ବଢ଼ାଇଛନ୍ତି ବୋଲି ସମସ୍ତେ କହୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment