ରାତିରେ ୧ ଗ୍ଲାସ୍ ପିଅନ୍ତୁ ,ବାତ, ପିତ, କଫ, ଆଣ୍ଠୁଗଣ୍ଠି, ଡାଇବେଟିସ, ବ୍ଲଡ଼ ପ୍ରେସର୍, ଗ୍ୟାସ୍ ସବୁଦିନ ପାଇଁ ଗାଏବ ହୋଇଯିବ |‌‌ 120 ବର୍ଷ ବଞ୍ଚିବେ

ହଁ ଦର୍ଶକ ବନ୍ଧୁ ଆଜିର ଏହି ବ୍ୟସ୍ତ ବହୁଳ ଜୀବନ ରେ ଆମେ କେତେବେଳେ କଣ ଖାଉଛେ ବା କଣ କରୁଛେ ତାହା କେବେ କେବେ ଆମେ ଭୁଲି ଯିବାକୁ ଲାଗିଥାଉ | ଯେଉଁଥି ପାଇଁ ଆମକୁ ବାତ, ପୀତ ଆଣ୍ଠୁ ଗଣ୍ଠି ପରି ବିଭିନ୍ନ ପ୍ରକାର ରୋଗ ରେ ପଡିଥାଉ | ଯେଉଁଥି ପାଇଁ ଆଜି ଆପଣଙ୍କୁ କିଛି ଘରେଇ ଉପଚାର ବିଷୟ କହିବୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର 120 ବର୍ଷ ପୁରୁଣା ବାତ, ପୀତ, ଆଣ୍ଠୁ ଗଣ୍ଠି , ଓ କଲେଷ୍ଟର କୁ ମଧ୍ୟ କଂଟ୍ରୋଲ ରେ ରଖିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହି ଘରେଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |

ତେବେ ବନ୍ଧୁଗଣ ଏହି ଘରେଇ ଉପଚାର ରେ ବିଭିନ୍ନ ପ୍ରକାର ରୋଗ ର ଉପସମ କରିପାରିବେ | ତେବେ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବେଳ ଅଧା ଚାମଚ ଜିରା, ଅଧା ଚାମଚ ପାନ ମହୁରି ଓ ଅଧା ଚାମଚ ଧଣିଆ ନିୟନ୍ତୁ ଓ ଏହାକୁ ଆପଣ ଏକ ଗ୍ଲାସ ପାଣି ରେ ଭଲ ଭାବରେ ରାତି ସାରା ରଖନ୍ତୁ ଓ ତାପରେ ଏହାକୁ ଗୋଟିଏ ପାତ୍ର କୁ ଛାଣି ନିୟନ୍ତୁ | ଏବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ଆବଶ୍ୟକ ଉପକରଣ :-

ଜିରା, ପାନ ମହୁରି, ଧଣିଆ

ପ୍ରସ୍ତୁତି ପ୍ରଣାଳୀ :-

ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଏକ କଢ଼ା ନିୟନ୍ତୁ ଓ ତାପରେ ଆପଣ ରାତିରେ ସାରା ପାଣିରେ ପକେଇ ରଖିଥିବା ଜିରା, ପାନ ମହୁରି ଓ ଧଣିଆ ଭଳି ସାମଗ୍ରୀ ଯାହାକୁ ପାଣି ରେ ରଖିଥିଲେ ତାକୁ ଏକ ଗ୍ୟାସ ସାହାଯ୍ୟ ରେ 5 ରୁ 10 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗରମ କରନ୍ତୁ | ଏହା ଗରମ ହେଇ ସାରିବା ପରେ ଏହାକୁ ଉଷମ ହେବା ପାଇଁ ଛାଡି ଦିୟନ୍ତୁ | ତାପରେ ଏହାକୁ ପ୍ରତିଦିନ ସେବନ କରନ୍ତୁ |

ବ୍ୟବହାର :-

ତେବେ ପ୍ରସ୍ତୁତ କରିଥିବା ଏହି ଉପଚାର ଟିକୁ ଆମେ ପ୍ରତେକ ଦିନ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ |ତେବେ ଦେଖିବେ ଏହି ପାଣି ବ୍ୟବହାର କରିବା ଦ୍ୱାରା ଆପଣଙ୍କର ପୁରୁଣା ରୁ ଅତି ପୁରୁଣା ରୋଗ, ଯେମିତିକି, ପେଟ ର ଗ୍ୟାସ, ମୋଟା ପଣ, ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଏମିତି ବିଭିନ୍ନ ପ୍ରକାର ରୋଗ ରୁ ଆପଣ ରକ୍ଷା ପାଇ ପାରିବେ |

ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଆଜିର ସେହି ଘରେଇ ଉପଚାର ଯାହାକୁ ବ୍ୟବହାର କରିବା ଦ୍ୱାରା ପୁରୁଣା ରୁ ଅତି ପୁରୁଣା, ଆଣ୍ଠୁ ଗଣ୍ଠି ବ୍ୟଥା ବାତ, ପୀତ ଜନିତ ସମସ୍ୟା ମାତ୍ର ଅଳ୍ପ ଦିନରେ ଦୂର ହେଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment