ରାତିରେ ଶୋଇବା ବେଳେ ଅସହ୍ୟ ଗୋଡ଼ ବିନ୍ଧୁଛି କି ? କରନ୍ତୁ ଏହି ଉପାୟ । Dr Samuel Bidyasagar

ରେଷ୍ଟଲେସ ଲେଗ୍ ସିମଡମସ୍ ଏହା ଏମିତି ଏକ କଣ଼୍ଡିସନ ଯେଉଁଥିରେ ରୋଗୀଟି ରାତିରେ ଶୋଇବା ମଧ୍ୟରେ ତାର ଗୋଡ ଦୁଇଟିକି ଖୁବ୍ ଜୋରରେ ହଲେଇବ ବା ପିଟିବ । କାରଣ ତାକୁ ଅସ୍ୱାସ୍ଥିକର ଲାଗିଥାଏ ଗୋଡ ଦୁଇଟି ଏବଂ ଏହା ନରମାଲି 5 ପରସେଣ୍ଡ ୟଙ୍ଗ ଓ 10 ପରସେଣ୍ଡ ଅଲ୍ଡ ଲୋକମାନଙ୍କ ଠାରେ ଦେଖାଯାଇଥାଏ । ଏହାର କାରଣ ଅନେକ ଗୁଡିଏ ରହିଥାଏ , ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ।

ଏହାର ଲକ୍ଷଣ :-

ଯଦି ରୋଗୀ ଟି ଶୋଇଲା ବେଳେ ବାରମ୍ୱାର ଉଠି ଗୋଡକୁ ଚିପିବ କିମ୍ୱା ଗୋଡଟିକୁ ଭାଙ୍ଗିବ କିମ୍ୱା ଗୋଡଟିକୁ ତକିଆରେ ବାଡେଇବ । କୌଣସି ଉପାୟରେ ଶୋଇବା ପାଇଁ ଚେଷ୍ଟା କଲେ ସେ ଶୋଇପାରିବ ନାହିଁ , କାରଣ ଗୋଡଟି ବିନ୍ଧିଥାଏ । ଯେଉଁ ରୋଗୀର ଏହି ରୋଗଟି ହୁଏ ସେ ରାତିରେ ଭଲସେ ଶୋଇ ପାରି ନଥାଏ , ତେଣୁକରି ସକାଳେ ଉଠିଲେ ତାକୁ ନିଦୁଆ ନିଦୁଆ ଲାଗିଥାଏ , ତାର ନିଜର ଡେଲି ଆଉଟ୍ ଫୁଡ୍ ଗୁଡିକ ଖରାପ ହୋଇଯାଏ । ତେଣୁ କରି ସେ ମେଣ୍ଟାଲ ଡିପରେସନ କୁ ପଳାଏ , ସେତେବେଳେ ସେ ଡକ୍ଟର ପାଖକୁ ଆସିଥାଏ ।

ଏହାର ଚିକିତ୍ସା କଣ :-

ଏହାର ଟ୍ରିଟମେଣ୍ଟ 3 ପ୍ରକାର ଅଛି ଗୋଟିଏ ହେଉଛି ଡାଏଟ୍ ରେଷ୍ଟଟ୍ରିକ୍ସନ କରିବେ କିଛି ହୋମ ରେମିଡି କରିବେ ଏବଂ କିଛି ମେଡିସିନ ଖାଇବେ । ସାଧାରଣତଃ ଛେନା , ଦହି , ପନିର ଏଗୁଡିକ ଖାଇଲେ ଦେହରେ ଭୋପାମିନଲେବୁଲ କମିଯାଏ । ତେଣୁ କରି ରେଷ୍ଟଲେସ୍ ଲେଗ ସିମଡ୍ରମ ହୁଏ ।

ଖାଦ୍ୟରେ କଣ ସାମିଲ କରିବେ ଓ କଣ ନାହିଁ :-

ମୁଗ , ବୁଟ , ଗଜାବାଲା ଜିନିଷ , ନୋଟସ୍ , କାଜୁ ବାଦାମ , ସେଲଫିସ୍ , କଙ୍କଡା , ଲିଫ୍ ଭେଜିଟେବୁଲ ଏହିସବୁ ଖାଇଲେ ଏଥିରେ ଫଲିକ ଏସିଡ , ଆଇରନ ଭରପୁର ରହିଥାଏ । ଯାହା ରେଷ୍ଟଲେସ୍ ଲେଗ ସିମଡ୍ରମସ୍ କୁ ଏଲିଭେଟ କରେ । ଏହାଛଡା ଗୋଟିଏ ଜିନିଷ ଆଦୌ ଖାଇବେ ନାହିଁ ତାହା ହେଉଛି ଛେନା , ଦହି , ପନିର ଆଦିକୁ ବାରଣ କରନ୍ତୁ । ଏହାଛଡା ପ୍ରେଗନେନ୍ସି ସମୟରେ ବଡିରେ ହରୋମନ ଚେଞ୍ଜେସ୍ ହୋଇଥାଏ ସେଥିଲାଗି ଡୋପାମିନ କମିଯାଏ । ରୋଟାମିନ ବଢିଯାଏ । ଯାହାର ରେଷ୍ଟଲେସ୍ ଲେଗ ସିମଡ୍ରମସ୍ ହୁଏ ତାର ବହୁତ ଗୁଡିଏ ଖାଦ୍ୟର ବାରଣ ଥାଏ ।

ଯେପରିକି ମଟନ , ଚିଲ , ଏଗ୍ , ଦହି , କ୍ଷୀର ଏବଂ ଛେନା ଜାତୀୟ ଜିନିଷ ଏଗୁଡିକ ଖାଇବା ମନା କରାଯାଏ । କାରଣ ଏଥିରେ ଗ୍ଲୋଟାମିଲଏବୁଲ ବେଶି ଥାଏ । ସମୁଦ୍ର ମାଛ , ଫ୍ରୁଟସ୍ , ନୋଟସ୍ ଏବଂ ମୁଗ ବୁଟ ଏଗୁଡିକ ମଧ୍ୟ ଖାଇପାରିବେ । ଏଥିସହିତ ଷ୍ଟେଚିଙ୍ଗ ଏକ୍ସାସାଇଜ କରିବେ ,ମସାଜ କରିବା ବା ହଟ ବାଥ୍ ନେବେ , ଏଗୁଡିକ କରିବା ଦ୍ୱାରା ରେଷ୍ଟଲେସ୍ ଲେଗ୍ ସିମଡ୍ରମସ୍ କମିଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment