Odisha News Portal

Exclusive : ରାତି 12ଟାରେ ନଦୀବନ୍ଧରୁ ସ୍ଥାନାନ୍ତର ହେଲେ ଲୋକେ, ଆଶ୍ରୟ ଦେଲେ ରୁଦ୍ର ଭାଇ… ଦେଖନ୍ତୁ Video

ତେବେ ବନ୍ଧୁଗଣ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କି ପ୍ରବଳ ବର୍ଷା ଯୋଗୁଁ ଆମ ଓଡିଶା ର ଅଧିକାଂଶ ଅଞ୍ଚଳ ରହିଛି ପାଣି ଘେର ଭିତରେ | ପ୍ରବଳ ବନ୍ୟା ପରିସ୍ଥିତି ସମଗ୍ର ଓଡିଶା କୁ ଅସ୍ଥ ବ୍ୟସ୍ଥ କରି ସାରିଲାଣି | ତାହା ବ୍ୟତୀତ ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠାରେ ଲୋକ ମାନେ ବିପଦ ର ଘେର ଭିତରେ ରହୁଛନ୍ତି ଆଉ ଜୀବନ କୁ ବିପଦ ରେ ମଧ୍ୟ ପକାଉଛନ୍ତି | ତେବେ ଏଭଳି ଗୋଟିଏ ପରିସ୍ଥିତି ରେ ବର୍ତ୍ତମାନ ଆଶା ର ସାହାରା ସାଜିଛନ୍ତି ବିଧାୟକ ରୁଦ୍ର ଭାଇ | ଆଉ ଗରିବ ଲୋକ ମାନ ଙ୍କୁ ସାହାଯ୍ୟ ଆଉ ସହାନୁଭୂତି କରିବା ପାଇଁ ଆଗେଇ ଆସିଛନ୍ତି ସେ |

ତେବେ ଆପଣ ମାନେ ଆଗରୁ ମଧ୍ୟ ଜାଣିଥିବେ କି ବିଧାୟକ ରୁଦ୍ର ଭାଇ ଙ୍କ ବିଷୟରେ , ଯିଏ କି ସବୁବେଳେ ତାଙ୍କର ଲକ୍ଷ୍ୟ ଥାଏ କେମିତି ଗରିବ ଲୋକ ମାନଙ୍କର ଦୁଃଖ ଆଉ କଷ୍ଟ ବୁଝି ସେମାନଙ୍କର ଦୁଃଖ ଆଉ କଷ୍ଟ କୁ ଦୂର କରିବେ |ଖାଇବାକୁ ପାଉ ନ ଥିବା, ସ୍ୱାସ୍ଥ୍ୟ ର ସୁବିଧା ପାଉ ନ ଥିବା, ବାସ ଗୃହ ଲୋକ ଙ୍କର ରହିବା ପାଇଁ ଘର ନ ଥିବା, ଏହା ବ୍ୟତୀତ ଶିକ୍ଷା ବ୍ୟବସ୍ଥା ର ସୁବିଧା ପାଉ ନ ଥିବା ସ୍ଥାନ ରେ ପହଞ୍ଚି ଯାଇଥାନ୍ତି ରୁଦ୍ର ଭାଇ |

ଆଉ ଯାହା ଆମେ ଜାଣିଛି କୁ ତାଙ୍କର ଗୋଟିଏ ଲକ୍ଷ୍ୟ ଥାଏ କି ଲୋକ ମାନଙ୍କର କିଭଳି ଭାବରେ ସେ ସାହାଯ୍ୟ କରିବେ | ଆଉ ଯେଉଁଥିପାଇଁ କି ଆଜି ଯେଉଁଭଳି ଭାବରେ ସାରା ଓଡିଶା ରେ ବନ୍ୟା ର ପରିସ୍ଥିତି ସୃଷ୍ଟି ହୋଇଛି, ସେଥିପାଇଁ ସେ ପହଞ୍ଚି ଯାଇଛନ୍ତି ନଦୀ ବନ୍ଧ ଗଡ଼ରେ ଥିବା ଗରିବ ପ୍ରପୀଡ଼ିତ ଦୁଃଖୀ ରଙ୍କି ଙ୍କ ପାଖରେ | ଆଉ ସେଠାକୁ ଯାଇକି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ |

ଏହା ବ୍ୟତୀତ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇକି ସେମାନଙ୍କୁ ଖାଦ୍ୟ ଓ ପାନୀୟ ସବୁ ପ୍ରକାରର ସୁବିଧା ଆଉ ସୁଯୋଗ ମାନ ଯୋଗାଇ ଦେବାପାଇଁ | ଆଉ ସେଥିପାଇଁ ସେ ରାତି 12 ରେ ପହଞ୍ଚିଯାଇଥିଲେ ଲୋକ ମାନ ଙ୍କ ପାଖରେ, ଆଉ ସେ କହିଥିଲେ କି ସବୁଠୁ ଆଗରେ ରହିଛି ନିଜର ଜୀବନ ରକ୍ଷା ଆଉ ତାହା ସାଙ୍ଗକୁ ସ୍ୱାସ୍ଥ୍ୟ ର ଯତ୍ନ ନେବା | ତେଣୁ ଲୋକ ମନ ଙ୍କୁ ସୁରକ୍ଷିତ ସ୍ଥାନ କୁ ନେବା ସହିତ ସେଠାରେ ସେମା ନଙ୍କୁ ସବୁ ପ୍ରକାରର ସୁବିଧା, ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦେବା ର ସୁବିଧା ମଧ୍ୟ ସେଠାରେ କରିଛନ୍ତି ବିଧାୟକ ରୁଦ୍ର | ଆଉ ତାଙ୍କ ସହିତ ବି ଡି ଓ, ତହସିଲ ଦାର ମାନେ ମଧ୍ୟ ଆସିକି ଗରିବ ଲୋକ ମାନ ଙ୍କର ସ୍ଥାନାନ୍ତରଣ ରେ ଲାଗି ପଡିଛନ୍ତି | ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।