ରିୟଲିଟି ସୋ’ର ଅଜବ ପ୍ରଶ୍ନ, ମୁହଁ ଖୋଲିଲେ ସମ୍ବିତ… କହିଲେ ଏମିତି… ଦେଖନ୍ତୁ Video

ହଁ ବନ୍ଧୁ ଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଆଜିର ସେସିଆଲ ମିଡ଼ିଆ ଯୁଗରେ ସମସ୍ତେ ନିଜ ନିଜ ଭିତରେ ଥିବା ଟେଲେଣ୍ଟ ଓ ପ୍ରତିଭାକୁ ଦେଖାଇବା ପାଇଁ ଚାହୁଁଛନ୍ତି ଆଉ ସେଥିପାଇଁ ମଧ୍ୟ ଆମକୁ ବିଭିନ୍ନ ପ୍ରକାରର ଚେନ୍ନାଲ ରେ ହେଉଥିବା ରିୟାଲିଟି ସୋ ସାହାଯ୍ୟ କରୁଛି| ଯଦି ଚଳଚିତ୍ର ଲାଇନରେ ଯିବା ପାଇଁ ଆପଣମାନେ ଚାହୁଁଥିବେ ତାହେଲେ ଏହି ପ୍ରକାରର ଟିଭି ଶୋ ରେ ହେଉଥିବା ରିୟାଲିଟି ଶୋରେ ଭାଗ ନେଇ ଆପଣଙ୍କର ସ୍ୱପ୍ନକୁ ପୂରଣ କରିପାରିବେ, କିନ୍ତୁ ବେଳେ ବେଳେ ଏମିତି ପ୍ରଶ୍ନ ରିୟାଲିଟି ଶୋ ବିଶେଷ କରି ରଜ କୁଇନ ଅଡିସନରେ ପଚାରା ଯାଇଥାଏ , ଯାହା ଓଡିଏନ୍ସ ମାନଙ୍କୁ ଚିନ୍ତାରେ ପକାଇଥାଏ | ତେବେ ଏହି ସବୁ ବିଷୟରେ ଆସନ୍ତୁ ଜାଣିବା ସମ୍ବିତ କଣ କହିଛନ୍ତି |

ତେବେ ରିୟାଲିଟି ସୋ ରେ ପଚାର ଯାଉଥିବା ଏଭଳି କିଛି ପ୍ରଶ୍ନ ଯାହା ବହୁତ ସମୟରେ ଭାଇରାଲ ହେବା ସହିତ , ପଚାରୁଥିଲା ବିଚାରକ ମାନଙ୍କୁ ମଧ୍ୟ ଟ୍ରୋଲ କରିଥିଲେ ଯୋଉମାନେ ଏଭଳି ପ୍ରଶ୍ନ ପିଚାରିଥିଲେ |କେବଳ ସେତିକି ନୁହଁ ଏହିଭଳି ପ୍ରଶ୍ନକୁ ନେଇକି ରୋଷ୍ଟ ଭିଡିଓ ମଧ୍ୟ ବନାଯାଇଥିଲା,ତେବେ ଏଭଳି ଭିଡ଼ିଓ ହୋଇଥିଲା କି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବା ସହିତ , ଟ୍ରୋଲ ମଧ୍ୟ ହେଇଥିଲା |

ତେବେ ଦର୍ଶକ ମାନେ ଏହି ଭଳି ପଚାର ଯାଉଥିବା ଅଜବ ପ୍ରଶ୍ନକୁ ନେଇକି ବହୁତ ଗୁଡିର ପ୍ରଶ୍ନ ପଚାର ଯାଇଥିଲା ଅଭିନେତା ମାନଙ୍କୁ,ଏବଂ ଏହି ଭଳି ପୋଚରାଯାଉଥିବା ପ୍ରଶ୍ନର ଖୁଲାସା ମଧ୍ୟ କରିଛନ୍ତି ସମ୍ବିତ ଆଉ ଗଣ ମାଧ୍ୟମରେ ଖୁଲାସା କରିଛନ୍ତି ଏହି ସବୁ ଟ୍ରୋଲ ବିଷୟରେ |ସମ୍ବିତ ପଚାରୁ ଥିବା ଥିବା ଗଣ ମାଧ୍ୟମରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ କି ବିଚାରକ ମାନେ ଯାହାବି ପ୍ରଶ୍ନ ପଚାରନ୍ତି କେହି ମନକୁ ମନ ପଚାରନ୍ତି ନାହିଁ ଚେନ୍ନାଲ ତରଫରୁ ସେମାନଙ୍କୁ ଯୋଉ ପ୍ରଶ୍ନ ପଚାରିବାକୁ ଦିଆଯାଏ, ସେମାନେ ସେହି ପଚାରନ୍ତି |

ତେବେ ଏପରି ପ୍ରଶ୍ନ ପଚାରିବା ପକ୍ଷରେ ସେମାନଙ୍କର କିଛି ଖରାପ ଉଦେଶ୍ୟ ନାହିଁ, ତାହା ଛଡା ଯୋଉ ଝିଅକୁ ପଚାର ଯାଇଥିଲା କି ଚକୁଳି ପିଠାର କେତୋଟି କଣା ରହିଛି, ଆଉ ତାର ଉତ୍ତରରେ ଝିଅଟି କହିଥିଲା କି ଆମେ ପିଠା ଖାଉଥିବା ଲୋକ ବିନ୍ଧ କାହିଁକି ଗଣିବୁ , ତେବେ ସେହି ଝିଅ ଏବେବି ତାଙ୍କର କଣ୍ଟାକ୍ତରେ ଅଛି ଓ କଥା ମଧ୍ୟ ହେଉଛି, କିନ୍ତୁ ଏବେ ବହୁତ ଗୁଡିଏ ଏୟୁଟୁବ ଚେନାଲ ଅଛି ଯାହା ତାଙ୍କର ସମସ୍ତ ଫିଲ୍ମ ଯେତେ ଭଲ କରିଲେ ବି ପ୍ରସଂଶା କରୁନି ଓ ତାଙ୍କୁ ରୋଷ୍ଟ କରିବାରେ ଲାଗିଛି |

ଏହାଛଡା ତାଙ୍କ ପାଖକୁ ମେସେଜ ଆସୁଛି କି ତାଙ୍କ ନାଁ ରେ ରୋଷ୍ଟ ଭିଡିଓ ବନାଇ ଚେନାଲ ମାନଙ୍କୁ ବହୁତ ପଇସା ମଧ୍ୟ ମିଳୁଛି, ତେବେ ସମ୍ବିତଙ୍କ କହିବା କଥାକି ରିୟାଲିଟି ଶୋରେ ପଚାରା ଯାଉଥିବା ପ୍ରଶ୍ନରେ ସେମାନଙ୍କର କିଛିବି ଭୂମିକା ନାହିଁ, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment