ଶୁଣନ୍ତୁ ଭାଇରାଲ Audio call :ରାତି ଅଧରେ ଦେଉର ,ଭାଉଜଙ୍କ ଅଶ୍ଳୀଳ ଅଡିଓ କଲ, ଜଲଦି ମୋ ରୁମକୁ ଆସ ମୁଁ ଆଉ ସମ୍ଭଳି ପାରୁନି ….ଦେଖନ୍ତୁ video

ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ହେବାରେ ଲାଗିଛି ।କେତେ ବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେ ବେଳେ ଏହି ଲୋକ ମାନେ ଜାଣିଶୁଣି ଏସବୁକୁ ଖରାପ୍ ରେ ନେଉଛନ୍ତି। ଆଉ କେତେବେଳେ ଏହି ଭାଇରାଲ ଭିଡ଼ିଓ ହିଁ ଲୋକ ମାନଙ୍କ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଛି।

ତେବେ ଆପଣମାନେ ମନୋରଞ୍ଜନର ପାଇଁ ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ। ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ।ତେବେ ସୋସିଆଲ ମିଡିଆ ରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଆଉ କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଲୋକେ ତୀବ୍ର ନିନ୍ଦା କରିଥାନ୍ତି ସମାଲୋଚନା କରିଥାନ୍ତି।

ତେବେ ବର୍ତ୍ତମାନର ସମୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି।ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହୁଛି। ତେବେ ନିକଟରେ ସୋସିଆଲ ମିଡିଆ ଏକ ଅଡିଓ ରେକର୍ଡ ବେଶ୍ ଭାଇରାଲ ହେବାରେ ଲାଗିଛି।ଆଜି ଆମେ ଆପଣ ମାନଙ୍କୁ ଏହି ଅଡିଓ ରେକର୍ଡ ବିଷୟରେ କହିବାକୁ ଯାଉଛୁ ଓ ଏହା ବିଷୟରେ ଜାଣିଲା ପରେ ଆପଣ ମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ।

ଭାଇରାଲ ହେଉଥିବା ଏହି ଅଡିଓ ରେକର୍ଡରେ ଯୁବକ ଓ ଯୁବତୀ ଜଣଙ୍କ ଏପରି ଭାବେ ପ୍ରେମ୍ ବାର୍ତ୍ତାଳାପ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯୁବକ ଓ ଯୁବତୀ ଜଣଙ୍କ ପରସ୍ପର ମଧ୍ୟରେ କିଛି ସମୟ ଧରି ପ୍ରେମ ବାର୍ତ୍ତାଳାପ କରୁଛନ୍ତି। ଏହା ସହିତ ମଝିରେ ମଝିରେ କିଛି ଅଶ୍ଳୀଳ ଭାଷାରେ ପ୍ରୟୋଗ ମଧ୍ୟ କରୁଛନ୍ତି।

ଯୁବତୀ ଜଣଙ୍କ ପଚାରୁଛନ୍ତି ଆମର ଆଉ କେବେ ଦେଖା ହେବ। କି ଏହାପରେ ଯୁବକ ଜଣଙ୍କ କହୁଛନ୍ତି ଭିଡିଓ କଲ ରେ ଦେଖେଇଲେ କଣ ଅସୁବିଧା ଅଛି କି ମୁଁ ତୁମର ସବୁ କଣ୍ଡିସନ୍ ରେ ରାଜି ଅଛି। ଏହାପରେ ଯୁବତୀ ଜଣଙ୍କ କହୁଛନ୍ତି ମୁଁ ଭିଡିଓ କଲ କରିବିନି କି ଦେଖିବିନି ଯୁବକ ଜଣଙ୍କ କାହିଁକି ବୋଲି ପଚାରୁଛନ୍ତି। ଏହାପରେ ଯୁବତୀ ଜଣକ କହୁଛନ୍ତି ମୋର୍ ମୁଡ୍ ନାହିଁ। ଏହାପରେ ଯୁବକ ଜଣଙ୍କ ପଚାରୁଛନ୍ତି ମୁଡ୍ କେତେବେଳେ ହେବ।

ଯୁବତୀ ଜଣଙ୍କ ଏହାପରେ କହୁଛନ୍ତି ଯେତେବେଳେ ମୁଡ୍ ହେବ ସେତେବେଳେ କହିବି। ଏହାପରେ ଯୁବକ ପଚାରୁଛନ୍ତି କାହିଁ ଏବେ କଲେ କିଛି ଅସୁବିଧା ଅଛି କି। ଯୁବତୀ ଜଣଙ୍କ କହୁଛନ୍ତି ସକାଳ ଠୁ କୁଆଡେ଼ ଯାଉଥିଲ ଏବେ ଫୋନ୍ କରୁଛ। ଏମିତି କିଛି ବାର୍ତ୍ତାଳାପର ଅଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment