ପ୍ରତ୍ୟେକ ବୃକ୍ଷରେ କିଛି ନା କିଛି ଔଷଧୀୟ ଗୁଣ ରହିଥାଏ , ଯାହା ମନୁଷ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ଅଟେ । ତୁଳସୀ ବୃକ୍ଷରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଥାଏ , ଆମ ଶୀରରର ଅନେକ ପ୍ରକାର ରୋଗରୁ ମୁକ୍ତି ପାଇଥାଏ । ଘର ଅଗଣାରେ ତୁଳସୀ ବୃକ୍ଷ ରହିବା ଦ୍ୱାରା ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ତୁଳସୀ ପତ୍ରକୁ ରାତିରେ ଏମିତି ଆପଣ ମାନେ ଏପରି ପାଖରେ ରଖି ଶୁଅନ୍ତି । ତେବେ ଆପଣଙ୍କର ଅନେକ କିଛି ଫାଇଦା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ଏହାକୁ କିପରି ଭାବରେ ପାଳନ କରିବାକୁ ପଡିବ ।
ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ପୂଜା କରାଯାଏ , ମା ବୃନ୍ଦାବତୀ ଭାବରେ ପ୍ରତିଦିନ ଜଳ ଅର୍ପଣ କରାଯାଏ । ଲୋକ ମାନଙ୍କର ସମସ୍ତ ଦୁଃଖ କଷ୍ଟ ମା ବୃୃନ୍ଦାବତୀଙ୍କ ଠାରେ ଜଣାଇଥାନ୍ତି , ଖୁସୀରେ ଜୀବନ ଅତିବାହିତ କରିଥାନ୍ତି । ଏହା ଛଡା ତୁଳସୀ ପତ୍ରକୁ ବାଟି ମହୁ ସହିତ ଖାଇବା ଦ୍ୱରା ଥଣ୍ଡା ଗାଏବ୍ ହୋଇଯାଏ । ଯଦି କୌଣସି ଲୋକର କ୍ୟାନସର ବା ଏଡସ୍ ରୋଗ ଥାଏ , ତାହା ମଧ୍ୟ ଭଲ ହୋଇଯାଇଥାଏ । ତୁଳସୀ ପତ୍ରର ସେବନ କରିବା ଦ୍ୱାରା ପୁରୁଷ ମାନଙ୍କର ସମସ୍ୟା ମଧ୍ୟ ଦୂର ହୋଇଯାଏ , ତେଣୁ ମନରେ ଭକ୍ତି ରଖି ତୁଳସୀ ପତ୍ରର ସେବନ କରିବା ଦ୍ୱାରା ସମସ୍ତ ଅସାଧ୍ୟ ରୋଗ ଭଲ ହୋଇ ଯାଇଥାଏ।
ତେବେ ତୁଳସୀ ପତ୍ରକୁ ଆପଣ ମାନେ ନିଜ ମଥା ତଳେ ରଖି ଯଦି ରାତିରେ ଶୋଉଛନ୍ତି , ତେବେ ଆପଣଙ୍କୁ ବହୁତ ଭଲ ଫଳ ପ୍ରପ୍ତ ହୋଇଥାଏ । ସେଥିପାଇଁ ଆପଣଙ୍କୁ ପ୍ରତିଦିନ 4 ଟି ତୁଳସୀ ପତ୍ରକୁ ତକିଆ ତଳେ ରଖି ଶୋଇବାକୁ ପଡିବ । ସକାଳେ ଉଠିବା ମାତ୍ରେ ଏହି 4 ଟି ତୁଳସୀ ପତ୍ରରୁ ଦୁଇଟି ଖାଇ ଦିଅନ୍ତୁ , ଏହା କରିବା ଦ୍ୱାରା ଦୁସ୍ୱପ୍ନ ଆଉ କେବେ ଆସିବ ନାହିଁ । ଆପଣଙ୍କ ସ୍ୱପ୍ନରେ ବାରମ୍ୱାର ଦୁଃସ୍ୱପ୍ନ ଆସୁଥିଲେ ତାହା ମଧ୍ୟ ଦୂର ହେବ । ତାହା ସହିତ ଯଦି ଆପଣ ତୁଳସୀ ଚେରକୁ ନିଜ ସାଥିରେ ଆଣି ତାକୁ ଗଙ୍ଗା ଜଳରେ ଧୋଇ ଏକ ହଳଦିଆ କପଡାରେ ଗୁଡାଇ ତାକୁ ପୂଜା କରନ୍ତି ।
ତେବେ ଆପଣଙ୍କ ଘରେ କେବେହେଲେ ଧନ ଜନିତ ଅଭାବ ଦେଖାଯିବ ନାହିଁ , ଏଥି ସହିତ ତୁଳସୀ ମାଳିକୁ ବେକରେ ଲଗାନ୍ତି ତେବେ ଆପଣଙ୍କୁ କୌଣସି ପ୍ରକାର କୁଦୃଷ୍ଟି ସ୍ପର୍ଶ କରିବ ନାହିଁ । ତେଣୁ ଆପଣ ମାନେ ତୁଳସୀ ଗଛକୁ ଘର ଆଗଣାରେ ନିଶ୍ଚୟ ଲଗାନ୍ତୁ , ଏବଂ ପ୍ରତିଦିନ ନିଷ୍ଠାର ସହିତ ପୂଜା ଓ ଜଳ ଅର୍ପଣ କରନ୍ତୁ । ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।