Odisha News Portal

ଯୁବତୀଙ୍କର ରାସ୍ତା ମଝିରେ ପ୍ରଥମ ଥର ହେଲା ଋତୁସ୍ରାବ, ତାପରେ ଅଚିହ୍ନା ପୁଅଟି ତା ଯାହା କଲା… ଜାଣିବା ପରେ ଆପଣ ସେହି ପୁଅ କଣ କହିବେ କଳ୍ପନା କରିପାରିବେନି…..

ଏହି ସୃଷ୍ଟିରେ ସୃଷ୍ଟିକର୍ତ୍ତା ପ୍ରତ୍ୟେକ ମନୁଷ୍ୟକୁ ନିଜର କିଛି ସ୍ବତନ୍ତ୍ର ଗୁଣ ଦେଇଥାନ୍ତି । ଏହି ଧରାପୃଷ୍ଠରେ ସାଧାରଣତଃ 3 ପ୍ରକାରର ମନୁଷ୍ୟ ଦୃଷ୍ଟି ଗୋଚର ହୋଇଥାନ୍ତି । ତେବେ ଭଗବାନ ମନୁଷ୍ୟ ଜାତିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ଯଥା ପୁରୁଷ, ନାରୀ ଏବଂ ଟ୍ରାନ୍ସଜେଣ୍ଡର ବୋଲି ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ପ୍ରତ୍ୟେକ ଜାତିର ସ୍ବତନ୍ତ୍ର ଗୁଣ ରହିଥିବା ବେଳେ ମଣିଷ ଜାତିର ମଧ୍ୟ ନିଜର ସ୍ବତନ୍ତ୍ର ଗୁଣ ରହିଛି । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭଗବାନ ମନୁଷ୍ୟ ଜାତି ସ୍ବରୂପ ନାରୀ ମାନଙ୍କୁ କିଛି ବିଶେଷ ଗୁଣର ଅଧିକାରୀ କରିଛନ୍ତି ।

ଆପଣ ମାନେ ସମସ୍ତେ ଜାଣିଥିବେ ଯେ ପ୍ରତ୍ୟେକ ନାରୀଙ୍କର ଏକ ନିର୍ଦ୍ଦିଷ୍ଟ ସମୟରେ ତଥା ବୟସରେ ମାସିକ ଧର୍ମ ହୋଇଥାଏ । ଯାହା ଜଣେ ନାରୀର ଗର୍ଭ ଧାରଣ କ୍ଷମତାକୁ ସୁଚାଇଥାଏ ଏବଂ ଯାହା ତାର ମାତୃତ୍ବକୁ ପୂର୍ଣ୍ଣ କରିଥାଏ ।

ନାରୀର କେବଳ ଏହି କାରଣରୁ ସେମାନେ ଶାରୀରିକ ତଥା ମାନସିକ କ୍ଷେତ୍ରରେ ପୁରୁଷ ମାନଙ୍କ ଠାରୁ ଭିନ୍ନ ହୋଇଥାନ୍ତି । କିନ୍ତୁ ଯେତେବେଳେ ଏହା ଜଣେ ଝିଅର ଫାର୍ଷ୍ଟ ଟାଇମ୍ ପାଇଁ ହୋଇଥାଏ । ସେ ବହୁତ ଡରି ଯାଇଥାଏ , କାରଣ ଏସବୁ ବିଷୟରେ ତାର ପୂର୍ବରୁ କିଛି ବି ଧାରଣା ନଥାଏ । କିନ୍ତୁ ଯଦି ବର୍ତ୍ତମାନ ସମୟର କଥା କହିବା ତେବେ ଏହା ଆଉ କାହାକୁ ବି ଅଜଣା ନାହିଁ । ଏହି ସଂପର୍କରେ ଆଜି ଆମେ ଆମେ ଆପଣ ମାନଙ୍କୁ କିଛି କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ଘଟଣାଟି ହେଉଛି ଜଣେ ଝିଅର ଅଚାନକ ପ୍ରଥମ ଥର ପାଇଂ ମେନ୍ସ ବା ମାସିକ ଧର୍ମ ହୋଇଛି । କିନ୍ତୁ ଏହି ସମୟରେ ଝିଅଟି ନିଜ ଘର ଠାରୁ ପ୍ରାୟ 3 କିଲୋମିଟର ଦୂର ମାର୍କେଟକୁ ଯାଇଥିଲା ଏବଂ ଏହି ସମୟରେ ତାର ଏପରି ପରିସ୍ଥିତି ହୋଇଛି । ଝିଅଟି ଗୋଟିଏ ଧଳା ରଙ୍ଗର ଡ୍ରେସ ପିନ୍ଧିଥିବାରୁ ତାର ପ୍ରଥମ ମେନ୍ସ କାରଣରୁ ଡ୍ରେଟି ରକ୍ତରେ ଭିଜି ଯାଇଛି । ତେବେ ଝିଅଟି ରାସ୍ତାରେ ଯିବା ସମୟରେ ତାକୁ ସମସ୍ତେ ବୁଲି ବୁଲି ଅନଉଥିଲେ , ଏହାପରେ ଝିଅଟି କିଛି ରାସ୍ତା ନପାଇ ରାସ୍ତା କଢରେ ଠିଆ ହୋଇଥିବା ଏକ ସ୍କୁଟିରେ ବସିପଡିଥିଲା ।


ଏହାପରେ ସେହି ସ୍କୁଟିର ମାଲିକ ଆସି ତାର ସ୍କୁଟି ନେବା ପାଇଁ ଝିଅଟିକୁ ସେଠାରୁ ଉଠିବା ପାଇଂ କହିଥିଲେ କିନ୍ତୁ ଝିଅଟି କାନ୍ଦୁଥିବାର ଦେଖି ତାର ଅସୁବିଧା ବିଷୟରେ ପଚାରିଛନ୍ତି । ତେବେ ଝିଅଟି ସେ ବିଷୟରେ ତାଙ୍କୁ ସବୁ କଥା କହିବା ପରେ ସେ ପାଖରେ ଥିବା ଜଣେ ଯୁବତୀଙ୍କ ପାଖକୁ ଯାଇ ସେହି ଝିଅଟି ବିଷୟରେ ସବୁ କଥା କହିଛନ୍ତି ଫଳରେ ସେହି ଯୁବତୀ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ପରେ ସେହି ଯୁବତୀ ଜଣଙ୍କ ଯୁବକଙ୍କୁ ପେଡ ଏବଂ ଟିସୁ ପେପର୍ ଆଣିବାକୁ କହି ସେହି ଛୋଟ ଝିଅଟୀକୁ ବୁଝେଇବାକୁ ଚେଷ୍ଟା କରିଛନ୍ତି ।

ପରେ ସେ ଯୁବକ ପେଡ଼ ନେଇ ଆସିବା ପରେ ଯୁବତୀ ଜଣଙ୍କ ସେହି ଝିଅଟୀକୁ ନିକଟରେ ଥିବା ଏକ ସୋ ରୁମ ଭିତରକୁ ନେଇଯାଇ ସେଠାରେ ଥିବା ବାର୍ଥ ରୁମ ମଧ୍ୟରେ ଝିଅଟୀକୁ ପେଡ ଦେଇ ତାକୁ ସୋଫା କରିଛନ୍ତି । ପରେ ଏକ ଟେକ୍ସି ମାଧ୍ୟମରେ ଝିଅଟିକୁ ତାର ଘରକୁ ପଠେଇ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।