Odisha News Portal

ରାତିରେ କେତେଟା ବାଜିବା ପରେ କରିବେ ନାହିଁ ସେ-କ୍ସ ! ଭୟଙ୍କର କଥା ଜାଣନ୍ତୁ……

ଆଜି ଆମେ ଆପଣ ମାନଙ୍କୁ କହିବୁ କି ରାତିରେ କେତେଟା ବାଜିବା ପରେ ଆପମ ମାନେ ଶାରିରୀକ ସଂପର୍କ ରଖିବା ଉଚିତ ହୋଇନଥାଏ । ଏହା ସହିତ କେଉଁ ସମୟଟି ଆପଣ ମାନଙ୍କ ପାଇଁ ଶାରିରୀକ ସମୟ ରଖିଲେ ଉପଯୁକ୍ତ ହୋଇଥାଏ ଆଜି ସେ ବିଷୟରେ ଆପଣ ମାନଙ୍କୁ ଆମେ କହିବୁ । କରାଣ ଏହି କଥା ଜାଣିରଖିବା ଆପଣ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ଅଟେ । ଏହା ଦ୍ୱାରା ଆପଣ ମାନଙ୍କୁ ବହୁତ ଅସୁବିଧା ବା ସମସ୍ୟାରୁ ସମାଧାନ ହୋଇପାରିବେ । ସମସ୍ତ ସ୍ୱାମୀ ସ୍ତ୍ରୀ ମାନଙ୍କୁ ଏହି କଥା ଜଣାଥିବା ଦରକାର ।

ଆଜି ପର୍ଯ୍ୟନ୍ତ ଆପଣ ମାନେ ଶାସ୍ତ୍ର ବିଷୟରେ ଅନେକ କଥା ଶୁଣିଥିବେ । ଜଣେ ବ୍ୟକ୍ତିର ଜୀବନ ଶୈଳୀରର ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଯଦି କେହି ବ୍ୟକ୍ତି ଏହି ଜ୍ୟୋତିଷ ଶାସ୍ତ୍ର ସମସ୍ତ କଥାକୁ ମାନି କରି ତାର ସମସ୍ତ କାର୍ଯ୍ୟ କରେ ତେବେ ସେହି ବ୍ୟକ୍ତି କେବେବି କୌଣସି ପ୍ରକାର ଅସୁବିଧାରେ ପଡିନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ରାତି 12 ପରେ କାହିଁକି ଶାରୀରିକ ସଂପର୍କ ରଖିବା ଅନୁଚିତ ଅଟେ ।


ସାସ୍ତ୍ରରେ ପ୍ରତ୍ୟେକ କାର୍ଯ୍ୟର ଏକ ସମୟ ନିର୍ଦ୍ଦାରିତ ହୋଇଛି । ତେବେ ଏହି ଶାସ୍ତ୍ରର ନିୟମ ଅନୁସାରେ ରାତି ବାର ଘଟିକା ପରେ ଶାରିରୀକ ସଂପର୍କ ରଖିବା ଉଚିତ ହୋଇନଥାଏ । କାହିଁକିନା ରାତି ବାର ଘଟିକା ପରେ ଦ୍ୱିତୀୟ ଦିନର ଆରମ୍ଭ ହୋଇଥାଏ । ଏହା ସହିତ ଏହା ବ୍ରହ୍ମ ମୂହୂର୍ତ୍ତର ଠିକ ପୂର୍ବ ସମୟ ଅଟେ । ଏହା ସହିତ ଏହି ସମୟରେ ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇଥାଏ । ତେଣୁ ରାତ୍ରିର ଏକ ଘଣ୍ଟା ପରେ ବ୍ରହ୍ମ ମୂହୂର୍ତ୍ତ ଆରମ୍ଭ ହୋଇଥାଏ । ଏହି ସମୟ ଭଗବାନଙ୍କର ଆରାଧନୀର ସମୟ ଅଟେ ।

ଏହି ସମୟରେ ଆପଣ ମାନେ କୌଣସି ପ୍ରକାର ନୂତନ ଯୋଜନା କରିବା ଉଚିତ । ମାତ୍ର ରାତ୍ରି ବାର ଘଟିକା ପରେ ଶାସ୍ତ୍ରରେ ଶାରିରୀକ ସମ୍ବଦ୍ଧ ରଖିବାକୁ ବାରଣ କରାଯାଇଛି । ଏହି ସମୟରେ ଦମ୍ପତ୍ତିକୁ ଶାରିରୀକ ସଂପର୍କ ରଖିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମନୁଷ୍ୟର ଖରାପ ସମୟ ଆଗମନ ହୋଇଥାଏ ।

ଏହା ସହିତ ତାଙ୍କର ସନ୍ତାନ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ । କିନ୍ତୁ ଶାରିରକ ସଂପର୍କ ରଖିବାକୁ ହେଲେ ସକାଳ ତିନି ଘଟିବାର ଠିକ ପୂର୍ବ ସମୟ ଉପଯୁକ୍ତ ସମୟ ଅଟେ । ଏହି ସମୟରେ ଯଦି କେହି ଶାରିରୀକ ସଂପର୍କ ରଖୁଥାନ୍ତି ତେବେ ସେହି ବ୍ୟକ୍ତିର ଜୀବନରେ ନାନ ସମସ୍ୟାର ଆଗମନ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।