Odisha News Portal

ଆଶ୍ଚର୍ଯ୍ୟ ! ରାତିରେ ଶାରୀରିକ ସମ୍ୱନ୍ଧ ନିଶାରେ ମହିଳା କରିଲେ ଏପରି ଭୁଲ, ଛାତି ଭିତରେ ଫସି ରହିଗଲା କଣ୍ଡୋମ, ଡାକ୍ତର କହିଲେ…

ବନ୍ଧୁଗଣ ଆପଣ ଆଜିର ଏହି ଇଣ୍ଟରନେଟ ଯୁଗରେ ଅନେକ ସମୟରେ ଭିନ୍ନ ଭିନ୍ନ ଅନେକ ପ୍ରକାରର ଭାଇରାଲ ଖବର ସଂସ୍ପର୍ଶରେ ଆସୁଥିବେ।ଏହା ସହିତ କିଛି ଏମିତି ଖବର ମଧ୍ୟ ରହିଛି ଯାହା ଆପଣଙ୍କୁ ଚକିତ କରିବା ଭଳି ଖବର ଅଟେ। ସେହିଭଳି ଖବର ଗୁଡ଼ିକୁ ସହଜରେ ବିଶ୍ୱାସ କରିବା ସମ୍ଭବ ହୋଇ ପାରେ ନାହିଁ। ଆମେ ଆଜି ଆପଣଙ୍କୁ ଏହିପରି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହା ବାସ୍ତବ କ୍ଷେତ୍ରରେ ଆପଣଙ୍କୁ ଚକିତ କରିଦେବ। ବନ୍ଧୁଗଣ ଆପଣ ଜାଣିଛନ୍ତି ଶାରିରୀକ ସମ୍ପର୍କ ସ୍ଥାପନ କରିବା ସମୟରେ ଅନେକ ଏଥିପ୍ରତି ସଚେତନ ରହିଥାନ୍ତି। କାରଣ ଏହି ସମୟରେ ଅନେକ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଥାଏ।

ସେହିପରି ଆମେ ଆପଣଙ୍କୁ କହିବାକୁ ଯାଉଥିବା ଘଟଣାରେ ସ୍ଥିତି ଏମିତି ରହିଛି ଯାହା ସାଧାରଣରେ ଅପମାନ ସୂଚକ ଏବଂ ନିନ୍ଦନୀୟ ଅଟେ।ଏଠାରେ ଜଣେ ୨୭ ବର୍ଷୀୟ ମହିଳା ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଏଥିରେ ଅସହ୍ୟ ହୋଇ ପଡ଼ିଥିଲେ।ସେ ଗତ କିଛି ମାସ ଧରି କାଶ ଏବଂ ଜ୍ୱର ଭଳି ଲକ୍ଷଣରେ ପୀଡ଼ିତ ମଧ୍ୟ ଥିଲେ। ତାପରେ କିଛି ଦିନ ପରେ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ନିଆ ଯାଇଥିଲା ଏବଂ ନିଆ ଯିବା ପରେ ତାଙ୍କର ଯକ୍ଷ୍ମା ଏବଂ ଅନ୍ୟ ରୋଗ ମାନଙ୍କ ପାଇଁ ପରୀକ୍ଷା କରା ଯାଇଥିଲା। ଆଉ ପରୀକ୍ଷା ପରେ ତାଙ୍କର ସମସ୍ତ ରିପୋର୍ଟ ନେଗେଟିଭ ଆସିଥିଲା। ଏହାପରେ ପରବର୍ତ୍ତୀ ସମୟରେ ମହିଳାଙ୍କ ଛାତିରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥିଲା।

ଆଉ ଶେଷରେ କିଛି ଉପାୟ ନପାଇ ଡାକ୍ତର ମହିଳା ଜଣଙ୍କର ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନେଲେ। ପ୍ରଥମେ ତାଙ୍କୁ ଏକ୍ସରେ କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ଆଉ ଯେତେବେଳେ ଏକ୍ସରେ ରିପୋର୍ଟ ଆସିଲା ସେତେବେଳେ ମହିଳାଙ୍କ ଛାତି ଭିତରେ ବେଳୁନ ପରି କିଛି ଜିନିଷ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।ପରେ ଡାକ୍ତର ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହେଲେ ଏବଂ ଛାତିରୁ ଏହି ଜିନିଷ ଟି ବାହାର କରିବା ପାଇଁ ଚେଷ୍ଟା କଲେ ଓ ସଫଳ ମଧ୍ୟ ହୋଇଥିଲେ। କିନ୍ତୁ ଅପରେସନ ରେ ଯାହା ମହିଳାଙ୍କ ଛାତି ଭିତରୁ ମିଳିଲା ତାହା ସମସ୍ତଙ୍କ ହୋଶ ଉଡ଼ାଇ ଦେଲା।

କାରଣ ଏହା ଏକ ବ୍ୟବହୃତ କଣ୍ଡୋମ୍ ଥିଲା। ଯାହା ଭୁଲ୍ ବଶତଃ ମହିଳାଙ୍କ ଛାତିରେ ଅଟକି ରହିଥିଲା। ଯାହା ପରେ ଜଣା ପଡିଥିଲା କି ସ୍ୱାମୀଙ୍କ ସହ ଯୌନ ସମ୍ପର୍କ ରଖିବା ବେଳେ ଏହି କଣ୍ଡୋମ୍ ଟିକୁ ଗିଳି ଦେଇଥିଲେ ସେହି ମହିଳା ଜଣଙ୍କ।ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଲଜ୍ୟା ଭୟରେ ମୁହଁ ଖୋଲୁ ନଥିଲେ ଉଭୟ ଦମ୍ପତି। ତେବେ ଏବେ ମହିଳା ଜଣଙ୍କ ସୁସ୍ଥ ଥିବା ଜଣା ପଡିଛି ଏବଂ ତାଙ୍କ ପାଖରେ ସେମିତି କିଛି ସମସ୍ୟା ମଧ୍ୟ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।