ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆ ଜରିଆରେ | ତେବେ ବର୍ତ୍ତମାନ ଏଭଳି ଏକ ଅଭାବନୀୟ ଘଟଣା ଟି ଘଟିଛି ଯାହାକୁ ଆପଣ ମାନେ ଦେଖିଲେ ଗାଡ଼ି ଚଳାଇବା ପାଇଁ ମଧ୍ୟ ଭୟ ପ୍ରକାଶ କରିବେ ବୋଲି କୁହାଯାଉଛି | ଆଉ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ବାଇକ ଯୋଗେ ଯାଉଥିଲେ ବାପା ଆଉ ପୁଅ | ପଛପଟୁ ଏକ ଟ୍ରକ ଟି ଆସିବାକୁ ଲାଗିଥିଲା ଆଉ ସେହି ଟ୍ରକ କୁ ଚଳାଉଥିବା ଡ୍ରାଇଭର ଜନଙ୍କ ମଦ ପିଇ ଗାଡ଼ି ଚଳାଉଥିବାରୁ ପଛ ପଟୁ ଗାଡ଼ି କୁ ଧକ୍କା ଦେଇଥିବା କଥା କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଘଟିଥିବା ଏହି ଭଳି ଦୁର୍ଘଟଣା ର ସମ୍ପୂର୍ଣ୍ଣ କଥା ବିଷୟରେ ଜାଣିବା |
ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଭୁବନେଶ୍ୱର ରେ ସୌନିକ ସ୍କୁଲ ର ପାଖା ପାଖି ଏରିଆ ରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା | ଆଉ ଯେଉଁଠି କୁହାଯାଉଛି କି ଏକ ଟ୍ରକ ରେ ଇଟା ଭର୍ତ୍ତି ହୋଇ ଆଉ ଯାହା ରଖୁନାଥ ପୁର ରୁ ଆସୁଥିଲା ବୋଲି କୁହାଯାଉଛି | ତେବେ ଇଟା ଭର୍ତ୍ତି କରିକ ନେଇକି ଯାଉଥିବା ଡ୍ରାଇଭର ଜଣଙ୍କ ଟ୍ରକ ରେ ଗାଡ଼ି ଓ ସ୍କୁଟି ରେ ଯାଉଥିବା ଚାଳକ ମାନଙ୍କୁ ଦେଇଛନ୍ତି ଧକ୍କା | ଆଉ ଯାହା ଫଳରେ ବାଇକ ଓ ସ୍କୁଟି ଟି ପୁରା ପୁରି ଟ୍ରକ ତଳକୁ ପଶି ଯାଇଥିଲା ବୋଲି କୁହାଯାଉଛି
ଆଉ ଯାହା କୁହାଯାଉଛି କି ଟ୍ରକ ଡ୍ରାଇଭର ଜଣଙ୍କ କୁଆଡ଼େ ମଦ ପିଇକି ଗାଡ଼ି ଚଳାଉଥିଲେ | ତାହା ସହିତ କୁହାଯାଉଛି ଆଜି କାଲି ଏତେ ପ୍ରକାରର ସୁବିଧା ସୁଯୋଗ ମାନ ଯୋଗାଇ ଦିଆଯାଉଛି ଟ୍ରାଫିକ ବ୍ୟବସ୍ଥା ରେ ଲୋକ ମାନଙ୍କର ସୁରକ୍ଷା ପାଇଁକି | ତାହା ବ୍ୟତୀତ ଡ୍ରାଇଭର ମାନେ ମଧ୍ୟ ହେଲମେଣ୍ଟ ପିନ୍ଧିବା ସହିତ ଟ୍ରାଫିକ ପୋଲିସ ମାନଙ୍କ ଦ୍ୱାରା ଚାଳକ ମାନଙ୍କର ଡ଼ିଏଲ ମଧ୍ୟ ଚେକ କରାଯାଉଛି | ତେବେ ଏତେ ସବୁ କଡ଼ା କଢ଼ି ବ୍ୟବସ୍ତା ପରେ ମଧ୍ୟ ରାସ୍ତା ରେ ଟ୍ରାଫିକ ର ନିୟମ କୁ ନ ମାନି ରାଜଧାନୀ ଭଳି ରାସ୍ତା ରେ ଚଳାଇବାକୁ ଲାଗୁଛନ୍ତି ଗାଡ଼ି |
ଆଉ ଯାହା ଫଳରେ ଡ୍ରାଇଭର ଜଣଙ୍କର ଡ଼ିଏଲ ନ ଥାଇକି ଟ୍ରକ ଚଳାଇଛନ୍ତି ଓ ମଦ ମଧ୍ୟ ପିଇଛନ୍ତି | ଆଉ ଯାହା ଫଳରେ ଆଗରେ ଯାଉଥିବା ବାଇକ କୁ ମଧ୍ୟ ଧକ୍କା ଦେଇଛନ୍ତି ଆଉ ଗାଡ଼ି ରେ ଥିବା ବାପା ଓ ପୁଅ ଜଣଙ୍କ ଟ୍ରକ ତଳକୁ ପଶି ଯାଇଥିଲେ ବୋଲି ସୂଚନା ମିଳିଛି | ଆଉ ଯେଉଁ ଘଟଣା କୁ ନେଇକ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।