ଦେଖନ୍ତୁ Shocking ଭିଡ଼ିଓ -ହଟାତ୍ ରାସ୍ତାରେ ଯାଉ ଯାଉ ଖୁସି ପୂର୍ବରୁ ଏ କଣ ହୋଇଗଲା ଭଗବାନ…ପୁରା ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ…ଛିଃ ଛିଃ

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ,ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଆମର ଏହି ସମାଜକୁ ଶିକ୍ଷିତ ଲୋକ ମାନେ ହିଁ ଅଧିକ ନଷ୍ଟ କରୁଛନ୍ତି |ସେମାନେ ସମାଜକୁ ଭଲ ଶିକ୍ଷା ଦେବା ବଦଳରେ ତାଙ୍କର ଖରାପ ଅଭ୍ୟାସ ଆଜି ସମାଜ ଉପରେ ଖରାପ ପ୍ରଭାବ ପକାଉଛି |ମୁଁ ଆଜି ଆପଣଂକୁ ଏକ ସରକାରୀ ଶିକ୍ଷକଙ୍କ ବିଷୟରେ କହିବି ଯିଏକି ପିଲାମାନଙ୍କୁ ଶିକ୍ଷା ଦେବା ବଦଳରେ ନିଜେ ଭଲରେ ଶିକ୍ଷିତ ହୋଇ ପାରିନାହାନ୍ତି |ସେ ନିଜେ ଉପଯୁକ୍ତ ଶିକ୍ଷା ହାସଲ କରି ନାହାନ୍ତି, ସେ ମଦ ପିଇ ରାସ୍ତାରେ ଗଡୁଛନ୍ତି |ନିଜକୁ ସେ ନିଜେ ଆୟତ୍ତ କରିପାରୁ ନାହାନ୍ତି ତ ପିଲାଙ୍କୁ କଣ ଶିକ୍ଷା ଦେବେ ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ଦର୍ଶକ ବନ୍ଧୁ ଆପଣ ଆଜିର ସମାଜକୁ ଭଲରେ ଦେଖୁଥିବେ ଯେ ବର୍ତମାନ କିପରି ଧୁମ୍ରପାନ କିମ୍ବା ମଦ୍ୟପାନ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଲାଣି |ଏହି ମଦ ଆମର ସମାଜକୁ ବହୁତ ଖରାପ କରି ସାରିଲାଣି, ଏହା ଦ୍ଵାରା ଅନେକ ପରିବାର ନଷ୍ଟ ହୋଇଗଲାଣି ଏବଂ ଏଥିରେ ପିଲା ଠାରୁ ବୃଦ୍ଧ ଯାଏଁ ସମସ୍ତେ ମାତି ଗଲେଣି |ଏହି ମଦ ବହୁତ ଛୋଟ ବୟସରୁ ପିଲାମାନେ ପିଉଛନ୍ତି ଏବଂ ସେମାନଙ୍କ ଭବିଷ୍ୟତ ମଧ୍ୟ ଏହା ଦ୍ଵାରା ନଷ୍ଟ ହୋଇଗଲାଣି |ଆଜିର ଏହି ସମାଜକୁ ଯଦି କିଛି ଶିକ୍ଷିତ ଲୋକ ବଦଳାଇକୁ ଚାହୁଥାନ୍ତେ ତେବେ ଆମର ଏ ସମାଜ କିଛି ମାତ୍ରାରେ ବଦଳି ଯାଇଥାନ୍ତା ଏବଂ ଏହି କମବୟସରୁ ପିଲାମାନେ ଏପରି ଖରାପ ଅଭ୍ୟାସ ଆପଣାଇ ନଥାନ୍ତେ |

ସ୍କୁଲର ଶିକ୍ଷକମାନେ ପିଲାମାନଙ୍କୁ 7ବର୍ଷ ପାଖରୁ ଶିକ୍ଷା ଦେଇଥାନ୍ତି ଏବଂ ଏହି ଛୋଟ ବୟସରୁ ସେମାନଂକୁ ଉପଯୁକ୍ତ ଶିକ୍ଷା ଦେଇ ସେମାନଙ୍କ ଭବିଷ୍ୟତ ତିଆରି କରିଥାନ୍ତି | ପିଲାମାନେ ଅଧିକ ସମୟ ସ୍କୁଲରେ ବିତାଇଥାନ୍ତି ତେଣୁ ସେମାନେ ଶିକ୍ଷକମାନଙ୍କୁ ଅଧିକ ଅନୁସରଣ କରିଥାନ୍ତି |କିନ୍ତୁ ଆଜିର ଏହି ଶିକ୍ଷକମାନେ ପିଲାଙ୍କୁ କଣ ଶିକ୍ଷା ଦେବେ ନିଜେ ସେମାନେ ଶିକ୍ଷିତ ହୋଇପାରୁ ନାହାନ୍ତି |ଜଣେ ଶିକ୍ଷକ ରାସ୍ତାରେ ମଦପିଇ ସ୍କୁଲ ଉନିଫର୍ମ ପିନ୍ଧି ଗଡୁଥିବାର ଦେଖିବାକୁ ମିଳିଛି, ସେ ରାସ୍ତାରେ ଗଡୁଥିଲେ ଏବଂ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଉଠାଉଥିଲେ |ସେ ମଦ ନିଶାରେ ଏପରି ମୋଜବର ଥିଲେ ଯେ ସେ ନିଜେ କଣ କରୁଥିଲେ ନିଜେ ଜାଣିପାରୁ ନଥିଲେ |

ଯଦି ଆଜିର ସମାଜରେ ଶିକ୍ଷକ ମାନେ ଏପରି ମଦ ପିଇ ନିଶାରେ ବୁଡି ରହିବେ ତେବେ ଏହା ପିଲାମାନଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଇବ, ଏହା ଦ୍ଵାରା ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ |ତେଣୁ ଯଦି ଶିକ୍ଷିତ ଲୋକମାନେ ଏପରି ଅଭ୍ୟାସ ଛାଡି ଦିଅନ୍ତି ତେବେ ଆମର ପରପିଢ଼ିମାନଙ୍କ ଭବିଷ୍ୟତ ଖରାପ ହୋଇନଥାନ୍ତା |ଆମର ଏ ସମାଜ ଭ୍ରଷ୍ଟାଚାର ହେବାରୁ କିଛି ମାତ୍ରାରେ କମିଯାଇଥାନ୍ତା |ଏହି ଶିକ୍ଷକ ଜଣଙ୍କ ରାସ୍ତାରେ ମଦ ପିଇ ଗାଡିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment