ଆଜିର ଦିନରେ ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ପ୍ରକାର ଉପାୟ କରିଥାନ୍ତି , ମାର୍କେଟ୍ ରୁ ମିଳୁଥିବା ବିଭିନ୍ନ ପ୍ରକାର କସମେଟିକ ମଧ୍ୟ ୟୁଜ୍ କରିଥାନ୍ତି । କିନ୍ତୁ ତାହା ବିଶେଷ ଭାବରେ ଫଳପ୍ରଦ ହୋଇନଥାଏ । ପରବର୍ତ୍ତୀ ସମୟରେ ଏହା ଆମ ଫେସ୍ ରେ ଅନେକ ପ୍ରକାର ସମସ୍ୟା ଦେଖାଯାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଚମତ୍କାରୀ ଔଷଧ ବିଷୟରେ ଜଣେଇବୁ , ଯାହାକୁ ରାତିରେ ଶୋଇବା ସମୟରେ ବ୍ୟବହାର କଲେ ସୁନ୍ଦର ଦେଖାଯିବେ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ ।
1. ରାତିରେ ଶୋଇବା ପୂର୍ବରୁ ଗୋଡରେ ଘିଅ ମାଲିସ୍ କରି ଶୁଅନ୍ତୁ , ଏହା ଦ୍ୱାରା ଗୋଡ ରେ ଥିବା ସମସ୍ତ ପ୍ରକାର ଦାଗ ଦୂରୀଭୂତ ହେବ ଏବଂ କ୍ଳାନ୍ତି ମଧ୍ୟ ଦୂର ହେବ ।
2. ରାତିରେ ଶୋଇବା ପୂର୍ବରୁ କମଳାଲେମ୍ୱୁ ଚୋପାକୁ ଶୁଖାଇ ତାର ଏକ ଗୁଣ୍ଡ ପ୍ରସ୍ତୁତ କରି ସେଥିରେ ହଳଦୀ ଗୋଳାଇ ତ୍ୱାଚାରେ ଲଗେଇଲେ ତ୍ୱଚା ବା ଚର୍ମ ଅତ୍ୟନ୍ତ ଉଜ୍ଜ୍ୱଳ ହେବ ।
3. ରାତିରେ ଶୋଇବା ପୂର୍ବରୁ ମୁହଁରେ ଲେମ୍ୱୁ ଘଷି ତାହାକୁ ଉଷମ ପାଣିରେ 21 ଥର କୁଳୁପୁଞ୍ଚା ପାଣି କରି ଛାଟିଲେ , ରାତ୍ରିରେ ସୁଖନିଦ୍ରା ହେବା ସହିତ ମୁଖ ଉଜ୍ଜ୍ୱଳ ଆସିବ ।
4. ପରିବାରରେ ଆର୍ଥିକ ସଙ୍କଟ ଲାଗି ରହୁଥିଲେ ବା ସାମର୍ଥ୍ୟ ଅନୁଯାୟୀ ଫଳ ପ୍ରାପ୍ତ ହେଉ ନଥିଲେ , ବଣିଆ ଦୋକାନରୁ 11ଟି ହକିକ୍ ପଥର ଆଣି କୌଣସି ମନ୍ଦିର , ମସଜିଦ୍ କିମ୍ୱା ଗିରିଜାରେ ଅର୍ପଣ କରିଦେବେ । ପ୍ରବାହିତ ଜଳରେ ଭସାଇଦେବେ ଏହାଦ୍ୱାରା ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଥାଏ ।
5. ଶନିବାର ଦିନ ଧାନ ଚାଉଳ , ଗହମ ଆଦି ଗୁଣ୍ଡ କଲେ ବହୁତ ଶୁଭ ଫଳ ମିଳିଥାଏ ଏବଂ ଘରେ ରହିଥିବା ସମସ୍ତ ପ୍ରକାର ଅଳିଆ ଆବର୍ଜନ କୁ ମଧ୍ୟ ଶନିବାର ଦିନ ପରିଷ୍କାର କରିବେ ।
6. ଭୁଲରେ ମଧ୍ୟ କେବେହେଲେ ରୋଷେଇ ଘରେ ଡଷ୍ଟବିନ ରଖନ୍ତୁ ନାହିଁ ଏବଂ ଠାକୁରଙ୍କ ଫୋଟ ମଧ୍ୟ କେବେହେଲେ ଲଗାନ୍ତୁ ନାହିଁ । ଏହା ପାଳନ କଲେ ବହୁତ ମଙ୍ଗଳ ହୋଇଥାଏ ।
7. ଭୂମିପୂଜା ଏବଂ ବାସ୍ତୁଦୋଷ କିମ୍ୱା ଗୃହ ପ୍ରବେଶ ଏହି 3 ଟି କାର୍ଯ୍ୟ ଯେବେ କରିବେ ସେହି ବାର ମଙ୍ଗଳବାର କିମ୍ୱା ଶନିବାର ନହେବା ଉଚିତ୍ ।
8. ଘରର ନୈରୁତ କୋଣରେ ଶୈଚାଳୟ , ବାର୍ଥରୁମ ବା ରୋଷେଇ ଘର ଥାଏ , ତେବେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ମଧ୍ୟରୁ କାହାର ଜଣକର ସର୍ବଦା ଦେହ ଖରାପ ହୋଇଥାଏ ।
9. ଚୈତ୍ର ମାସର ଯେକୌଣସି 15 ଦିନ ଭାତ କିମ୍ୱା ତରକାରୀ ରେ ଲୁଣ ମିଶାଇ ଖାଆନ୍ତୁ ନାହିଁ , ଏହା କରିବା ଦ୍ୱାରା ଆଗାମୀ ଚୈତ୍ର ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।