ବାସ୍ତବରେ ସ୍ରଷ୍ଟାଙ୍କ ସୃଷ୍ଟି ବଡ଼ ବିଚିତ୍ର ଅଟେ। ଆମ ସୃଷ୍ଟିରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ। ଯାହାକୁ ଆଗରୁ କେବେ ବି ଦେଖିବା ପାଇଁ ମିଳି ନଥାଏ। ଯାହା ଆମେ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବାକୁ ପାଇଥାଉ। ଆମ ପୃଥିବୀରେ ଭିନ୍ନ ଭିନ୍ନ ଧରଣର ଜୀବ ଓ ଜନ୍ତୁ ମାନଙ୍କୁ ଆମେ ଦେଖିବା ପାଇଁ ପାଇ ଥାଉ। ତେବେ ବନ୍ଧୁଗଣ ଆମେ ସୋସିଆଲ ମିଡିଆରେ ଏଭଳି ବିଭିନ୍ନ ପ୍ରକାର ଦୃଶ୍ୟ ଦେଖିବା ପାଇଁ ମିଳୁଛି। ଯାହା ଆଶ୍ଚର୍ଯ୍ୟ ହେବା ସହିତ ଭୟଭିତ ହୋଇଯିବେ। ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ, ଯାହା ଆମେ ବିଶ୍ୱାସ ନ କରିଲେ ମଧ୍ୟ ସତ୍ୟ ହୋଇଥାଏ।
ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଆପଣଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହୋଇଯିବ। ତେବେ ଘଟଣାଟି ହେଉଛି,ରାସ୍ତା ଉପରେ ଏକ ବଡ଼ ସାପ ଯାଉ ଥିବାର ଦେଖି ଲୋକ ମାନେ ଭୟ ଭୀତ ହୋଇ ଯାଇଥିଲେ ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ବ୍ରାଜିଲର ପୋଟ୍ରୋ ଭେଲେଓ ସହରରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି। ଗୋଟେ ବିଶାଳକାୟ ଆନାକୋଣ୍ଡା ସାପଟି ରାସ୍ତା ଅତିକ୍ରମ କରୁଥିବାର ଦେଖି, ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ରାସ୍ତାରେ ଯାଉଥିବା ଲୋକ ମାନେ ତାକୁ ଦେଖି ଅଟକି ଯାଇଥିଲେ। ଗାଡି ମଟର ଯିବା ଆସିବ ମଧ୍ୟ ବନ୍ଦ ହୋଇ ଯାଇଥିଲା। ସାପଟି ଭିନ୍ନ ଏକ ଧରଣର ଦେଖା ଯାଉଥିଲା| ଏହି ସାପଟିର ଲମ୍ବ ପ୍ରାୟ ୪ ମିଟର, ଓଜନ ପ୍ରାୟ ୩୦ କିଲୋ ଗ୍ରାମ ରହିଛି। ସାପକୁ ଦେଖି ସେଠାକାର ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହୋଇ ଯାଇଛି। ଏଭଳି ସାପକୁ ଆଗରୁ କେବେ ବି ଦେଖି ନଥିବାର ସେଠାକାର ଲୋକ ମାନେ କହୁଛନ୍ତି।
ତେବେ ସେଠାକାର ଲୋକ ମାନେ ବନ ବିଭାଗ ଅଧିକାରୀ ନିକଟକୁ ଖବର ଦେଇଥିଲେ, ଏବଂ ଏହା ପରେ ବନ ବିଭାଗ ଅଧିକାରୀ ଆସି ସେହି ବିଶାଳକାୟ ସାପଟିକୁ ରାସ୍ତା ଉପରୁ ଉଦ୍ଧାର କରିଥିଲେ। କେହି ଜଣେ ବ୍ୟକ୍ତି ସାପଟିର ଫୋଟୋ ଉଠାଇବା ସହ ଭିଡିଓ ମଧ୍ୟ କରିଥିଲେ। ଏତେ ବଡ଼ ସାପ ସେହି ଅଞ୍ଚଳରେ କେବେବି ଦେଖିବା ପାଇଁ ମିଳିବା ନାହିଁ। ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରା ଯାଇଥିଲା ବର୍ତ୍ତମାନ ଏହି ଭିଡିଓଟି ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।