ମହା ଖୁଲାସା ! ଅର୍ଚ୍ଚନା ଘରେ ମୋ ଫିଲ୍ମ ସୁଟିଂ କରିଥିଲି… ଏ ନେଇ କଣ କହୁଛନ୍ତି ସୁଧାକର ବସନ୍ତ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ରାଜଧାନୀ ଭୁବନେଶ୍ବର ର ଯୁବତୀ ଅର୍ଚ୍ଚନା ନାଗ ଙ୍କ ବ୍ଲାକମେଲ ଦୁନିଆଁ ବିଷୟରେ। ତେବେ ଅର୍ଚ୍ଚନା ହେଉଛନ୍ତି କଳାହାଣ୍ଡି ର ବାସିନ୍ଦା ମାତ୍ର ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ଆଉ ବଡ଼ ବଡ଼ ରାଜ ନେତା ତଥା ବ୍ୟବସାୟୀ ମାନ ଙ୍କୁ ନିଜ ମାୟା ଜାଲ ରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ତେବେ କିନ୍ତୁ ସେ ଓଡ଼ିଶାର ଜଣେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରିବା ପରେ ସେ ନିଜ ଜାଲ ରେ ନିଜେ ଫସି ଯାଇଥିଲେ ଅର୍ଚ୍ଚନା ନାଗ।

ତେବେ ଅର୍ଚ୍ଚନା ନାଗ ଙ୍କ ର ସବୁ କଳା କାର୍ଣ୍ଣମା ର ପର୍ଦାଫାସ ହେବା ପରେ ଧୀରେ ଧୀରେ ତାଙ୍କ ସବୁ ସିକ୍ରେଟ ସାମ୍ନା କୁ ଆସିଛି।ତେବେ କିନ୍ତୁ ଅର୍ଚ୍ଚନା ପୋଲିସ ଜାଲ ରେ ଫସିବା ପରେ ତାଙ୍କ ସହ ସମ୍ପର୍କ ରେ ଥିବା ଅନେକ ନେତା , ମନ୍ତ୍ରୀ ତଥା ବଡ଼ ବଡ଼ ସିନେମା ପ୍ରଦ୍ୟୁସର ଙ୍କ ର ଚେହେରା ମଧ୍ୟ ସାମ୍ନା କୁ ଆସିଥିଲା। ତେବେ ବର୍ତ୍ତମାନ ଅର୍ଚ୍ଚନା ଙ୍କ ସହ ଓଡ଼ିଆ ସିନେମା ଡାଇରେକ୍ଟର ସୁଧାକର ବସନ୍ତ ଙ୍କ ର ଏକ ଫୋଟ ସୋସିଆଲ ମିଡ଼ିଆ ଭାଇରାଲ ହୋଇଥିଲା। ତେବେ ଏହା ପରେ ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ ମିଡ଼ିଆ ରେ।

ତେବେ ଏହାର ଉତ୍ତର ରେ ସୁଧାକର ବସନ୍ତ କହିଛନ୍ତି କି , ଅର୍ଚ୍ଚନା ମୋର ଫ୍ୟାନ ଥିଲେ, ଏକ ସିନେମା ର ସୁଟିଂ ପାଇଁ ଆମକୁ ଗୋଟିଏ ସୁନ୍ଦର ଘର ର ଆବଶ୍ୟକତା ଥିଲା। ଆଉ ଯେତେ ବେଳେ ଆମେ ସମସ୍ତେ ଅର୍ଚ୍ଚନା ଙ୍କ ଘର ଦେଖିଲୁ କାରଣ ତାର ପାଖ ଆଖ ରେ ଆମର ଆଉଟ ଡର ଶୁଟିଂ ମଧ୍ୟ ହେବା ର ଥିଲା। ତ ଆମେ ତାଙ୍କୁ କହିଥିଲୁ କି ସିନେମା ପାଇଁ ଆମେ ତୁମର ଘର ଟା ନେବୁ ବୋଲି। ତେବେ ଏହା ପରେ ଅର୍ଚ୍ଚନା ମଧ୍ୟ ତାଙ୍କ ଘର ସୁଟିଂ ପାଇଁ ଖୋଲି ଦେଇଥିଲେ ଆଉ ଆମେ ସେଠାରେ ସୁଟିଂ ମଧ୍ୟ କରିଥିଲୁ।

ତେବେ ସୁଧାକର ବସନ୍ତ ଙ୍କୁ ଯେତେ ବେଳେ ପଚରା ଯାଇଥିଲା କି ଯେପରି ଅକ୍ଷୟ ପରିଜା ଅର୍ଚ୍ଚନା ଙ୍କ ଜାଲ ରେ ଫସି ଯାଇଥିଲେ। ଠିକ ସେହିପରି ଆପଣ ଙ୍କୁ ବେଡ଼ ପର୍ଯ୍ୟନ୍ତ ଯିବା ପାଇଁ ଅଫର ଆସିଥିଲା କି , ତେବେ ଏହାର ଉତ୍ତର ରେ ସେ କହିଥିଲେ କି ନା ଅର୍ଚ୍ଚନା କେବେ ମୋତେ ଏ ଭଳି ଅଫର ଦେଇ ନାହାନ୍ତି। ତେବେ ସୁଧାକର ବର୍ତ୍ତମାନ ଅର୍ଚ୍ଚନା ଙ୍କ ସାହ ତାଙ୍କର ଭାଇରାଲ ହେଉଥିବା ଫୋଟ ବିଷୟ ରେ କହିଛନ୍ତି କି ମୋ ସହ ଗୋଟେ ଦିନ ରେ ହଜାର ହଜାର ଲୋକ ଫୋଟ ନେଉଛନ୍ତି ତେଣୁ ଏହା କୌଣସି ବଡ଼ କଥା ନୁହେଁ। ତେବେ ସୁଧାକର ଙ୍କ ର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment