ରାତିରେ ଶୋଇବା ପୂର୍ବରୁ ମହୁରେ ଏହି ଗୋଟେ ଜିନିଷ ମିଶେଇ ଲଗାନ୍ତୁ ଚେହେରା ଏତେ ଚମକିବ କି ଦେଖିବା ଲୋକର ହୋସ ଉଡିଯିବ | Priyanka’s Tips

ଦର୍ଶକ ବନ୍ଧୁ କଣ ଆପଣ ଜାଣିଛନ୍ତି ମହୁ ଦ୍ୱାରା ମୁହଁରେ ତ୍ୱଚାପଣ ବୃଦ୍ଧି ହେଇଥାଏ ଓ ମୁହଁରେ ବ୍ରଣ ମଧ୍ୟ ଦୂର ହେଇଥାଏ,ଅଧିକାଂଶ ଲୋକ ମୁହଁରେ ବ୍ରଣ ଓ ତାହାର ଦାଗ ରହିଗଲେ ବହୁତ ଚିନ୍ତା ରେ ଥାନ୍ତି ଓ ସେମାନ ଏହା କୁ କେମିତି ଭଲ କରିବେ ତାହା ବିଷୟ ରେ ଚିନ୍ତା କରିଥାନ୍ତି ଓ ଦୋକାନ ରୁ ଯାଇ ବିଭିନ୍ନ ପ୍ରକାର ର କ୍ରିମ ନେଇଆସି ତାହାର ବ୍ୟବହାର କରିଥାନ୍ତି ହେଲେ କ୍ରିମ ବ୍ୟବହାର କରିବା ଦ୍ୱାରା ମୁହଁରେ ତ୍ୱଚା ପଣ ଆସିଥାଏ ଓ ବ୍ରଣ ମଧ୍ୟ ଭଲ ହେଇଥାଏ ସତ ହେଲେ ଏହା ବେଶୀ ଦିନ ପର୍ଯ୍ୟନ୍ତ ରହିନଥାଏ |

କାରଣ ବଜାର ରେ ମିଳୁଥୁବା କ୍ରିମ ରେ କେମିକାଲ ମିଶ୍ରିତ ହେଇଥାଏ ଯାହା ମୁହଁ ର ଡାର୍କନେସ କୁ କମ କରିଦେଇଥାଏ ଓ ମୁହଁ ରେ ଥିବା ଗ୍ଲୁ ବା ତ୍ୱଚା ପଣ ନଷ୍ଟ ହେଇଥାଏ | ହେଲେ ମହୁ କୁ ମୁଁହରେ ଲଗାଇବା ଦ୍ୱାରା ମୁହଁ ରେ ବ୍ରଣ ଦୂର ହେବା ସହିତ ମୁହଁରେ କିଛି ଏମିତି ଚମକ ଆସିଥାଏ ଯାହା ଯିଏ କେହି ଦେଖିଲେ ସେମିତି ଦେଖିକି ରହିଯିବ, ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ମହୁ ର ଏହି ଗୁଣ ବିଷୟ ରେ ଜାଣିବା |

ହଁ ଦର୍ଶକ ବନ୍ଧୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହୁ କୁ ମୁହଁରେ ଲଗାଇବା ଦ୍ୱାରା ମୁହଁରେ ବାହାରୁ ଥିବା ବ୍ରଣ ଓ ତାହାର ଦାଗ ଦୂରାହେବା ସହିତ ମୁହଁ ର ତ୍ୱଚା ପଣ ମଧ୍ୟ ବୃଦ୍ଧି ହେଇଥାଏ, ଏହାକୁ ଶୋଇବା ପୂର୍ବ ମୁହଁରେ 10 ରୁ 15 ମିନିଟ ଲଗାଇ ତାପରେ ନର୍ମାଲ ପାଣି ରେ ଏହାକୁ ଧୋଇଦିୟନ୍ତୁ ଦେଖିବେ ଏହା ଆପଣଙ୍କ ମୁହଁ ର ତ୍ୱଚା ପଣ କିପରି ସଙ୍ଗେ ଦେଖା ଦଉଛି, ଏହାକୁ ବ୍ୟବହାର କରିସାରିବା ପରେ ମୁହଁ ରେ କୌଣସି ସାବୁନ ବା ତେଲ ଲଗାଇବେ ନାହିଁ ଏମିତି କରିଲେ ମହୁ ରେ ଆଣ୍ଟିଅକ୍ସଡେଣ୍ଟ ନଷ୍ଟ ହେଇଯାଇ ଥାଏ ଯାହା ମୁହଁ ର ତ୍ୱଚା ପଣ କୁ ନଷ୍ଟ କରିଥାଏ |

ତାହେଲେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ମହୁ ର ବ୍ୟବହାର ଓ ଏହାକୁ କେମିତି ପ୍ରସ୍ତୁତ କରି ନିଜ ମୁହଁ ରେ ଲଗାଇବେ :-

ଦର୍ଶକ ବନ୍ଧୁ ଗୋଟିଏ ବାଉଲ ନିୟନ୍ତୁ ଓ ତାପରେ ସେଥିରେ ଗୋଟିଏ ଚାମଚ ମହୁ ଢାଳନ୍ତୁ ଓ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ ଓ କିଛି ସମୟ ତାକୁ ଭଲ ଭାବରେ ଫେଣ୍ଟନ୍ତୁ ଏମିତି କରିସାରିବା ପରେ ତାକୁ ଶୋଇବା ପୂର୍ବ ରୁ ମୁଁହ ରେ ଲଗାନ୍ତୁ ଓ 10ରୁ 15 ମିନିଟ ତାକୁ ସେମିତି ରଖନ୍ତୁ ଦେଖିବେ ଏହା ଆପଙ୍କ ମୁହଁ କୁ ଫ୍ରେସ କରିବା ସହିତ ସଙ୍ଗେ ସଙ୍ଗେ ଏହାର ଚମତ୍କାର ଦେଖିବାକୁ ପାଇବେ, ଯଦି ଆପଣ ମାନେ ଏହା କରୁନାହାନ୍ତି ମୁହଁ ର ଡାର୍କନେସ ପାଇଁ ଚିନ୍ତା ରେ ଅଛନ୍ତି ତାହାଲେ ଆଜିଠୁ ଏହି ଉପାୟ ବ୍ୟବହାର କରନ୍ତୁ, ଦେଖିବେ ଆପଣ ନିଶ୍ଚୟ ଫଳପ୍ରଦ ପାଇବେ |

ଏହା ଥିଲା ଆଜିର ମୁହଁରେ ବ୍ରଣ ଦୂର କରିବାର ଓ ତ୍ୱଚା ବୃଦ୍ଧି କରିବା ର ଉପାୟ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment