ରାସ୍ତାରେ ହେଲା ମାଛ ବର୍ଷା, ଯିଏ ପାରିଲା ମାଛ ଗୋଟାଇଲା… ଦେଖନ୍ତୁ Video

ହଁ ସାଙ୍ଗମାନେ ଘଟଣାଟି ଶୁଣିକି ଅର୍ଚଯ୍ୟ ଲାଗୁଛି କୁ ଆପଣ ମାନଙ୍କୁ, ଅର୍ଚଯ୍ୟ ଲାଗିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ସତ , ଯାହା ଏବେ ସୋସିଆଲ ମିଡ଼ିଆ, ଇନଷ୍ଟା, ଫେସବୁକ ଓ ଟୁଇଟର ରେ ବେଶ ବାଇରଲ ହେବାକୁ ଲାଗିଛି, ମାଛ ପାଇଁ ହେଲେ ପାଗଳ, ମାଛ ପାଉ ହେଲା ଟ୍ରାଫିକ ଯାମ, କଣ ଏପରି ଘଟିଲା ଆଉ କୋଉଠୁ ଆସିଲା ଏତେ ସଂଖ୍ୟାରେ ମାଛ ଯାହା ପାଇଁ ରାଜରାସ୍ତା ରେ ଲାଗିଲା ଭିଡ ଆଉ ମାଛ ପାଇଁ ହେଲେ ସବୁ ବାଇଆ |

ସାଧାରଣତଃ ମାଛ କୁ ଆମେ ଗାଡ଼ିଆ, ପୋଖରୀ, nodi ସମୁଦ୍ରରେ ଦେଖିବାକୁ ପାଇଥାଉ ଓ ମାଛକୁ ବିକ୍ରି କରିବା ପାଇଁ ମଧ୍ୟ ଲୋକମାନେ ଏହି ସବୁ ସ୍ଥାନରୁ ମାଛ ଧରି ବଜାରକୁ ବେଇ ଆସିଥାନ୍ତି, ଓ କେତେକ ଜାଗାରେ କୃତିମ ଉପାୟରେ ମଧ୍ୟ ମାଛକୁ ଚାଷ କରାଯାଇଥାଏ ଓ ସେହି ସବୁ ସ୍ଥାନ ମାନଙ୍କରେ ମାଛ ଖେଳୁଥିବାର ଆପଣ ମାନେ ଦେଖିବାକୁ ପାଉଥିବେ କିନ୍ତୁ ରାସ୍ତା ମଝିରେ ଖେଳୁଛି ମାଛ |ଯାହା ପାଇଁ ରାସ୍ତାମଝିରେ ହେଇଛି ଜନଗହଳି, ରାସ୍ତାରେ ଖେଳୁଛି ମାଛ ଓ ତାକୁ ଗୋଟାଇବା ପାଇଁ ଲାଗିଛି ଲୋକ ଭିଡ |

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାର ଗୋୟା ଜିଲ୍ଲା ର ଆମଶୋ ଅଞ୍ଚଳରେ, ଯୋଉଟାରେ କି ଏକ ମାଛ ଭର୍ତ୍ତୀ ଥିବା ଗୋଟିଏ ଟ୍ରକ ଟି ରାସ୍ତାରେ ତାର ଭାରସାମ୍ୟku ହରାଇ ରାସ୍ତା ତଳକୁ ପୀଡିଯାଇଛି| ଆଉ ଯୋଉଠି କି ଟ୍ରକଭିତରେ ଥିବା ମାଛ ରାସ୍ତାରେ ପୋଡ଼ିଯାଇଛି, ଆଉ ଯାହା ପାଇଁ ରାସ୍ତା ହୋଇଛି ଯାମ, ଲୋକ ମାନେ କାମ ଧନ୍ଦା ଛାଡି ଗୋଟେଇବାକୁ ଲାଗିଛଅନ୍ତି ମାଛକୁ, ରାସ୍ତା ସାରା ଖେଳୁଛି ମାଛ ଓ ସେହି ମାଛକୁ ଗୁଟେଇବା ପାଇଁ ଲୋକ ମାନେ ରାସ୍ତାକୁ କରିଛଅନ୍ତି ବନ୍ଦ ଓ ଗୋଟିଏ ବି ଗାଡି ରାସ୍ତାରେ ଯିବା ଆସିବା କରିପାରୁନି |

ମାଛକୁ ହଟାତ ରାସ୍ତାରେ ଏତେ ସଂଖ୍ୟାରେ ଦେଖି ଲୋକ ମାନେ ହେଇଯାଇଛଅନ୍ତି ପାଗଳ କିଏ ବାଲଟିରେ ତ ଆଉ କିଏ ଜୋରିରେ ଆଉ କିଏ ନିଜର ଟି ଶାଟ କୁ କାଢି ଗୋଟେଇବାରେ ବ୍ୟସ୍ତ, ମାଛ କୁ ଏପରି ଗତଉଛଅନ୍ତି ଯେପରି ଆଜି ଡ଼ ଦିନେ ନୁହଁ ଏମିତି ଚାରି ପାଞ୍ଚ ଦିନ ଅରାମସେ ଘରେ ବସି ମାଛ ତରକାରୀର ମଜା ଉଠାଇପାରିବେ ଲୋକ ମାନେ, କିଏ ବାଇକ ତ କିଏ ସାଇକେଲ ଆଉ କିଏ ଭଡ଼ା ଗାଡି ଯିଏ ଯୋଉଥିରେ ଯାଉନା କାହିଁକି ଏହି ମାଛ କୁ ରାସ୍ତା ଉପରେ ଦେଖି ଗୋଟେଇବା ପାଇଁ ଧାଇଁ ଆସିଛି ଯାହା ପାଇଁ ବିହାର ଭଳି ରାଜରାସ୍ତାରେ ବିପୁଳ ସଂଖ୍ୟାକ ଭିଡ ଦେଖିବାକୁ ମିଳୁଛି, ଲୋକ ମାନେ ମଧ୍ୟ ନିଜ କାମ କୁ ପଛରେ ପକେଇ ଗୋଟେଇବାରେ ଲାଗିଛଅନ୍ତି ମାଛ |

ତେଣୁ ଘଟଣା ଟି ସୋସିଆଲ ମିଡ଼ିଆରେ ଭାଇରଲ ହେଲା ପରେ  ବହୁତ ପରିମାଣରେ ଲାଇକ ଓ କମେଣ୍ଟ ଦେଖିବାକୁ ମିଳୁଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment