Vastu Tips – ରାତିରେ ତକିଆ ତଳେ ଚୁପଚାପ ରଖିଦିଅନ୍ତୁ ଗୋଟେ ୫ ଟଙ୍କାର Coin ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେ ନାହିଁ

ଦୁନିଆରେ ଦୁଇ ପ୍ରକାର ସୁଖ ଥାଏ , ଗୋଟିଏ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିବା ଅନ୍ୟଟି ପାଖରେ ବହୁତ ସାରା ଟଙ୍କା ରହିବା । ଯଦି ଆପଣଙ୍କ ପାଖରେ ବହୁତ ସାରା ଧନ ଥିବ ଆଉ ଯଦି ପାଖରେ ସୁସ୍ଥ ଶରୀର ନଥିବ ତ ଆପଣ ସେହି ଧନର ଭଲସେ ବ୍ୟବହାର କରି ପାରିବେ ନାହିଁ । ଯଦି ଆମେ ସୁସ୍ଥ ନଥିବା ତ ଆମର ପୂରା ଧ୍ୟାନ ଶରୀର ଉପରକୁ ପଳେଇବ , ଆଉ ଆମେ ଟଙ୍କାର ବ୍ୟବହାର ସେମିତି କରି ପାରିବା ନାହିଁ ଯେମିତି ଗୋଟେ ସୁସ୍ଥ ମଣିଷ କରିଥାଏ । ଯଦି ଆପଣଙ୍କ ଘରେ କେହି ଅଧିକ ଦିନ ବେମାରରେ ଅଛନ୍ତି , ଅଧିକ ଉପଚାର କେଲେବି ଭଲ ହୋଇ ପାରୁ ନାହିଁ । ତାହେଲେ ଏହି ଉପାୟକୁ ଆପଣ ସବୁ ପ୍ରକାର ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଏହି ଉପାୟ କରିବା ପରେ ଘରେ ସମସ୍ତେ ସୁସ୍ଥ ରହିବେ , ଟଙ୍କାର ଆମଦାନୀ ବଢିଯିବ ଏବଂ ଆପଣଙ୍କ ଘରେ ଧନର ବର୍ଷା ହେବାକୁ ଲାଗିବ । ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଗୋଟେ 5 ଟଙ୍କାର କଏନ ନେବାର ଅଛି । ଏହାପରେ ସେହି ବିମାର ଲୋକଙ୍କ ଉପରେ 7 ଥର ବୁଲେଇ ଦେବାର ଅଛି , ଧ୍ୟାନ ରଖିବେ ଏହି ଉପାୟକୁ କରିବା ସମୟରେ ଆପଣଙ୍କୁ କାହା ସହିତ କଥା ହେବାର ନାହିଁ । ତାପରେ ସେହି ବିମାର ଲୋକଙ୍କ ତକିଆ ତଳେ ଏହି 5 ଟଙ୍କାର କଏନକୁ ରାତିରେ ରଖିଦେବେ । ରାତିରେ ଶୋଇବା ପରେ ଯେତେବେଳେ ସକାଳେ ଉଠିବେ ସେହି 5 ଟଙ୍କାର କଏନକୁ କୌଣସି ଶ୍ମଶାନ ଘାଟରେ ପୋତି ଦେବେ ।

ଯଦି ଆପଣ ଭିରକୁ ଯିବାକୁ ଚାହୁଁନାହାନ୍ତି ତାହେଲେ ଆପଣ ତାକୁ ବାହାରରୁ ମଧ୍ୟ ଫୋପାଡି ପାରିବେ । ଏହି ଉପାୟକୁ କରିବା ପରେ ଆପଣଙ୍କୁ ଆଉ ଗୋଟିଏ କାମ କରିବାର ଅଛି , ସେହି ବିମାରୀ ଲୋକଙ୍କ ତକିଆ ତଳେ ଗୋଟେ ଅଳେଇଚ ରଖିବାର ଅଛି । ପ୍ରତ୍ୟେକ ଦିନ ରାତିରେ ଗୋଟିଏ ଅଳେଇଚ ରଖିବାର ଅଛି , ଆଉ ତା ପର ଦିନ ସେହି ଅଳେଇଚକୁ ଫୋପାଡି ଦେବାର ଅଛି । ଏମିତି ଆପଣଙ୍କୁ ଅତିକମରେ 7 ଦିନ କରିବାର ଅଛି , ଆଉ ତା ପରେ ଦେଖିବେ ସେହି ବିମାରେ ରେ ଥିବା ବ୍ୟକ୍ତି ଧୀରେ ଧୀରେ ଭଲ ହୋଇଯିବେ । ଆପଣଙ୍କ ଘରର ସମସ୍ତ ସମସ୍ୟା ଦୂର ହୋଇଯିବ ।

ଘରକୁ ଧନ ଆସିବାରେ ଲାଗିବ , ପରିବାରରେ ଶାନ୍ତିର ବାତାବରଣ ମଧ୍ୟ ଦେଖାଯିବ । ତେଣୁ ଆପଣ ମାନେ ଏହି ସହଜ ଉପାୟ ମାଧ୍ୟମରେ ଆପଣଙ୍କର ସମସ୍ତ ସମସ୍ୟାକୁ ଦୂର କରି ପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ ମଧ୍ୟ କରିବା ପାଇଁ ପଡିବ ନାହିଁ , ମାତ୍ର ନିଷ୍ଠାର ସହିତ ଏହି ଉପାୟକୁ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment