ରଥଯାତ୍ରା ପୂର୍ବରୁ ଜଗନ୍ନାଥ ମନ୍ଦିରରେ ଭାଙ୍ଗିଲା ନୀଳଚକ୍ର ,ଆସୁଛି କି କିଛି ବିପଦ ? କଣ ଏ ସଙ୍କେତ ? ସତ ହେବ କି ମାଳିକା ବଚନ…ଦେଖନ୍ତୁ ଭୟଙ୍କର Video

ହଁ ଦର୍ଶକ ବନ୍ଧୁ ଯେହେତୁ ଆମେ ଓଡିଶା ବାସୀ ଆମେ ଆଧ୍ୟାତ୍ମିକ ଚିନ୍ତାଧାରା ରେ ରହିଥାଉ ଓ ସେଥିପାଇଁ ପାଇଁ ଆମେ ବାହାର ରାଜ୍ୟ ରେ ଯେଉଁଠି କୁ ଗଲେ, ଆମେ ଓଡ଼ିଆ ବୋଲି ପରିଚୟ ଦେଲେ ସେଠାକାର ଲୋକ ମାନେ ଆମକୁ ଶ୍ରୀ ଜଗନ୍ନାଥ ଙ୍କ ଧାମ ର ଲୋକ ବୋଲି ଆମକୁ କହିଥାନ୍ତି, ତେଣୁ ସେଇ ଜଗନ୍ନାଥ ଧାମ ଲୋକ ହେଇ ଯଦି ଆମ ପ୍ରତି କୌଣସି ବିପଦ ଆସିଥାଏ ତାହାଲେ ତାହା ଆଗରୁ ପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଆମକୁ ସୂଚନା ମିଳିଯାଇଥାଏ, ସେହି ପରି ଭାବରେ ଗୁଣପୁର ଠାରେ ଏମିତି ଏକ ବିପଦ ର ସଂକେତ ମିଳିଛି ବୋଲି ଜଣାପଡିଛି ଯେହେତୁ ଆଗକୁ ରଥ ଯାତ୍ରା ଅଛି ଜଗନ୍ନାଥ ନାଟ ମନ୍ଦିର ରେ ଏପରି ନୀଳ ଚକ୍ର ବାନା ଭାଙ୍ଗି ପଡିବା ଗୁଣପୁର ବାସୀ ଙ୍କୁ ଚିନ୍ତା ରେ ପକାଇଦେଇଛି ଲୋକମାନଙ୍କ ମନରେ ନାହିଁ ନଥିଲା ପ୍ରଶ୍ନ ଉଙ୍କି ମାରୁଛି |

ହଁ ଦର୍ଶକ ବନ୍ଧୁ ଏମିତି ଏକ ଘଟଣା ଘଟିଛି ଗୁଣପୁର ର ଥିବା 25 ବର୍ଷ ର ପୁରୁଣା ଜଗନ୍ନାଥ ମନ୍ଦିର ରେ, ଯେଉଁଠି ଏତେ ବାତ୍ୟା,ଓ ଝଡ଼ ପରେ ବି ଯେମିତିକି, ଫୋନୀ, ତିତିଲି, ୟାସ, ଭଳି ବାତ୍ୟା ରେ ଏହି ନୀଳ ଚକ୍ର ବାନା ରେ କୌଣସି କ୍ଷତି ହେଇନଥିଲା ସେଠାରେ କିଛି ନଥାଇ ସାମାନ୍ୟ ପବନ ରେ ନୀଳ ଚକ୍ର ଭାଙ୍ଗିପୋଡ଼ିବାର କଥା ଟି ଗୁଣୁପୁର ଗ୍ରାମ ବାସୀ ଙ୍କୁ ଭୟଭୀତ କରିଛି, ଯେହେତୁ ଆଗକୁ ଆସୁଛି ରଥ ଯାତ୍ରା ତାହା ଆଗରୁ ଜଗନ୍ନାଥ ଙ୍କ ନାଟ ମନ୍ଦିରରେ ଥିବା ନୀଳ ଚକ୍ର ବାନା ଭାଙ୍ଗି ପଡିବା କୌଣସି ବିପଦର ସଂକେତ ନୁହେଁ ତ ଏହି ପରି ସବୁ ପ୍ରଶ୍ନ ଲୋକମାନଙ୍କ ମନରେ ଉଠୁଥିବା ବେଳେ ଏ ନେଇ ବୋହୁ ବିଚାର ବିମର୍ଶ ମଧ୍ୟ ଆରମ୍ଭ ହେବାକୁ ଲାଗିଛି |

ଯେହେତୁ ଆମେ ଆଧ୍ୟାତ୍ମିକ କଥା କୁ ବିଶ୍ୱାସ କରିବା ସହିତ ପୁରାଣ ଥିବା ସମସ୍ତ ବେଦ କୁ ଆଧ୍ୟାତ୍ମିକ ଚିନ୍ତାଧାରା ରେ ନିଜକୁ ନିୟଜିତ କରିଥାଉ, ତାହେଲେ ଜଗନ୍ନାଥ ଙ୍କ ନାଟ ମନ୍ଦିର ରେ ଏମିତି ପୋତିତ ପାବନ ବାନା ର ଭାଙ୍ଗି ପୋଡିବାର କଥାଟି ଶୁଣିଲେ ଆପଣଙ୍କ ମନରେ ନିହାନ୍ତି ଅଶୁଭ ସଂକେତ ଆସୁଛି ବୋଲି କୁହାଯାଏ,

ଗୁଣପୁର ରେ ଘଟିଥିବା ଏହି ଘଟଣା ଟି କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ବୋଲି ଜଣା ପଡିଛି, ଏ ଘଟଣା ଟି ଏବେ ପ୍ରଶାସନ ଙ୍କ କାନ ରେ ମଧ୍ଯ ପଡିଛି ବୋଲି କୁହାଯାଉଛି, ରଥଯାତ୍ରା ପୂର୍ଵ ରୁ ଏହି ଭଳି ଅଶୁଭ ସଂକେତ, ଖାଲି ଗୁଣପୁର ପାଇଁ ନୁହେଁ, ଏହା ସାରା ଓଡିଶା ପାଇଁ କିଛି ବିପଦ ସଂକେତ ନୁହେଁ ତ ଏହି ଭଳି ବହୁତ ପ୍ରଶ୍ନ ମନକୁ ଆସୁଛି, ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଗୁଣପୁର ସେଇ ଘଟଣା ଯାହା ଏବେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରା ରେ ଭାଇରଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment