Odisha News Portal

ଦେଖନ୍ତୁ Shocking ଭିଡିଓ : ରାସ୍ତା ମଝିରେ ଡାକ୍ତର ଙ୍କୁ ଗୁଳିକରି ହତ୍ୟା, ଦୁଇ ବର୍ଷ ତଳ ମାମଲାର ପ୍ରତିଶୋଧ ନେଲେ ହତ୍ୟାକାରୀ ଭାଇରାଲ ହେଲା ଭିଡିଓ…

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି। ଆଉ ସାଧାରଣ ଲୋକ ମାନେ ହିଁ ଲୋକ ମାନଙ୍କ ର ଶତ୍ରୁ ପାଲଟି ଯାଇଛନ୍ତି। ବର୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଙ୍କ ର ମାନବିକତା ଉପରୁ ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ବର୍ତମାନ କରନା ସମୟ ରେ ଦେବତା ସାଜି ଲୋକ ମାନଙ୍କ ଜୀବନ ରକ୍ଷା କରୁଥିବା ବେଳେ ରାସ୍ତା ଉପରେ ଦୁଇ ଡାକ୍ତର ଦମ୍ପଦୀ ଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୃବୁତ । ସୂଚନା ଅନୁସାରେ ପୂର୍ବ ଶତ୍ରୁତା କୁ ଆଖି ଆଗରେ ରଖି ଏମିତି କରାଯାଇ ଥିବାର ସୂଚନା ମିଳିଛି ।

ସୂଚନା ଅନୁସାରେ ରାଜସ୍ଥାନ ର ଭରତପୁର ରୋଡ ରେ ଦୁଇ ଡ଼ାକ୍ତର ଦମ୍ପଦି ନିଜ କାର୍ ଯାଉଥିବା ବେଳେ ବାଟ ରେ ଏକ ବାଇକ୍ ଯୋଗ ରେ ଦୁଇ ଜଣ ଦୃବୁତ ଆସି ଦୁଇ ଜଣ ଙ୍କୁ ଅଟକାଇ ହତ୍ୟା କରି ଥିବାର ଦୃଶ୍ୟ ସିସିଟିଭି ଫୁଟେଜ ରେ ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା ର ଯାଞ୍ଚ କରିଛି ଓ ଘଟଣା ସ୍ଥଳରେ ହିଁ ଦମ୍ପଦି ଙ୍କ ମୃତ୍ୟୁ ବରଣ ହୋଇ ଥିବାର ସୂଚନା ମିଳିଛି ।

ମୃତ ଦମ୍ପଦି ହେଉଛନ୍ତି ସୁଦୀପ ଗୁପ୍ତା ଏବଂ ତାଙ୍କ ପତ୍ନୀ ଡାକ୍ତର ସୀମା ଗୁପ୍ତା । ପୂର୍ବରୁ ଦମ୍ପଦି ଓ ତାଙ୍କ ମାଆ ଏକ ହତ୍ୟା ମାମଲା ରେ ଜେଲ ଯାଇଥିଲେ । ସୂଚନା ଅନୁସାରେ ଦିପା ଗୁଜାର ନାମକ ଜଣେ ମହିଳା ଓ ତାଙ୍କ ୫ ବର୍ଷର ଶିଶୁ କୁ ହତ୍ୟା କରିଥିବା ମାମଲା ରେ ଜେଲ ଯାଇଥିଲେ ।

ଆଉ ଏହି ଦୃବିତ ହେଉଛନ୍ତି ଅନୁଜ ଦୀପାଙ୍କ ଭାଇ । ଏହି ପୂର୍ବ ଶତ୍ରୁତା କୁ ଆଖି ଆଗରେ ରଖି ଦୁଇ ଜଣ ଡ଼ାକ୍ତର ଦମ୍ପଦି କୁ ହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ୍ କରିଛନ୍ତି ଓ କହିଛନ୍ତି ଯେ ହତ୍ୟା କରୁଥିବା ଦୃବୃତ କୁ ଶୀଘ୍ର ଗିରଫ କରାଯିବ । ସୂଚନା ଅନୁସାରେ ଦୁଇ ଜଣ ଦୃବୃତ ବର୍ତମାନ ପର୍ଯ୍ୟନ୍ତ ଫେରାର ଅଛନ୍ତି ଆଉ ସିସିଟିଭି କ୍ୟାମେରା ରୁ ତାଙ୍କର ଭିଡ଼ିଓ ଓ ଫଟୋ ଜବତ କରାଯାଇ ଅଛି ଯେଉଁଠି ସେ ହତ୍ୟା କରୁଥିବାର ଦେଖିବାକୁ ମିଳିଛି । ତେବେ ବର୍ତମାନ ସାଧାରଣ ଲୋକ ମାନଙ୍କ ର ପ୍ରଶାସନ ଙ୍କ ଉପରେ ଆଖି ରହିଛ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।