ରାଉଲକେଲା ମାର୍କେଟରେ ବୁଲୁଛି ପିକେ , ଲୋକ ମାନଙ୍କ ମଧ୍ୟରେ ପ୍ରବଳ କ୍ରେଜ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଏମିତି କିଛି ଭିଡ଼ିଓ ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଆପଣ ମାନେ ଏଠାରେ ସେହିପରି ଏକ ଭିଡ଼ିଓ ଦେଖିବାକୁ ପାଇଥିବେ ଯେଉଁଠି ଜଣେ ବ୍ୟକ୍ତି ଙ୍କର ଏମିତି ବେଶ ଯାହା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛନ୍ତି ଆଉ ତାଙ୍କର ସେହି ପ୍ରତିଭା ସମ୍ପର୍କରେ ଜାଣିବା ପରେ ମୁଣ୍ଡରେ ହାତ ଦେବେ।

ଏହିଠାରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି। ଏଠାରେ ଏହି ଭିଡ଼ିଓ ଏକ ଭାଇରଲ ରେ ହୋଇଛି ଯେଉଁଠି ଏକ ପି.କେ ର ଡୁପ୍ଲିକେଟ। ଏହାକୁ ଦେଖିବା ପରେ ସେଠାରେ ଲୋକ ମାନେ ଗହଳି ସୃଷ୍ଟି କରିଛନ୍ତି ଯାହା ର ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି। ଏମିତି ସବୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅନେକ ସମୟରେ ନଜରକୁ ଆସିଥାଏ ଯେଉଁଠି କିଛି କିଛି ଅଭୁତ ଦୃଶ୍ୟ ସବୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି।ଆଉ ଏମିତି ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯେଉଁଠି ଆଖି କୁ ଚମକାଇ ଦେଲା ଭଳି ଭିଡ଼ିଓ ଭାଇରଲ ହୋଇଥାଏ ଏବଂ ଯାହାର ଭିଡ଼ିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି।

ସୋସିଆଲ ମିଡ଼ିଆରେ ଏମିତି ଏକ ଜିନିଷ ଯେଉଁଠି ଏମିତି ସବୁ ଭିଡ଼ିଓ ନଜରକୁ ଆସେ ଯାହା ଦେଖିବା ପରେ ସାଧାରଣ ଲୋକ ମାନେ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କ ସହିତ ଫଟୋ ଉଠେଇବା ପାଇଁ ଭିଡ଼ ସୃଷ୍ଟି କରି ଥାଆନ୍ତି। ଏହି ଭଳି ଏକ ପ୍ରତିଭା ଏବେ ଜଣେ ବ୍ୟକ୍ତି ଙ୍କ ପାଖରେ ଦେଖା ଦେଇଛି ଯେଉଁଠି ତାଙ୍କର ଏମିତି ବେଶ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି। ଏଠାରେ ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଏବେ ଭାଇରଲ ଜୋର ଧରିଛି ଯାହାକୁ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏହି ଭିଡ଼ିଓ ଟିରେ ଜଣେ ବ୍ୟକ୍ତି ନିଜକୁ ଏମିତି ସଜେଇଛନ୍ତି ଯାହା ବଲିଉଡ ଫିଲ୍ମ ପି.କେ ର ଅବିକେଳ ଚେହେରା ଯାହା ଏହେ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି। ତାଙ୍କର ସେହି ପ୍ରୟାସ ଯେ ସେ ବିଭିନ୍ନ ସମୟରେ ଡ୍ରାମା ରେ ଭାଗ ନେଇ ଥାଆନ୍ତି।

ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି ଜଣେ ବ୍ୟକ୍ତି ଏମିତି ପି.କେ ବେଶ ରେ ରାସ୍ତାରେ ବୁଲୁ ଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ସେହି ବ୍ୟକ୍ତି ଜଣଙ୍କ ଜଣେ ଛାତ୍ର ଯିଏ କି ବିଭିନ୍ନ ସମୟରେ ଡ୍ରାମା ରେ ଭାଗ ନେଇ ଥାନ୍ତି ଏବଂ ଏହିପରି କିଛି ବେଶ ମଧ୍ୟ ବହନ କରି ଥାଆନ୍ତି। ଆଉ ଏଠାରେ ସେହି ଯୁବକ ଜଣଙ୍କର ଘର ବରଗଡ଼ ବୋଲି ଜାଣିବାକୁ ମିଳିଛି ଯାହା ଏବେ ଏଠାରେ ଜାଣିବାକୁ ମିଳିଛି। ଏହି ବ୍ୟକ୍ତି ଜଣଙ୍କର ଲୋକ ମାନେ ବୁଲି ବୁଲି ସେଲ୍ଫି ନେବାକୁ ଭିଡ଼ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment